Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜଳୁଛି ମଣିପୁର: ୮୦୦ରୁ ଉର୍ଦ୍ଧ୍ୱ ସେନା ନିୟୋଜିତ, ଆଦିବାସୀ ସଂଗଠନକୁ ଭେଟିବେ କି ଅମିତ ଶାହ ?

ଇମ୍ଫାଲ: ଅଗଷ୍ଟ ୫ରେ ମଣିପୁରରେ ଆଉ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ୮୦୦ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଏହି ସମୟରେ ସ୍ୱଦେଶୀ ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) କହିଛି ଯେ ସୋମବାର ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ…

ସାଂସଦ ପଦ ଫେରି ପାଇଲେ ରାହୁଲ; ଲୋକସଭା ସଚିବାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ । ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣି ପରେ ରାହୁଲ ତାଙ୍କ ସାଂସଦ ପଦ ଫେରି ପାଇଛନ୍ତି । ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ସୁପ୍ରିମ କୋର୍ଟ ଶୁକ୍ରବାର ମୋଦି ସରନେମ ମାମଲାରେ ରାହୁଲଙ୍କୁ ମିଳିଥିବା ୨ ବର୍ଷ…

ମଣିପୁରରେ ରାଜନୈତିକ ହଲଚଲ, ବୀରେନ ସିଂ ସରକାରରୁ ଓହରିଲେ ୨ କୁକି ବିଧାୟକ

ଇମ୍ଫାଲ: ମଣିପୁରର ରାଜନୈତିକରେ ହଲଚଲ ପରିସ୍ଥିତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସହଯୋଗୀ କୁକି ପିପୁଲ୍ସ ଆଲାଏନ୍ସର ୨ ଜଣ ବିଧାୟକ ବୀରେନ୍ ସିଂ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ମଣିପୁରର ସାମ୍ପ୍ରତିକ ସ୍ଥିତିକୁ ନେଇ ଉପଯୁକ୍ତ ବିଚାରବିମର୍ଶ ପରେ ଉଭୟେ ସରକାରରୁ…

କିପରି ଦିଶୁଛି ଜହ୍ନମାମୁଁ ? ଚନ୍ଦ୍ରର ପ୍ରଥମ ଫଟୋ ଓ ଭିଡିଓ ପଠାଇଲା ଚନ୍ଦ୍ରଯାନ-୩, ଟ୍ୱିଟ୍ କରି ସୂଚନା ଦେଲା ଇସ୍ରୋ

ଶ୍ରୀହରିକୋଟା: ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିବା ପରେ ଚନ୍ଦ୍ରର ପ୍ରଥମ ଫଟୋ ଓ ଭିଡିଓ ପ୍ରକାଶ ପାଇଛି । ଗତକାଲି ପ୍ରଥମ କରି ଭରତୀୟ ମହାକାଶ ଗବେଷଣା ସଂସ୍ଥା(ISRO) ଚନ୍ଦ୍ରଯାନ-୩ କ୍ୟାମେରାରେ କଏଦ ହୋଇଥିବା ଫଟୋ ଓ ଭିଡ଼ିଓକୁ ଶେୟାର କରିଛି ।  ଆଗକୁ ଆହୁରି ସ୍ପଷ୍ଟ ଚିତ୍ର ସହିତ ଅଧିକ ତଥ୍ୟ…

ସରକାରୀ ରାଜକୋଷକୁ ରିଲାଏନ୍ସର ୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଗତ ତିନି ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ସରକାରୀ ରାଜକୋଷରେ ୫ ଲକ୍ଷ କୋଟି ଟଙ୍କା ଜମା କରିଛି। କମ୍ପାନୀର ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସମେତ ସ୍ପେକ୍ଟ୍ରମ୍‌ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆରଆଇଏଲ ଏହି ଟଙ୍କା ସରକାରୀ ରାଜକୋଷର ଜମା କରିଛି। ଆରଆଇଏଲର…

ଆଜି ଜାତୀୟ ହସ୍ତତନ୍ତ ଦିବସ, ଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଜାତୀୟ ହସ୍ତତନ୍ତ ଦିବସ। ସ୍ୱଦେଶୀକୁ ଆପଣାଇ ବିଦେଶୀର ବ୍ୟବହାର କମ୍ କରିବା ଏବଂ ହସ୍ତତନ୍ତର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପାଳିତ ହେଉଛି ଏ ଦିବସ। ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫…

ଟ୍ୟୁନିସିଆରେ ଡଙ୍ଗା ବୁଡ଼ି ୪ ପ୍ରବାସୀ ମୃତ, ୫୧ ନିଖୋଜ

ଟ୍ୟୁନିସିଆ: ଉତ୍ତର ଆଫ୍ରିକା ଦେଶ ଟ୍ୟୁନିସିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟ୍ୟୁନିସିଆର କେର୍କେନା ଦ୍ୱୀପରୁ ଏକ ପ୍ରବାସୀ ଡଙ୍ଗା ବୁଡ଼ି ଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୪ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୧ ଜଣ ଯାତ୍ରୀ ନିଖୋଜ ହୋଇଥିବା ସୂଚନା ରହିଛି।…

ମଣିପୁରରେ ବୀରେନ୍ ସରକାରଙ୍କୁ ଝଟକା, ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କଲା କୁକି ପିପୁଲ୍ସ ଆଲିଆନ୍ସ

ଇମ୍ଫାଲ୍: ୩ ମାସରୁ ଅଧିକ ସମୟ ଧରି ମଣିପୁର ଜଳୁଛି । ଏତିକି ବେଳେ ହିଂସା ପାଇଁ ଏକ ଦଳ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ହାତ ଛାଡ଼ି ଦେଇଛି । ଏନଡିଏର ସହଯୋଗୀ ଦଳ କୁକି ପିପୁଲ୍ସ ଆଲିଆନ୍ସ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛି । ରବିବାର ସନ୍ଧ୍ୟାରେ ଦଳ ସମର୍ଥନ ଫେରାଇ…

ସୋମବାର ସଂସଦକୁ ଫେରିବେ କି ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ସରି ସରି ଆସୁଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ସରିବ । ଚଳିତ ଅଧିବେଶନର ଶେଷ ସପ୍ତାହ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏଥିସହ ୱାୟନାଡ଼ ସାଂସଦ ଭାବେ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତାକାଲି ସଂସଦକୁ ଫେରିବା…

ଆସନ୍ତୁ ଜାଣିବା ଭୋୟାଜର ସ୍ପେଶକ୍ରାଫ୍ଟ ସମ୍ପର୍କରେ…ଯାହାକି ପରଗ୍ରହୀଙ୍କ ପାଖରେ ପଂହଚାଇବ ଆମ ବାର୍ତା

ୱାଶିଂଟନ: ୪୬ ବର୍ଷ ତଳେ ନାସା ପକ୍ଷରୁ ଭୋୟାଜର ସ୍ପେଶକ୍ରାଫ୍ଟ ସୌରଜଗତ ବାହାରକୁ ପଠା ଯାଇଥିଲା । ୧୯୭୭ରେ ଲଂଚ ହେବା ପରେ ଏବେ ପ୍ରଥମ ଥର ପାଇଁ ଏହା ସହିତ ନାସାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଯାହାକି ଏକ ଚିନ୍ତାର ବିଷୟ ଥିଲା । ଅବଶ୍ୟ ୧୨ ଦିନ ପରେ ଭୋୟାଜର ହର୍ଟବିଟ ପଠାଇଥିଲା ।…