Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

ଖଜୁରୀ ଗଛ: ଅନ୍ୟ ରାଜ୍ୟରେ ଗୁଡ଼, ଆମ ରାଜ୍ୟରେ ଝାଡୁ ଓ ତାଡ଼ି

ଭୁବନେଶ୍ୱର: ସାଧାରଣତଃ ଆମ ରାଜ୍ୟରେ ଏକ ଲୋକ କଥା ଅଛି ‘ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଏହାର ଆକ୍ଷରିକ ଅର୍ଥ ହେଉଛି ‘ଯାହାର ସମସ୍ତ ଗୁଣ ଦୋଷଯୁକ୍ତ, ତା’ର କେଉଁ ଗୋଟିଏ ଗୁଣକୁ ଆମେ ତର୍ଜମା କରିବା’ । କିନ୍ତୁ ପ୍ରକୃତରେ ଖଜୁରୀ ଗଛର ଅନେକ ଭଲ ଗୁଣ ଅଛି । ଖଜୁରୀ ଗଛ…

ଦିନ କେଇଟା ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ପିକ୍ ଛୁଇଁବ କରୋନା

ନୂଆଦିଲ୍ଲୀ: ଦେଶରେ କେବେ ପିକ୍ ଛୁଇଁବ କରୋନାର ତୃତୀୟ ଲହର । ବିଭିନ୍ନ ସଂସ୍ଥା ଓ ବୈଜ୍ଞାନିକ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଆଉ କିଛି ଦିନ ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ କରୋନା ସଂକ୍ରମଣ ପିକ୍ ଛୁଇଁବ । ଅର୍ଥାତ ଚଳିତ ମାସ ମଧ୍ୟଭାଗ ଭିତରେ ଏସବୁ ସହରରେ ସଂକ୍ରମଣ ଶୀର୍ଷରେ…

ଝରକା ଭାଙ୍ଗି ସ୍ତ୍ରୀ ଚମ୍ପଟ, ସ୍ତ୍ରୀଙ୍କୁ ଖୋଜିଦେଲେ ୫ ହଜାର ଦେବି: ସ୍ୱାମୀ

କୋଲକାତା : ଘରୁ ସ୍ତ୍ରୀ ଛାଡ଼ି ଚାଲିଯାଇଛି । ଯିଏ ମୋ ସ୍ତ୍ରୀଙ୍କୁ ଖୋଜି ଦେବ ମୁଁ ତାଙ୍କୁ ୫ ହଜାର ଟଙ୍କା ଦେବି । ସୋସିଆଲ ମିଡ଼ିଆରେ ଜଣେ ସ୍ୱାମୀ ଏଭଳି କହିଛନ୍ତି । ସମ୍ପୃକ୍ତ ସ୍ତ୍ରୀ ସାଥୀରେ ଝିଅକୁ ନେଇ ଫେରାର ହୋଇଯାଇଛନ୍ତି । ପଶ୍ଚିମବଙ୍ଗର ପିଙ୍ଗଲରେ ଏହି ଅଜବ ଘଟଣା ଘଟିଛି ।…

ଇଣ୍ଡିଆନ୍ ଅଏଲ୍ କର୍ପୋରେସନରେ ଅଗ୍ନିକାଣ୍ଡ: ୩ ମୃତ, ୩୫ ଗୁରୁତର

ପଶ୍ଚିମବଙ୍ଗ: ଇଣ୍ଡିଆନ ଅଏଲ କର୍ପୋରେସନରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଗୁରୁତର ଥିବା ସୂଚନା । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ହଲଦିଆଠାରେ । ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା…

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆ ‘ଓମିକ୍ରନ୍‌’, ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ପଡୋଶୀ ରାଜ୍ୟରେ ପଶିଲା ଓମିକ୍ରନ୍‌ । ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ଓମିକ୍ରନ୍‌ର ପ୍ରଥମ ମାମଲା । ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଛୁଆ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଛୁଆ ପରିବାର ଲୋକଙ୍କ ସହ…

ଦଶହରା ପରେ କୋଲକାତାରେ ମାଡୁଛି କରୋନା, ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା କାୟା କମୁଛି । କିନ୍ତୁ ପଶ୍ଚିମବଙ୍ଗରେ ବଢୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ସପ୍ତାହ ହେବ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଏନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର…

ପଶ୍ଚିମବଙ୍ଗ ଉପନିର୍ବାଚନ ଭୋଟ୍ ଗଣତି: ଭବାନୀପୁରରେ ମମତାଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ

କୋଲକାତା: ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ଭବାନୀପୁର, ସାମଶେରଗଞ୍ଜ ଓ ଜଙ୍ଗିପୁରରେ ଉପନିର୍ବାଚନ ହୋଇଛି । ସମସ୍ତଙ୍କ ନଜର ରହିଛି ଭବାନୀପୁର ଉପରେ । ଏଠାରୁ ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଜଣା ପଡ଼ିବ…

ମନ୍ଦିରରେ ମିଳୁଛି ନୁଡୁଲ୍ସ ଓ ଚପ୍‌’ସି ପ୍ରସାଦ

ଭୁବନେଶ୍ୱର: ବିଭିନ୍ନ ସଂସ୍କୃତି ଓ ସମ୍ପ୍ରଦାୟକୁ ନେଇ ସାରା ବିଶ୍ୱରେ ଭାରତର ରହିଛି ସ୍ୱତନ୍ତ୍ର ପରିଚୟ । ଏଠି ରହିଛି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର । ଭିନ୍ନ ମନ୍ଦିରମାନଙ୍କରେ ରହିଛି ବିଭିନ୍ନ ପ୍ରସାଦ ପ୍ରସ୍ତୁତି ପରମ୍ପରା । ତେବେ ଭାରତରେ ଏପରି ବି କିଛି ମନ୍ଦିର ରହିଛି, ଯେଉଁଠି…

ତୁଷ୍ଟୀକରଣ ରାଜନୀତି- ପଶ୍ଚିମବଙ୍ଗ ଓବିସି ମେରିଟ୍ ତାଲିକାରେ ୯୬% ମୁସଲମାନଙ୍କୁ ନିଯୁକ୍ତି

ଉତ୍ତରପ୍ରଦେଶର ଅଖିଳେଶ ଯାଦବ ସରକାର ସମୟରେ ସେଠାରେ “ଯାଦବ ଥାନା” ରହିଥଲା କାରଣ ପୋଲିସ୍ ନିଯୁକ୍ତିରେ କେବଳ ଯାଦବ ଯୋଗ୍ୟତା ଅର୍ଜନ କରୁଥିଲେ । ବର୍ତ୍ତମାନ ସମାନ କାହାଣୀ ପଶ୍ଚିମବଙ୍ଗରେ ପୁନରାବୃତ୍ତି ହେଉଛି, ଯେଉଁଠାରେ ଓବିସି ବିଭାଗ ଅଧୀନରେ ମନୋନୀତ ପ୍ରାର୍ଥୀଙ୍କ ତାଲିକାରେ କେବଳ…

ପଶ୍ଚିମବଙ୍ଗରେ ବାତ୍ୟା ଆଣିଲା ଜଳ ପ୍ରଳୟ, କୋଟିଏ ଲୋକ ପ୍ରଭାବିତ

କୋଲକାତା: ଓଡ଼ିଶାରେ ହିଟ୍ କଲା ବାତ୍ୟା ୟାସ୍ । କିନ୍ତୁ ପଶ୍ଚିମବଙ୍ଗରେ ବାତ୍ୟା ଆଣିଛି ବିଭୀଷିକା । ଜଳପ୍ରଳୟ ସୃଷ୍ଟି ହୋଇଛି । କେଉଁଠି ସହର ବଜାର ବୁଡ଼ିଛି ତ ଆଉ କେଉଁଠି ଗାଁ ଗଣ୍ଡାରେ ଲହଡ଼ି ଭାଙ୍ଗୁଛି ସମୁଦ୍ରର ପାଣି । ବ୍ୟାପକ ଗଛ ଉପୁଡିଛି । ଭାଙ୍ଗିଛି ଲୋକଙ୍କ ଘର । ରାସ୍ତାଘାଟ…