Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା, ଦଳ ଛାଡିଲେ ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦଳର ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ପଠାଇଛନ୍ତି । କୁହାଯାଉଛି ଯେ…

ମସଲାରୁ କ୍ୟାନ୍ସର କାରକ ମିଳୁଥିବା ଅଭିଯୋଗକୁ ଖଣ୍ଡନ କଲା ଏମଡିଏଚ

ନୂଆଦିଲ୍ଲୀ: ମସଲାରେ କ୍ୟାନ୍ସର ଭଳି ଗମ୍ଭୀର ରୋଗ ପାଇଁ ଦାୟୀ କୀଟନାଶକ ମିଳିବା ଖବର ପାଇବା ପରେ ମସଲାକୁ ନେଇ ଦେଖାଦେଇଛି ବିବାଦ । ଚାଲିଥିବା ବିବାଦ ମଧ୍ୟରେ ଗ୍ରାହକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଛି ବିବାଦରେ ଥିବା ପ୍ରମୁଖ ମସଲା ବ୍ରାଣ୍ଡ ଏମଡିଏଚ । ଏମଡିଏଚ କହିଛି ଯେ, ଏହାର ମସଲା…

ଯଦି ମମତା ବାନାର୍ଜୀ ଭାବୁଛନ୍ତି ସେ ଜନସାଧାରଣଙ୍କୁ ଭୟଭୀତ କରି ନିର୍ବାଚନ ଜିତିଯିବେ, ତେବେ ଏହା ତାଙ୍କର ବଡ ଭୁଲ:…

କୋଲକାତା: ବର୍ତ୍ତମାନ ଚାରିଆଡେ ନିର୍ବାଚନର ମାହୋଲ । ଏହାରି ଭିତରେ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା କହିଛନ୍ତି ଯେ, ଯଦି ମମତା ବାନାର୍ଜୀ ଭାବୁଛନ୍ତି ଯେ ସେ…

ଅଭିନେତା ସାହିଲ ଖାନ୍ ଗିରଫ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଗିରଫ କରିଛି ପୋଲିସ

ମମ୍ବାଇ: ସାହିଲ ଖାନ୍ ଗିରଫ । ଅଭିନେତା ସାହିଲ ଖାନ୍ ଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ । ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଗିରଫ କରିଛି ପୋଲିସ । ଛତିଶଗଡରୁ ମୁମ୍ବାଇ ସାଇବର ସେଲ୍ ଏସଆଇଟି ଟିମ୍ ଦ୍ବାରା ଗିରଫ୍ ହୋଇଛନ୍ତି ସାହିଲ । ବମ୍ବେ ହାଇକୋର୍ଟ ଆଗୁଆ ଜାମିନ ପାଇଁ ମନା କରିବା…

ବିଶ୍ୱାସ ନ ହେଲେ ବି ସତ୍ୟ, ଏଠାରେ ହେଉଛି ସୁନାର ବର୍ଷା

ନୂଆଦିଲ୍ଲୀ: ବିଶ୍ୱରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରତ୍ୟେକ ଦିନ ସୁନାର ବର୍ଷା ହେଉଛି । ଆଜ୍ଞା ହଁ ଏହା ବିଶ୍ୱାସ ହେଉ ନ ଥିଲେ ବି ସତ୍ୟ । ବରଫାଦୃତ ଏକ ଆଗ୍ନେୟଗିରିରୁ ପ୍ରତିଦିନି କୋଟି କୋଟି ଟଙ୍କାର ସୁନା ନିର୍ଗତ ହେଉଛି । ଏକ ହିସାବ ଅନୁସାରେ ପ୍ରତ୍ୟେକ ଦିନ ଆଗ୍ନେୟଗିରିର ଲାଭାରୁ…

ବୟସ ଲୁଚାଇବାକୁ ଯାଇ ଏଚଆଇଭି ସଂକ୍ରମିତ ହେଲେ ୩ଜଣ ମହିଳା

ନ୍ୟୁୟର୍କ: ସୁନ୍ଦର ଦେଖାଯିବା ଓ ବୟସ ଲୁଚାଇବା ପାଇଁ ଏବେ ମହିଳାମାନେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ବେଳେ ବେଳେ ଏହି କୃତ୍ରିମ ପଦକ୍ଷେପ ମାରାତ୍ମକ ସାବ୍ୟସ୍ତ ହୋଇଥାଏ । ରିପୋର୍ଟ ମୁତାବକ ଆମେରିକାରେ ଏବେ ଭ୍ୟାମ୍ପାୟାର ଫେସିଆଲର ପ୍ରଚଳନ ଜୋର ଧରିଛି । ଏବେ ଏହି ଫେସିଆଲ କରି…

ସ୍ପାଇଡର ମ୍ୟାନ ହୋଇ ଷ୍ଟଂଟ କରୁଥିଲେ, ପୋଲିସ ଛଡାଇଲା ହୀରୋଗୀରି

ନୂଆଦିଲ୍ଲୀ: ବାଇକ ଲଭର୍ସଙ୍କ ସର୍ବଦା ଷ୍ଟଂଟ କରିବା ନିଶା ରହିଥାଏ । ଏଥିପାଇଁ ସେମାନେ ଆଗପଛ କିଛି ଚିନ୍ତା କରି ନ ଥାନ୍ତି । ସାଉଥ ୱେଷ୍ଟ ଦିଲ୍ଲୀରେ ଏ ଭଳି ଏକ ଯୋଡି ସ୍ପାଇଡର ମ୍ୟାନ ସାଜି ଦିଲ୍ଲୀର ଦ୍ୱାରକା ସଡକରେ ଷ୍ଟଂଟ କରୁଥିଲେ । ଏହି ଦୁଇ ୟୁଟ୍ୟୁବରଙ୍କ ଭିଡିଓ ସୋସିଆଲ ମିଡିଆରେ…

ପୁନମ ମହାଜନଙ୍କ କଟିଲା ଟିକେଟ୍, ଉଜ୍ଜ୍ୱଳ ନିକମଙ୍କୁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆଜି ଲୋକସଭା ନିର୍ବାଚନ ପାଇଁ ୧୫ତମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ଝିଅ ପୁନମ୍‌ ମହାଜନଙ୍କ ଟିକେଟ୍‌ କାଟିଛି ବିଜେପି । ତାଙ୍କ ବଦଳରେ ଓକିଲ ଓଜ୍ୱଳ ନିକମଙ୍କୁ ଟିକେଟ ଦେଇଛି ଦଳ । ଉଜ୍ଜ୍ୱଳ ହେଉଛନ୍ତି…

ଦକ୍ଷିଣ ଭାରତରେ ଜଳ ସଙ୍କଟ ଚିନ୍ତାଜନକ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଜଳସଙ୍କଟ ଚିନ୍ତାଜନକ ସ୍ଥିତିରେ ପଂହଚିଛି । ଜଳ ଭଣ୍ଡାରରେ ଜଳାଶୟର କ୍ଷମତା ୧୭ ପ୍ରତିଶତକୁ ଖସି ଆସିଛି । କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଏହି ସୂଚନା ଜାରୀ କରାଯାଇଛି । ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ସ୍ଥିତି ଜଟିଳ ରହିଛି ।…

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟକାଳୀନ ଜାମିନ ପ୍ରତ୍ୟାଖ୍ୟାନ କଲେ କୋର୍ଟ

ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟକାଳୀନ ଜାମିନ ଦେବାକୁ ମନା କଲେ କୋର୍ଟ । ଏକ ଜମି ଘୋଟାଲା ମାମଲାରେ ତାଙ୍କ ଜାମିନ ଆବେଦନକୁ ଶନିବାର ରାଞ୍ଚିର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ମନା କରି ଦେଇଛନ୍ତି। ସୋରେନ ତାଙ୍କ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା…