Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ, ଯାତ୍ରୀ ଆତଙ୍କିତ…

ଲକ୍ଷ୍ନୌ: ପୁଣି ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । ଶୁକ୍ରବାର ଦିନ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାୟ ୧୮୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ସକାଳ ୧୦ଟା ୪୫ରେ ଉଡ଼ାଣ ଭରିବାର ଥିଲା,…

ବୟସକୁ ରୋକିହେବ ! ମଣିଷଙ୍କ ଉପରେ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ମେଡିକାଲ ସାଇନ୍ସ ନିକଟରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଲା ରିଭର୍ସ ଏଜିଂ ମାନେ ବୟସକୁ ରୋକିବା । ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ବୟସକୁ ରୋକିବା ପାଇଁ ନିର୍ମିତ ଇଞ୍ଜେକସନକୁ ଗ୍ଲୁକୋମା ପୀଡିତା ଜଣେ ରୋଗୀଙ୍କୁ ଦିଆଯାଇଛି । ଏହି…

ମାତ୍ର ୫ ଟଙ୍କାରେ ମିଳୁଛି ପେଟପୂରା ମାଛ-ଭାତ, ସରକାରଙ୍କୁ ପ୍ରଶଂସାରେ ପୋତିଲେ ଜନତା

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ସାଧାରଣ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଆରମ୍ଭ ହୋଇଥିବା ‘ମାଆ ଆହାର କିଚେନ୍’ ମାଧ୍ୟମରେ ଏବେ ସାଧାରଣ ଜନତାଙ୍କୁ ମାତ୍ର ୫…

ମୀନାକ୍ଷୀ ନଟରାଜନଙ୍କୁ ବଡ଼ ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଶୁକ୍ରବାର ଦିନ ସୁପ୍ରିମକୋର୍ଟ କଂଗ୍ରେସ ନେତା ମୀନାକ୍ଷୀ ନଟରାଜନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ତାଙ୍କ ନାମାଙ୍କନକୁ ଖାରଜ କରିଦେଇଥିଲେ। କଂଗ୍ରେସ ନେତା ଏହି…

Malviya Nagar fire: ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା: MCD ସହକାରୀ ଜନସ୍ୱାସ୍ଥ୍ୟ ନିରୀକ୍ଷକଙ୍କୁ କଲେ ବହିଷ୍କାର;…

ନୂଆଦିଲ୍ଲୀ: ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା ପରେ ଦିଲ୍ଲୀ ନଗର ନିଗମ (MCD) ଜଣେ ସହକାରୀ ଜନସ୍ୱାସ୍ଥ୍ୟ ନିରୀକ୍ଷକଙ୍କୁ ତୁରନ୍ତ ପ୍ରଭାବରୁ ବହିଷ୍କାର କରିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଗମ ଦ୍ୱାରା ଜାରି କରାଯାଇଥିବା ଏକ…

NEET ପୁନଃପରୀକ୍ଷାରେ ବଡ ପରିବର୍ତ୍ତନ: ଏବେ ମିଳିବ ଅଧିକ ସମୟ, ବଦଳିଲା ଉତ୍ତରପତ୍ରର ଲେଆଉଟ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟି ଏଜେନ୍ସି (NTA) NEET-ପୁନଃପରୀକ୍ଷା ପାଇଁ ପ୍ରାୟ ପ୍ରସ୍ତୁତି ସମାପ୍ତ କରିଛି। NEET UG ପରୀକ୍ଷା ପ୍ରଥମେ ମେ ୩ ରେ ହୋଇଥିବା ବେଳେ ପେପର ଲିକ୍ ସାମ୍ନାକୁ ଆସିବା ପରେ ଏହାକୁ ବାତିଲ କରାଯାଇଥିଲା। NEET-ପୁନଃପରୀକ୍ଷା ଜୁନ ୨୧ରେ ଅନୁଷ୍ଠିତ ହେବାର…

ଭାରତ ବିରୋଧରେ ବାଂଲାଦେଶର ଷଡ଼ଯନ୍ତ୍ର, ମାଡ଼ି ଆସୁଛନ୍ତି ହଜାର ହଜାର କଟ୍ଟରପନ୍ଥୀ, ବର୍ଡରରେ ହାଇଆଲର୍ଟ

ନୂଆଦିଲ୍ଲୀ: ଭାରତ ବିରୋଧରେ ଚାଲିଛିକି ବଡ଼ ଷଡ଼ଯନ୍ତ୍ରୀ? କାରଣ ବାଂଲାଦେଶର କଟ୍ଟରପନ୍ଥୀ ସଂଗଠନ 'ଜମାତ-ଏ-ଇସଲାମୀ' ଏବଂ ତା’ର ସହଯୋଗୀ ୧୧ଟି ବିରୋଧୀ ଦଳ ଭାରତ ବିରୋଧରେ ଏକ ବଡ଼ ଆନ୍ଦୋଳନର ଡାକରା ଦେଇଛନ୍ତି। ଭାରତ ଆଡକୁ ମାଡ଼ି ଆସୁଛନ୍ତି ହଜାର ହଜାର କଟ୍ଟରପନ୍ଥୀ। ଏହାକୁ ନେଇ ଭାରତ…

TMC Crisis: ଏପଟେ ମମତା, ସେପଟେ ମୋଦି…ଏମିତି କହିଦେଲେ ‘ବିହାରୀ ବାବୁ’…

ନୂଆଦିଲ୍ଲୀ: ବଙ୍ଗ ଗଡ ହାତରୁ ଗଲା ପରେ ଏବେ ଦିଦିଙ୍କ ତୃଣମୂଳ କଂଗ୍ରେସ ସବୁଠାରୁ ବିପର୍ଯ୍ୟୟର ସାମ୍ନା କରୁଛି । ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବାର କାରଣ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ବୋଲି କହି ଜଣକ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି । ଏହି ବିଦ୍ରୋହର ନିଆଁ ଏବେ ଟିଏମସିକୁ…

ଆକ୍ରମଣ ବନ୍ଦ ହେବା ଉଚିତ: ୩ଟି ବାଣିଜ୍ୟିକ ଜାହାଜ ଉପରେ ଆମେରିକାର ଆକ୍ରମଣ ପରେ ଭାରତର କଡ଼ା ବାର୍ତ୍ତା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷରେ ଭାରତୀୟମାନେ ମଧ୍ୟ ବହୁ ମାତ୍ରାରେ ଟାର୍ଗେଟ ହେଉଛନ୍ତି। ଭାରତ ଗୁରୁବାର ଦିନ ନିରାଶା ପ୍ରକାଶ କରିଛି ଯେ ଗତ ଚାରି ଦିନ ମଧ୍ୟରେ ଓମାନ ଉପକୂଳରେ ଆମେରିକା ନୌସେନା ଭାରତୀୟ କ୍ରୁ ସହିତ ତିନୋଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା,…

ଟିଏମସି ବିଧାୟକଙ୍କ ଦସ୍ତଖତ ଜାଲିଆତି ମାମଲା: ଅଭିଷେକ ବାନାର୍ଜୀଙ୍କୁ ସିଆଇଡିର ଜେରା, ବଢ଼ିଲା ରାଜନୈତିକ ହଲଚଲ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଉଷ୍ଣତା ବୃଦ୍ଧି ପାଇଛି। ତୃଣମୂଳ କଂଗ୍ରେସ (ଟିଏମସି) ର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଆସିଥିବା ଦସ୍ତଖତ ଜାଲିଆତି ଅଭିଯୋଗର ତଦନ୍ତକୁ କୋଲକାତା ସିଆଇଡି ଅଧିକ ଜୋରଦାର କରିଛି। ବିଧାନସଭା ସଚିବାଳୟକୁ…