Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୁଲରେ ଗହମ ବଦଳରେ ଅଳଙ୍କାର ପୁର୍ଣ୍ଣ ପୁଟୁଳୀ କରିଦେଲେ ଭଗବାନଙ୍କୁ ଅର୍ପଣ

ସୀକର: ରାଜସ୍ଥାନର ସୀକରରେ ଭୈରୁ ଜୀ ମନ୍ଦିରରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଏକ ପରିବାର ଭୁଲରେ ଗହମ ବଦଳରେ ଅଳଙ୍କାର ଥିବା ପୁଟୁଳୀ ଅର୍ପଣ କରିଥିଲେ । କାରରେ ଯେତେବେଳେ ଏହା ସେମାନେ ଜାଣିଲେ ସେମାନଙ୍କ ମୁଣ୍ଡ କାମ କରି ନ ଥିଲା…

ବୁର୍ଖା ଟେକି ମହିଳାଙ୍କ ପରିଚୟ ଯାଞ୍ଚ କରି ଅଡୁଆରେ ବିଜେପି ପ୍ରାର୍ଥୀ, ଥାନାରେ ମାମଲା ରୁଜୁ

ହାଇଦ୍ରାବାଦ: ଅଡୁଆରେ ବିଜେପି ଫାୟାରବ୍ରାଣ୍ଡ ନେତ୍ରୀ ମାଧବୀଲତା । ପୋଲିଂ ବୁଥ୍ ରେ ମୁସଲିମ ମହିଳାଙ୍କ ବୁର୍ଖା ଟେକି ପରିଚୟ ପତ୍ର ଯାଞ୍ଚ କରିବା ତାଙ୍କୁ ମହଙ୍ଗା ପଡିଛି । ଯାହାର ଭିଡିଓ ଭାଇରାଲ ହେବାପରେ ହାଇଦ୍ରାବାଦର ମଲକପେଟ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।…

ମୁମ୍ବାଇରେ ଭୟଙ୍କର ଧୂଳି ଝଡ଼: ହୋର୍ଡିଂ ପଡି ୩ ମୃତ, ୫୯ ଆହତ ସେପଟେ ବିମାନ ଉଡାଣ ବାତିଲ

ମୁମ୍ବାଇ: ମୁମ୍ବାଇରେ ଭୟଙ୍କର ଘୂର୍ଣ୍ଣି ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଯେଉଁଥିରେ ମୁମ୍ବାଇବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପବନ ଯୋଗୁଁ ଘାଟକୋପରରେ ଏକ ହୋର୍ଡିଂ ଭାଙ୍ଗି ଖସିପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୫୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ…

ଭୋଟ ଦେବା ପରେ କଲେ ପତ୍ନୀଙ୍କ ଅନ୍ତିମ ସଂସ୍କାର

ଓରେୟା: ଉତରପ୍ରଦେଶରେ ଗଣତନ୍ତ୍ରକୁ ଗର୍ବିତ କଲା ଭଳି ଏକ ଖବର ହସ୍ତଗତ ହୋଇଛି । ଏଠାକାର ଦିବିୟାପୁର ଅଂଚଳରେ ପତ୍ନୀଙ୍କ ଅନ୍ତିମ ସଂସ୍କାରକୁ ପଛରେ ପକାଇ ଜଣେ ବ୍ୟକ୍ତି ଆଗ ଭୋଟ ଦେଇଛନ୍ତି । ୮୪ ବର୍ଷୀୟ ରାମଲଖନଙ୍କ ପତ୍ନୀ ସରୋଜ କୁମାରୀଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇ ଯାଇଥିଲା । ସନ୍ଧ୍ୟା…

କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍ ବିଧାୟକ ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ । ଅପହରଣ ମାମଲାରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଏଚଡି ରେବନ୍ନାଙ୍କୁ ଜାମିନ ପ୍ରଦାନ କରାଯାଇଛି । କର୍ଣ୍ଣାଟକ ଅପହରଣ…

କଂଗ୍ରେସର ବଡ ଘୋଷଣା, ସୋନିଆ କହିଲେ ମହିଳାମାନଙ୍କୁ ପ୍ରତିବର୍ଷ ମିଳିବ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ:  ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ । ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ,…

କେଜ୍ରିଓ୍ୱାଲଙ୍କ ଭଳି ଜାମିନ ମାଗିଲେ ସୋରେନ୍, ମନା କଲେ କୋର୍ଟ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଏବେ ଜେଲରେ ଅଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏନେଇ ହେମନ୍ତ ସୋରେନଙ୍କ ଜାମିନ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ହେମନ୍ତ ସୋରେନ୍‌ ଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହା ସହ ଦିଲ୍ଲୀ…

ମୃତ ଝିଅର ବିବାହ ପାଇଁ ବିଜ୍ଞାପନ ଦେଲେ ପରିବାର

ମାଙ୍ଗାଲୁର: ପୁଅ, ଝିଅଙ୍କ ବିବାହ ପାଇଁ ବାପା, ମାଆ ସର୍ବଦା ଚିନ୍ତିତ ରହିଥାନ୍ତି । ଭଲ ପ୍ରାର୍ଥୀ ପାଇବା ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି । ତେବେ କର୍ଣ୍ଣାଟକର ଏକ ଖବର କାଗଜରେ ଏ ଭଳି ଗୋଟିଏ ବିଜ୍ଞାପନ ବାହାରିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ବିଜ୍ଞାପନରେ ୩୦ ବର୍ଷ…

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ, ପାସ୍ କରିଛନ୍ତି ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । ଏଥର ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଏହା ମଧ୍ୟରୁ ଝିଅଙ୍କ ପାସ୍ ହାର…

ଦେଶରେ ୪ର୍ଥ ପର୍ଯ୍ୟାୟ ଭୋଟ, ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଆଗୁଆ ମତଦାନ ପାଇଁ ଧାଡ଼ିରେ ଭୋଟର। ଏହି ପର୍ଯ୍ୟାୟରେ ମୋଟ ୧୭୧୭…