Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

‘ମୋଗଲ ଆମ ଆଦର୍ଶ କେବେ ହୋଇପାରିବେ ନାହିଁ’- ଯୋଗୀ ଆଦିତ୍ୟନାଥ

ଆଗ୍ରା: ଉତ୍ତରପ୍ରଦେଶର ତାଜମହଲ ସହରରେ ନିର୍ମାଣ କରାଯାଉଥିବା ଏକ ମୋଗଲ ସଂଗ୍ରହାଳୟ, ମରାଠା ଆଦର୍ଶ ଛତ୍ରପତି ଶିବାଜୀ ମହାରାଜଙ୍କ ନାମରେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ମୋଗଲ କିପରି ଆମର ହିରୋ ହୋଇପାରିବେ?…

ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂଙ୍କୁ କରୋନା

ଲକ୍ଷ୍ନୌ: ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବ ରାଜ୍ୟପାଳ କଲ୍ୟାଣ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ଏହା ପଜିଟିଭ ଆସିଛି । ଏହି ବରିଷ୍ଠ ନେତାଙ୍କୁ ସଞ୍ଜୟ ଗାନ୍ଧୀ…

ସାବଧାନ,ବିନା ୱାରେଣ୍ଟରେ କରାଯିବ ଗିରଫ!!

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନୂଆ ନିୟମ, ସୁରକ୍ଷା ବଳ ବିନା ୱାରେଣ୍ଟ ରେ ସନ୍ଧାନ ଓ ଗିରଫ ପାରିବେ ବୋଲି ୟୁପି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ, ଯେଉଁଥିରେ ସିଆଇଏସଏଫ (ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଭଳି କ୍ଷମତା ରହିବ ବୋଲି…

ସରକାରୀ ନିୟମକୁ ଫୁ, କରୋନାରେ ଚାଲିଥିଲା ସ୍କୁଲ୍ !

ଉତ୍ତରପ୍ରଦେଶ: ଚାରିଆଡେ କରୋନା କହର । ସରକାରୀ ନିୟମ ଥିଲା ବନ୍ଦ ରହିବ ସ୍କୁଲ । ହେଲେ ଅନ୍‌ଲାଇନ୍‌ରେ ଚାଲିବ କ୍ଲାସ୍ । ତେବେ ସରକାରୀ ନିୟମକୁ ନ ମାନି, କରୋନା କଟକଣାକୁ ଅଣଦେଖା କରି ଚାଲିଥିଲା ସ୍କୁଲ । ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମିଳିଲା ନିଲମ୍ବନ ଆଦେଶ । ସୋସିଆଲ ମିଡିଆରେ…

ଅତୀକ ଅହମ୍ମଦ ଗ୍ୟାଙ୍ଗଠାରୁ ୧୦୦ କୋଟି ଛଡାଇ ଆଣିଲେଣି ଯୋଗୀ ସରକାର

ଲକ୍ଷ୍ନୌ:ଉତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଅପରାଧୀଙ୍କ ପାଇଁ ଦୁଃସ୍ୱପ୍ନ ସାଜିଛନ୍ତି । ସବୁଠାରୁ ବଡ ଡନ ଅତୀକ ଅହମ୍ମଦ ଉପରେ ଏବେ ଯୋଗୀ ଛାଟ ପଡିବାରେ ଲାଗିଛି । ରିପୋର୍ଟ ମୁତାବକ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଅବୈଧ ସମ୍ମତି ଜବତ ଯୋଗୁ ଅତୀତର ଅଂଟା ଭାଙ୍ଗିଗଲାଣି । ୧୪ (୧)…

ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ଆକାଉଣ୍ଟରୁ ଟଙ୍କା ଗାୟବ !

ଉତ୍ତରପ୍ରଦେଶ: ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମସ୍ତଙ୍କ ଅପେକ୍ଷା । ହେଲେ ନିର୍ମାଣ ପୂର୍ବରୁ ସାମ୍ନାକୁ ଆସିଲା ଚାଂଚଲ୍ୟକର ଖବର । ମନ୍ଦିର ନିର୍ମାଣ ନିମନ୍ତେ ଟଙ୍କା ରଖିବା ପାଇଁ ଗଠନ ହୋଇଥିଲା ଟ୍ରଷ୍ଟ । ଟ୍ରଷ୍ଟ ଆକାଉଣ୍ଟରେ ଜମା ହେଉଥିଲା ଦାନ ଅନୁଦାନ । ହେଲେ ଖବର…

ଉତ୍ତରପ୍ରଦେଶର କୁଖ୍ୟାତ ମିର୍ଚ୍ଚି ଗ୍ୟାଙ୍ଗର ମୁଖ୍ୟ ଗିରଫ, ପୋଲିସକୁ ଚକମା ଦେବା ପାଇଁ ଫଳ ବିକ୍ରି କରୁଥିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଖ୍ୟାତ ମିର୍ଚ୍ଚି ଗ୍ୟାଙ୍ଗର ମୂଖ୍ୟ ଆଶୁ ଜାଟକୁ ପୋଲିସ ଗିରଫ କରିଛି । ମୁମ୍ବାଇର ଡିସିପି ଆକବର ପଠାନଙ୍କ କହିବା ଅନୁସାରେ ଆଶୁ ମୁମ୍ବାଇର ବସ୍ତି ଅଞ୍ଚଳରେ ନିଜର ପରିଚୟ ଲୁଚାଇ ରହୁଥିଲା । ଏଠାରେ ସେଫଳ ବିକ୍ରି କରୁଥିଲା । ଉତ୍ତରପ୍ରଦେଶରେ ତା ବିରୋଧରେ ଅନେକ…

ପୂଜା କଲେ ଅହରହ, ଦକ୍ଷିଣା ମିଳିଲା ନକଲି ନୋଟ !

ଉତ୍ତରପ୍ରଦେଶ: ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ଗୁପ୍ତପୂଜା । ନିୟୋଜିତ ହୋଇଥିଲେ ୬୦ ପୂଜକ । ଦିନରାତି ଚାଲିଥିଲା ଅଖଣ୍ଡ ପୂଜା । ଗୁପ୍ତଧନ ମିଳିଲେ ପୂଜକ ବି ହେବେ ଅଂଶୀଦାର । ଏହି ଲୋଭରେ ପଡିଥିଲେ ୬୦ ପୂଜକ । ହେଲେ ଗୁପ୍ତଧନ କଥା ଛାଡନ୍ତୁ ଶେଷରେ ଦକ୍ଷିଣାରେ ବି ପୂଜକଙ୍କୁ ମିଳିଥିଲା…

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?…

ଜଣକ ପ୍ରେମରେ ପଡିଥିଲେ ମା’ ଝିଅ, ଆଉ ତା’ ପରେ…

ଉତ୍ତରପ୍ରଦେଶ: ତ୍ରିକୋଣୀୟ ପ୍ରେମ କାହାଣୀର ବିଶ୍ୱାସଘାତୀ ପରିଣାମ । ଜଣେ ବ୍ୟକ୍ତିକୁ ପ୍ରେମ କରୁଥିଲେ ମା' ଓ ଝିଅ । ହେଲେ ଝିଅ ହାରିଯାଇଥିଲା ପ୍ରେମ ଦୌଡରେ । ପ୍ରେମିକ ସହ ମିଶି ନିଜ ଝିଅ ସହ ମା' ଖେଳିଥିଲା ଖୁନୀ ଖେଳ । ବରେଲିର ଏକ ଲୋମହର୍ଷଣକାରୀ ଘଟଣାରେ ଗୁରୁବାର ୧୯ ବର୍ଷୀୟ…