Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଲ୍ ନିନୋର ଆଗମନ: ଭାରତୀୟ ମହାସାଗରର ଏହି ବିଶେଷ ସ୍ଥିତି କିଭଳି ରକ୍ଷା କରିପାରିବ ମୌସୁମୀ ବର୍ଷା?

ନୂଆଦିଲ୍ଲୀ: ବିଶ୍ୱ ପାଣିପାଗରେ ଏକ ବଡ଼ ଓଲଟପାଲଟ ଦେଖାଦେଇଛି। ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ଏଲ୍ ନିନୋ’ (El Nino) ର ବିଧିବଦ୍ଧ ଆଗମନ ହୋଇଥିବା ନେଇ ଜାପାନର ପାଣିପାଗ ସଂସ୍ଥା ପ୍ରଥମେ ଘୋଷଣା କରିଛି। ସାଧାରଣତଃ ଏଲ୍ ନିନୋ ସ୍ଥିତି ସୃଷ୍ଟି ହେଲେ ଭାରତରେ ମୌସୁମୀ ବର୍ଷା…

ଟିଏମସି ବିଧାୟକ ମଦନ ମିତ୍ରଙ୍କ ୭ଟି ସ୍ଥାନରେ ଇଡିର ରେଡ୍, ଲାଞ୍ଚ ଭାବେ ଟଙ୍କା ଏବଂ ସୁନା ନେଇଥିବା ଅଭିଯୋଗ

କୋଲକାତା: କଥିତ ପୌର ନିଯୁକ୍ତି ଦୁର୍ନୀତି ସହିତ ଜଡିତ ଏକ ବଡ଼ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଏବଂ ବିଧାୟକ ମଦନ ମିତ୍ରଙ୍କ ଘର ଉପରେ ଚଢାଉ କରିଛି । ଅଧିକାରୀଙ୍କ ଅନୁଯାୟୀ, ତଦନ୍ତ ସମୟରେ ସାମ୍ନାକୁ ଆସିଥିବା ଆର୍ଥିକ…

ନୂଆ ‘ଆଦର୍ଶ ଭଡ଼ାଟିଆ ଆଇନ’: ଏଣିକି ଲିଖିତ ଚୁକ୍ତି ବାଧ୍ୟତାମୂଳକ, ଜାଣନ୍ତୁ କ’ଣ ରହିଛି ନୂଆ…

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଦେଶରେ ଭଡ଼ା ଘରକୁ ନେଇ ଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ୧୯୬୭ର ପୁରୁଣା ଆଇନକୁ ବଦଳାଇ ସରକାର ଏବେ 'ଆଦର୍ଶ ଭଡ଼ାଟିଆ ଆଇନ' (Model Tenancy Act) ଆଣିଛନ୍ତି। ଏହି ନୂଆ ଆଇନ ଫଳରେ ଘର ମାଲିକ…

କମେଡି ଶୋ ବିବାଦ: ସେଜଲ ପାୱାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବାଧ୍ୟତାମୂଳକ ଛୁଟିରେ ପଠାଇଲା କଲେଜ ପ୍ରଶାସନ

ମୁମ୍ବାଇ: ମୁମ୍ବାଇସ୍ଥିତ କେଇଏମ୍ ହସ୍ପିଟାଲ୍ (KEM Hospital) ର ଜଣେ ଏମବିବିଏସ୍ (MBBS) ଛାତ୍ରୀ ଏକ କମେଡି ଶୋ'ରେ ଶବକୁ ନେଇ ଅଶାଳୀନ ମଜାକ କରିବା ପରେ ଏବେ ଅଡୁଆରେ ପଡିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ବିବାଦରେ ଫସିଥିବା ମେଡିକାଲ କଲେଜର MBBS ଛାତ୍ରୀ…

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ୍ ସେଠ୍ ଭାରତର ପରବର୍ତ୍ତୀ ସେନା ମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶରେ କୁହାଯାଇଛି ଯେ, ରାଷ୍ଟ୍ରପତି ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍‌ଙ୍କୁ ଆଗାମୀ ସେନା…

Kashmiri Pandits: “କାଶ୍ମୀରୀ ପଣ୍ଡିତମାନଙ୍କୁ ନିଜ ମୂଳ ସହିତ ପୁନଃ ସଂଯୋଗ ସ୍ଥାପନ କରିବାର ସମୟ…

ନୂଆଦିଲ୍ଲୀ: ଶ୍ରୀନଗରରେ 'ଗ୍ଲୋବାଲ୍ କାଶ୍ମୀର ପଣ୍ଡିତ କନକ୍ଲେଭ'କୁ ସମ୍ବୋଧିତ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି ଯେ କାଶ୍ମୀର ପଣ୍ଡିତମାନେ ସେମାନଙ୍କର ମୂଳ ସହିତ ପୁନଃ ସଂଯୋଗ ସ୍ଥାପନ କରିବା ଏବଂ ଏକ ପରିବର୍ତ୍ତନଶୀଳ ଜମ୍ମୁ ଓ କାଶ୍ମୀରର ଭବିଷ୍ୟତରେ ଯୋଗଦାନ ଦେବାର ସମୟ…

ମୁଁ ଆଜି ଜଜ୍, ସାକ୍ଷୀ ଓ ପ୍ରମାଣ ଆଣ; ବାରଣାସୀ କୋର୍ଟରେ ପଶି କହି ‘ଅର୍ଡର…

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୯ଟାରେ ବାରାଣସୀରେ ଜଣେ ମହିଳା, ଜିଲ୍ଲା ଜଜଙ୍କ ଚୌକିରେ ବସି ଶୁଣାଣି କରିବାକୁ ଜିଦ୍ ଧରିଥିଲେ। ସେ ଚୌକିରେ ବସିବା ମାତ୍ରେ ଏକ ହାତୁଡ଼ି ମାରି ଚିତ୍କାର କଲେ, "ଅର୍ଡର ଅର୍ଡର!" ସେ ଓକିଲମାନଙ୍କୁ କହିଲେ, "ଆଜି ମୁଁ ଜିଲ୍ଲା ଜଜ୍। ସାକ୍ଷୀ ଏବଂ ପ୍ରମାଣ…

Jorhat Plane Crash: ବାୟୁସେନା ବିମାନ ଦୁର୍ଘଟଣା; ୫ ମୃତ

ଗୌହାଟି: ଆସାମରେ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଜୋରହାଟ ଏୟାରବେସରେ କ୍ରାସ୍ ହୋଇଥିଲା AN-32 ଏୟାରକ୍ରାଫ୍ଟ। ଅବତରଣ ବେଳେ ବିମାନରେ ଲାଗିଥିଲା ନିଆଁ। ଅନ୍ୟପଟେ କୋର୍ଟ ଅଫ୍ ଇନ୍‌କ୍ବାରୀ ନିର୍ଦ୍ଦେଶ ଦେଇଛି…

ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା: ଏଣିକି CBT ମୋଡ୍‌ରେ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ରେଲୱେ ପରୀକ୍ଷା CBT ମୋଡ୍‌ରେ କରିବାକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀଙ୍କ ସହିତ, ରେଳବାଇ…

Congress Nationwide Protest: ପେପର ଲିକ୍ ବିରୋଧରେ ଦେଶସାରା ଗର୍ଜିବ କଂଗ୍ରେସ, ୪ ସହରରେ ଛାତ୍ର ସମ୍ମିଳନୀ କରିବେ…

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ପେପର ଲିକ୍, ପରୀକ୍ଷା ଅନିୟମିତତା ଏବଂ ବେକାରୀକୁ ନେଇ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଯୁଦ୍ଧ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମାର୍ଗଦର୍ଶନ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ…