Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରୁ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ୧୦,୦୦୦ କିମି ଲମ୍ବା ମେଘମାଳା: ଆଗକୁ ଆସୁଛି ‘ବମ୍ପର ମୌସୁମୀ’

ନୂଆଦିଲ୍ଲୀ: ଏସିଆ ମହାଦେଶ ଉପରେ ଏକ ବିରଳ ତଥା ଆଶ୍ଚର୍ଯ୍ୟଜନକ ପାଣିପାଗ ପ୍ରକ୍ରିୟା ଦେଖିବାକୁ ମିଳିଛି। ମହାକାଶରୁ ନିଆଯାଇଥିବା ସର୍ବଶେଷ ସାଟେଲାଇଟ୍ ଚିତ୍ରରେ ଉତ୍ତର ଭାରତରୁ ଆରମ୍ଭ କରି ହିମାଳୟ, ଚୀନ୍ ଦେଇ ସିଧା ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ବ୍ୟାପିଥିବା ୭ ହଜାରରୁ ୧୦ ହଜାର କିଲୋମିଟର…

INS Malvan: ଚୀନର ଚାଲ୍‌କୁ ଦେବ କଡ଼ା ଜବାବ, ଭାରତୀୟ ନୌସେନାରେ ସାମିଲ ହେଲା ‘ସବମେରିନ୍ କିଲର୍’, ବଢ଼ିବ ଭାରତର…

ନୂଆଦିଲ୍ଲୀ: ହିନ୍ଦ ମହାସାଗରରେ ଚୀନର ବଢ଼ୁଥିବା ପାଣିବୁଡ଼ା କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଡ଼ିଲେ ତୁରନ୍ତ ପ୍ରତିଆକ୍ରମଣ କରିବା ପାଇଁ ଭାରତୀୟ ନୌସେନାକୁ ମିଳିଛି ଏକ ନୂଆ ଶକ୍ତି। କର୍ଣ୍ଣାଟକର କାରୱାର ନୌସେନା ଘାଟିରେ ବୁଧବାର ଆନୁଷ୍ଠାନିକ ଭାବେ INS ମାଲଭନକୁ…

ପେପର ଲିକ୍ ମାମଲା: ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ତ୍ୱରିତ ବିଚାର, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ, କଣ ରହିବ ପ୍ରକ୍ରିୟା…

ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତାକୁ ନେଇ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି। ଯୁବକମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଦୋଷୀମାନଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ଦେବା…

ପେପର ଲିକ୍ ବିବାଦ: ଫାଷ୍ଟ ଟ୍ରାକ୍ କୋର୍ଟ ଘୋଷଣା ପରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ପେପର ଲିକ୍ ପ୍ରସଙ୍ଗରେ ରାଜନୀତି ଏବେ ଜୋର ଧରିଛି। ପେପର ଲିକ୍ ମାମଲାର ବିଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବା ନେଇ ଘୋଷଣା କରିଥିଲେ। ତେବେ ଏହି ଘୋଷଣା ପରେ କେନ୍ଦ୍ର ସରକାରଙ୍କ ଉପରେ କଡ଼ା…

ଭାରତୀୟ ବାୟୁସେନାକୁ ମିଳିବ ‘ଆକାଶର ଆଖି’: AEW&C Mk-II ବିମାନ ନିର୍ମାଣ ପାଇଁ DRDOର ଦୁଇଟି ବଡ଼…

ନୂଆଦିଲ୍ଲୀ: 'ଆତ୍ମନିର୍ଭର ଭାରତ' ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦେଶର ବାୟୁ ପ୍ରତିରକ୍ଷା (ଏୟାର ଡିଫେନ୍ସ) କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାରତୀୟ ବାୟୁସେନାର ଏୟାରବୋର୍ଣ୍ଣ ସର୍ଭିଲାନ୍ସ…

NEET Paper Leak; ଛାତ୍ର ଆନ୍ଦୋଳନ ସମର୍ଥନରେ ବାହାରିଲେ ସଲମାନ୍ ଖାନ 

ନୂଆଦିଲ୍ଲୀ: NEET ପେପର୍ ଲିକ୍ ନେଇ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରତିବାଦ କରାଯାଉଛି। ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଛାତ୍ରୀମାନେ ଅନେକ ଦିନ ଧରି ପ୍ରତିବାଦ କରୁଛନ୍ତି। ଏବେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଗତକାଲି ବିଳମ୍ବିତ ରାତିରେ…

LIC, EPFO funds: ୧୬,୬୦୦ କୋଟି… ଏ ଟଙ୍କା କାହାର?

ନୂଆଦିଲ୍ଲୀ: ଆପଣଙ୍କର କିମ୍ବା ଆପଣଙ୍କ ପରିବାରର କୌଣସି ପୁରୁଣା LIC ପଲିସି ଅଛି କି? ବହୁଦିନ ଧରି ବନ୍ଦ ପଡ଼ିଛି କି EPF ଆକାଉଣ୍ଟ? ତେବେ ଏହି ଖବର ଆପଣଙ୍କ ପାଇଁ। କାରଣ ପଡିରହିଛି କୋଟି କୋଟି ଭୂତ ଟଙ୍କା...ନାହାନ୍ତି କେହି ଦାବିଦାର । ସରକାର ଖୋଜିବେ ମାଲିକ କିଏ? ଦେଶରେ…

ପ୍ରଧାନ ବିଚାରପତିଙ୍କ କଡ଼ା ତାଗିଦ; ଅପରାହ୍ଣ ସୁଦ୍ଧା ମେଟ୍ରୋ ଷ୍ଟେସନ୍ ଖୋଲ, ନହେଲେ..

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ଫାଟକ ଅପରାହ୍ଣ କିମ୍ବା ମଧ୍ୟାହ୍ନ ଭୋଜନ ସୁଦ୍ଧା ଖୋଲା ନ ଯାଏ ତେବେ ହସ୍ତକ୍ଷେପ କରାଯିବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଗୁରୁବାର ଦିନ କଡ଼ା ତାଗିଦ କରି ଏଭଳି କହିଛନ୍ତି। ସୁପ୍ରିମକୋର୍ଟ ବାର୍ ଆସୋସିଏସନର ଅନୁରୋଧରେ…

Public Protest Rule: ବିନା ଅନୁମତିରେ NEET ପ୍ରତିବାଦ: ୪୦୦ରୁ ଅଧିକଙ୍କ ନାଁରେ FIR ରୁଜୁ କଲା ମୁମ୍ବାଇ ପୋଲିସ୍,…

ମୁମ୍ବାଇ: NEET ପେପର ଲିକ୍‌କୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ଥିବାବେଳେ ମୁମ୍ବାଇରେ ବିନା ଅନୁମତିରେ ବିକ୍ଷୋଭ କରିବା ଅଭିଯୋଗରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ମୁମ୍ବାଇ ପୋଲିସ ୧୮ରୁ ୨୨ ଜୁଲାଇ ମଧ୍ୟରେ ମୋଟ ୧୩ଟି FIR ରୁଜୁ କରିଥିବାବେଳେ ପ୍ରାୟ ୪୦୦ ଜଣଙ୍କୁ ଅଭିଯୁକ୍ତ…

Parliament Monsoon Session: NEET ପେପର ଲିକ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ସରକାର, ସଂସଦରେ ଜାରି ରହିଛି…

ନୂଆଦିଲ୍ଲୀ: NEET ପେପର ଲିକ୍‌ ମାମଲାକୁ ନେଇ ସଡ଼କରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ତାତି ଜାରି ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ବିରୋଧୀଙ୍କୁ ସଂସଦରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପାଇଁ ଖୋଲା ପ୍ରସ୍ତାବ ଦେଇଛନ୍ତି। କିନ୍ତୁ କଂଗ୍ରେସ ସମେତ ବିରୋଧୀ ଦଳମାନେ କେନ୍ଦ୍ର…