Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

5th Most Digitalised Economy: ବିଶ୍ୱର ୫ମ ବୃହତ ଡିଜିଟାଲ୍ ଅର୍ଥନୀତି ପାଲଟିଲା ଭାରତ, AI ସୂଚକାଙ୍କରେ ହାସଲ କଲା…

ନୂଆଦିଲ୍ଲୀ: କେବଳ ଯେ ଭାରତର ଅର୍ଥନୀତି ଶକ୍ତିଶାଳୀ ହେଉଛି ତାହା ନୁହେଁ, ଟେକ୍ନୋଲୋଜି ଦୌଡରେ ବି ବେଶ୍ ଆଗରେ ରହିଛି ଭାରତ । ଡିଜିଟାଲ୍ କାର୍ଯ୍ୟଦକ୍ଷତାରେ ଭାରତ ଜର୍ମାନୀ, ଫ୍ରାନ୍ସ, ଜାପାନ ଏବଂ କାନାଡା ସମେତ ପ୍ରମୁଖ ବିକଶିତ ଅର୍ଥନୀତିକୁ ପଛରେ ପକାଇ ଦେଇଛି। ଶୁକ୍ରବାର ଇଣ୍ଡିଆନ୍…

ଦୁରନ୍ତୋ ଏକ୍ସପ୍ରେସର ଶୌଚାଳୟରେ କର୍ମଚାରୀ ବାସନ ଧୋଇବାର ଭିଡିଓ ସାମ୍ନାକୁ ଆସିବା ପରେ ରେଳବାଇକୁ ନୋଟିସ ଜାରି କଲା…

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରିମିୟମ୍ ଟ୍ରେନଗୁଡ଼ିକରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା କ୍ୟାଟରିଂ ସେବା ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି । ମୁମ୍ବାଇ-ଏର୍ନାକୁଲମ୍ ଦୁରନ୍ତୋ ଏକ୍ସପ୍ରେସରେ ଏକ ଘଟଣା ଘଟିଛି, ଯେଉଁଠାରେ ଟ୍ରେନର ଶୌଚାଳୟ ଭିତରେ ବାସନ ଧୁଆଯାଉଥିଲା । ସୋସିଆଲ ମିଡିଆରେ…

Cotton Import Custom Duty:ବୟନ ଶିଳ୍ପକୁ ସରକାରଙ୍କ ବଡ଼ ଉପହାର;କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼

ନୂଆଦିଲ୍ଲୀ:ଦେଶର ବୟନ ଏବଂ ପୋଷାକ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି।ଭାରତର ବୟନ ଏବଂ ପୋଷାକ ଶିଳ୍ପ ପାଇଁ କଞ୍ଚାମାଲର ଉପଲବ୍ଧତାକୁ ଉନ୍ନତ କରିବା ପାଇଁ କେନ୍ଦ୍ର ସରକାର ପାଞ୍ଚ ମାସ ପାଇଁ କପା ଆମଦାନୀ ଉପରେ ସମସ୍ତ ସୀମା ଶୁଳ୍କରୁ ଅସ୍ଥାୟୀ ଛାଡ଼ ଘୋଷଣା କରିଛନ୍ତି। କେନ୍ଦ୍ର…

ଗୋଟିଏରୁ ଅଧିକ ପାନ କାର୍ଡ ରଖିବା ପଡିପାରେ ମହଙ୍ଗା, ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା

ନୂଆଦିଲ୍ଲୀ: ଆଜିକାଲି ଯେକୌଣସି ଆର୍ଥିକ କାରବାର ପାଇଁ ପାନ୍ କାର୍ଡ ନିହାତି ଆବଶ୍ୟକ। ବ୍ୟାଙ୍କରେ ଖାତା ଖୋଲିବା ଠାରୁ ଆରମ୍ଭ କରି ଆୟକର ରିଟର୍ଣ୍ଣ ଦାଖଲ କରିବା ପର୍ଯ୍ୟନ୍ତ ସବୁଠି ଏହା ଦରକାର ପଡୁଛି। କିନ୍ତୁ ଆପଣ ଜାଣନ୍ତି କି ଗୋଟିଏରୁ ଅଧିକ ପାନ୍ କାର୍ଡ ରଖିବା ବେଆଇନ ଅଟେ। ଯଦି ଆପଣଙ୍କ…

ଦିଲ୍ଲୀରୁ ରାଜସ୍ଥାନ ଯାଏଁ ଝଡ଼ତୋଫାନ ନେଇ ସତର୍କ ସୂଚନା, ମୋବାଇଲ ମେସେଜ ଚମକାଇଦେଲା

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଗରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ସମୟରେ ଲୋକଙ୍କ ମୋବାଇଲ୍ ଫୋନକୁ ଏକ ଜରୁରୀକାଳୀନ ମେସେଜ୍ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ରାଜସ୍ଥାନରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା…

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଅଭିଯୋଗ, ବିଜେପିକୁ କଡ଼ା ଭାଷାରେ ଘେରିଲେ ମମତା

କୋଲକାତା: ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସୋନାରପୁର ଗସ୍ତ ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗକୁ ନେଇ ପଶ୍ଚିମବଙ୍ଗର ରାଜନୀତି ସରଗରମ ହୋଇଛି। ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ବିଜେପି ଉପରେ…

ଫାଇନାଲ ପୂର୍ବରୁ କଡ଼ା ନିର୍ଦ୍ଦେଶ ଜାରି କଲା ବେଙ୍ଗାଲୁରୁ ପୋଲିସ, RCB ଜିତିଲେ ବି ରାସ୍ତାରେ ହେବନି ସେଲିବ୍ରେସନ୍

ବେଙ୍ଗାଲୁରୁ: IPL ୨୦୨୬ ଫାଇନାଲ୍ ରବିବାର, ମେ ୩୧ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଟାଇଟଲ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ପରସ୍ପରକୁ ମୁହାଁମୁହିଁ ହେବେ । ବେଙ୍ଗାଲୁରୁ ୨୦୨୫ ସିଜିନ୍‌ର ଚାମ୍ପିଅନ୍ ଥିଲା, ଏବଂ…

ସେମାନେ ମୋତେ ମାରିବାକୁ ଚାହୁଁଥିଲେ… ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପରେ ସାମ୍ନାକୁ ଆସିଲା ଏହି ବୟାନ

କୋଲକତା: ଶନିବାର ଦିନ ସୋନାପୁରରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକଙ୍କ ଉପରେ ଆକ୍ରମଣ ହୋଇଛି । ଅଭିଷେକ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣ ବିଜେପି ସଦସ୍ୟମାନେ କରିଥିବା ଜଣାପଡିଛି । ସେ କହିଛନ୍ତି, " ଆକ୍ରମଣକାରୀମାନେ ମୋତେ ହତ୍ୟା କରିବାକୁ ଚାହୁଁଥିଲେ । ସମଗ୍ର…

ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ବିରୋଧ: ଫିଙ୍ଗିଲେ ଅଣ୍ଡା ଓ ଢେଲା, ଶୁଭିଲା ଚୋର ଚୋର ନାରା

କୋଲକାତା: ନିର୍ବାଚନ ହାରିବା ପରେ ଯଦି କିଏ ସବୁଠୁ ଅଧିକ ଟ୍ରୋଲ ହେଉଛନ୍ତି ସେ ହେଉଛନ୍ତି ଟିଏମସି ସାଂସଦ ଅଭିଶେଖ ବାନାର୍ଜୀ । ଘର ବାହାରେ ଚୋର ଚୋର ନାରା ଦେଉଛନ୍ତି ଏହାରି ଭିତରେ କିନ୍ତୁ ଲୋକଙ୍କ ସାମ୍ନାରେ ପଡି ଅଡୁଆରେ ପଡିଛନ୍ତି ଏହି ନେତା । ତୃଣମୂଳ କଂଗ୍ରେସର ବରିଷ୍ଠ…

ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ; ଜୁନ୍ ୩କୁ କାହିଁକି ବାଛିଲେ

ନୂଆଦିଲ୍ଲୀ: ଜୁନ୍ ୩ ତାରିଖରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଶିବକୁମାରଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କୁ ଭେଟି ଶପଥ ଗ୍ରହଣ ସମାରୋହ ବିଷୟରେ ଆଲୋଚନା କରିବେ। ସୂତ୍ରରୁ…