Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ହାଥରସ ଘଟଣାରେ ପୀଡିତଙ୍କ ପରିବାରଙ୍କୁ ଭେଟିଲେ ରାହୁଲ ଗାନ୍ଧି

ହାଥରସ: ସତସଙ୍ଗରେ ଦଳଚକଟା ଯୋଗୁଁ ଚାଲିଯାଇଛି ୧୨୧ ଜୀବନ । ଏବେ ପ୍ରାୟ ୩୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଉତ୍ତରପ୍ରଦେଶର କାହିଁ କେତେ ଆଡୁ ଆତ୍ମଘୋଡିତ ବାବାଙ୍କ ପ୍ରବଚନ ଶୁଣିବାକୁ ଆସିଥିଲେ ଅନୁଗାମୀ । ହେଲେ ଚାଲିଗଲା ବହୁ ନିରୀହ ଜୀବନ । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ମହିଳା…

ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ଦେଶର ଜଣେ କିନ୍ନର

ବାରାଣାସୀ :ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନେତା ଆଉ ଜନତା ଙ୍କ ମଧ୍ୟରେ ଚଞ୍ଚଳତା ଦେଖିବାକୁ ମିଳୁଛି। ସେପଟେ ପ୍ରାର୍ଥୀ ଚୟନକୁ ନେଇ ଲୋକଙ୍କ ଭିତରେ ସୃଷ୍ଟି ହେଉଛି ଉତ୍କଣ୍ଠା। ବର୍ତମାନ ଦେଶର ଜଣେ କିନ୍ନର ମହାମଣ୍ଡଳେଶ୍ୱର ହେମାଙ୍ଗୀ ସଖି ପ୍ରଥମ ଥର ପାଇଁ ବାରାଣାସୀ…

ମୁଖତାର ଅନସାରୀ ମୃତ୍ୟୁ ମାମଲା, ହାଇଆଲର୍ଟରେ ୟୁପି

ଲକ୍ଷ୍ନୌ: ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି ପୂର୍ବତନ ବିଧାୟକ ମୁଖତାର ଅନସାରୀ । ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏବେ ୧୪୪ ଧାରା ଲାଗୁ କରାଯାଇଛି । ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ଏହା ପରେ ତାଙ୍କର ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।…

ବଦାୟୁଁ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ବଦାୟୁଁ ହତ୍ୟାକାଣ୍ଡ ମାମଲାରେ ଦୁଇ ଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଜାଭେଦକୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ବଦାୟୁଁରେ ଦୁଇ ନାବାଳକଙ୍କୁ ଗଳାକାଟି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ସାଜିଦର ଭାଇ ଜାଭେଦଙ୍କୁ ବିଳମ୍ବିତ ରାତିରେ ବରେଲିରୁ ଗିରଫ…

କଂଗ୍ରେସକୁ ଝଟକା, ହାତ ଛାଡ଼ି ବିଜେପିରେ ଯୋଗଦେବେ ଅଜୟ କପୁର

ଲକ୍ଷ୍ନୌ: ବିଜେପିରେ ମିଶିବେ ଉତ୍ତରପ୍ରଦେଶର କଂଗ୍ରେସର ପୂର୍ବନେତା ଅଜୟ କପୁର । ଆଜି ସେ ହାତ ଛାଡ଼ି ପଦ୍ମ ଧରିବା ନେଇ ସୂଚନା ରହିଛି ।୩ ଥର ବିଧାୟକ ଥିବା କଂଗ୍ରେସର ରାଷ୍ଟ୍ରୀୟ ସଚିବ ଭାବେ କାମ କରିଛନ୍ତି । ବିହାରରେ କଂଗ୍ରେସ ପ୍ରଭାରୀ ମଧ୍ୟ ରହିଥିଲେ ଅଜୟ କପୁର । କାନପୁର ବଡ଼…

ଇଣ୍ଡିଆ ମେଣ୍ଟ: ୟୁପିରେ ଆପକୁ ଆସନ ଦେବ କଂଗ୍ରେସ୍?

ନୂଆଦିଳ୍ଲୀ: ଶାସକ ଦଳକୁ କଡ଼ା ଟକ୍କର ଦେବା ପାଇଁ ଇଣ୍ଡିଆ ମେଣ୍ଟ କରିଥିଲେ ବିରୋଧୀ । ଯେଉଁଥିରେ କିଛି ରାଜ୍ୟରେ ଫାଟ ସୃଷ୍ଟି ହୋଇଛି । ଆାମ ଆଦମୀ ଅର୍ଥାତ ଆପ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିଲେ ମଧ୍ୟ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବା ସ୍ଥିତି କିଛି ସ୍ପଷ୍ଟ ହୋଇନି । ଏପର୍ଯ୍ୟନ୍ତ…

ମୁଖ୍ୟମନ୍ତ୍ରୀଙ୍କ ହୋଲି ଭେଟି; ସରକାରୀ କର୍ମଚାରୀଙ୍କ ବଢ଼ାଇଲେ ୪% ମହଙ୍ଗା ଭତ୍ତା

ଲକ୍ଷ୍ନୌ: ହୋଲି ପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର । କେନ୍ଦ୍ର ସରକାରଙ୍କ ପରେ ବର୍ତ୍ତମାନ ଯୋଗୀ ସରକାର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଜାନୁୟାରୀ ପହିଲା ୨୦୨୪ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏ ସମ୍ପର୍କରେ ଖୁବ…

ୟୁପି ଗସ୍ତରେ ମୋଦୀ, କାଶୀ ବିଶ୍ଵନାଥଙ୍କୁ ଦର୍ଶନ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ଶୁଭାରମ୍ଭ

ଆଜମଗଡ: ସକାଳୁ ସକାଳୁ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରାଣାସୀ ସଂସଦ ନିର୍ବାଚନମଣ୍ଡଳୀରୁ ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ କାଶୀରେ ପହଞ୍ଚି ତାଙ୍କ ନିର୍ବାଚନମଣ୍ଡଳୀରେ ଏକ…

ଲୋକସଭା ନିର୍ବାଚନ ପାଇଁ ଚଳଚଞ୍ଚଳ ଉତ୍ତରପ୍ରଦେଶ ରାଜନୀତି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ରାଜନୀତି ପାର୍ଟି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ସମାଜବାଦୀ ପାର୍ଟିର୍ ପରେ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶରେ ୫୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ବଳକା ଥିବା ଅନ୍ୟ ଆସନ ପାଇଁ ଜଲଦି ପ୍ରାର୍ଥୀଙ୍କ ନାଁ…

ଆମେଠୀରୁ ରାହୁଲ, ରାଏବରେଲିରୁ ପ୍ରିୟଙ୍କା ଲଢ଼ିବା ନେଇ ଚର୍ଚ୍ଚା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ଗଠବନ୍ଧନ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆମେଠୀରୁ ଲଢ଼ିବେ ନା ନାହିଁ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାହୁଲ କେଉଁ ଆସନରୁ ଲଢ଼ିବେ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ କଂଗ୍ରେସର ଜଣେ…