Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Maharashtra ATS Action:ATSର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ଭିଡିଓ ସେୟାର କରିବା ଅଭିଯୋଗରେ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଭାଷଣ ଥିବା କଟ୍ଟରପନ୍ଥୀ ଭିଡିଓ ଡାଉନଲୋଡ୍ ଓ ସେୟାର୍ କରିବା ଅଭିଯୋଗରେ ମହାରାଷ୍ଟ୍ର ATS ଥାନେ ଜିଲ୍ଲାର ପଡଘା ଅଞ୍ଚଳରୁ ଜଣେ ୩୫ ବର୍ଷୀୟ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଏକ ଇନଷ୍ଟାଗ୍ରାମ…

ପ୍ରବଳ ବର୍ଷା ପରେ ଭୂସ୍ଖଳନ; ୪ ଶ୍ରମିକ ମୃତ, ୫ ଯବାନ ନିଖୋଜ

ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଯବାନ ନିଖୋଜ ଅଛନ୍ତି। ଶନିବାର ଅଗଷ୍ଟ ୧୫ ତାରିଖରେ ଅଧିକାରୀମାନେ ଘୋଷଣା କରିଛନ୍ତି ଯେ ଅରୁଣାଚଳ ପ୍ରଦେଶର ଦିବାଙ୍ଗ…

Nuclear Energy: ୨୦୪୭ ସୁଦ୍ଧା ୧୦୦ GW ପରମାଣୁ ଶକ୍ତି! ଲାଲକିଲ୍ଲାରୁ ମୋଦୀଙ୍କ ବଡ଼ ଘୋଷଣା, ଚାଲିବ ୫ ନୂଆ ରିଆକ୍ଟର!

ନୂଆଦିଲ୍ଲୀ: ଭାରତର ଶକ୍ତି ସୁରକ୍ଷାକୁ ଆହୁରି ମଜବୁତ କରିବା ଦିଗରେ ବଡ଼ ଲକ୍ଷ୍ୟ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୮୦ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରି ସେ କହିଛନ୍ତି, ୨୦୪୭ ସୁଦ୍ଧା ଭାରତ ୧୦୦ GW ପରମାଣୁ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛି।…

PM Modi to GenZ: ଯୁବପିଢ଼ିଙ୍କ ପାଇଁ ମୋଦୀଙ୍କ ବଡ଼ ଘୋଷଣା, ମାଗଣା ଅନଲାଇନ୍ କୋଚିଂ ସହ ୧ କୋଟି ଯୁବକ-ଯୁବତୀଙ୍କୁ AI…

ନୂଆଦିଲ୍ଲୀ: ୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଏକ ବର୍ଷ ମଧ୍ୟରେ ଦେଶର ୧ କୋଟି ଯୁବକ-ଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI)ରେ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।…

Saptadhara: ୨୦୪୭ ପାଇଁ ମୋଦୀଙ୍କ ‘ସପ୍ତଧାରା’ ମନ୍ତ୍ର: ମ୍ୟାନୁଫ୍ୟାକ୍ଚରିଂରୁ ଗ୍ରୀନ୍ ଏନର୍ଜି, ଭାରତ ବଦଳାଇବ ଏହି ୭…

ନୂଆଦିଲ୍ଲୀ: ଦେଶର ୮୦ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାର ପ୍ରାଚୀରରୁ ଆଗାମୀ ଭାରତର ବିକାଶ ରୋଡମ୍ୟାପ୍ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଓ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ପାଇଁ ସେ ‘ସପ୍ତଧାରା’ ନାମରେ ୭ଟି ପ୍ରମୁଖ କ୍ଷେତ୍ରକୁ ଦେଶର ଆଗାମୀ…

‘ଭାରତ ଏବେ ଦ୍ରୁତତମ ଅର୍ଥନୀତି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି। ଆକାଶ ମାର୍ଗରୁ ହେଲିକପ୍ଟର ସାହାଯ୍ୟରେ ପୁଷ୍ପ ବର୍ଷା କଲା ବାୟୁସେନା। ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବଡ଼ ବାର୍ତ୍ତା ଦେଇଛନ୍ତି। ବିକାଶର…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ; ୨ମୃତ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ: ଇଣ୍ଡୋନେସିଆ ତଟ ନିକଟରେ ଶନିବାର ଭୋର ସମୟରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା। ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଇଷ୍ଟ ନୁସା ଟେଙ୍ଗାରା ପ୍ରୋଭିନ୍ସରେ ଶକ୍ତିଶାଳୀ ଝଟ୍‌କା ଅନୂଭୁତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୭.୭ ରହିଥିବା ବେଳେ ଅନେକ କୋଠା…

6 Firsts This Year: ଲାଲକିଲ୍ଲାରେ ଏଥର ଯୋଡ଼ି ହେଲା ୬ ନୂଆ ଅଧ୍ୟାୟ, ‘ବନ୍ଦେ ମାତରମ୍’ଠାରୁ ସ୍ୱଦେଶୀ ୨୧ ତୋପ…

ନୂଆଦିଲ୍ଲୀ: ଶନିବାର ଅର୍ଥାତ୍ ଅଗଷ୍ଟ ୧୫ରେ ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରତିବର୍ଷ ପରି ଏଥର ମଧ୍ୟ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ହୋଇଛି ଭବ୍ୟ ସମାରୋହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ୧୩ତମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିବା…

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି, ପ୍ରଥମ ଥର ସ୍ବାଧୀନତା ଦିବସରେ ‘ବନ୍ଦେ…

ନୂଆଦିଲ୍ଲୀ: ସାରା ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶ ମାର୍ଗରୁ ୨ଟି ହେଲିକପ୍ଟର ସାହାଯ୍ୟରେ ପୁଷ୍ପ ବର୍ଷା। ଲ୍ଲାଲକିଲ୍ଲାରୁ ଶୁଭିଲା ବନ୍ଦେ ମାତରମ୍ । ଲାଲକିଲ୍ଲାରେ ପହଞ୍ଚିବା ପୂର୍ବରୁ ପ୍ରଥମେ…

ଅମିତ ଶାହାଙ୍କ ବିରୋଧରେ ଅସଂସଦୀୟ ଶବ୍ଦ ପ୍ରୟୋଗ ଅଭିଯୋଗ: ଅଗଷ୍ଟ ୨୮ ମଧ୍ୟରେ ଜବାବ ଦେବାକୁ ରାହୁଲଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅସଂସଦୀୟ ମନ୍ତବ୍ୟ ଏବଂ ଗମ୍ଭୀର ଅଭିଯୋଗ ଆଣିବା ମାମଲାରେ ଲୋକସଭା ସଚିବାଳୟ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବିଶେଷାଧିକାର ଭଙ୍ଗ ଅଭିଯୋଗରେ ଏକ ନୋଟିସ୍ ଜାରି…