Latest Odisha News

BREAKING NEWS

Browsing Category

ଫିଚର

ୟୁଜିସିର ନୂଆ ନିୟମ, ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିରେ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ। ନୂଆ ନିୟମ ୧…

ଆଧୁନିକୀକରଣ ହେବ ଅଗ୍ନିଶମ ସେବା, ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମୋଟ୍‌ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି…

୫-ଟି ସ୍କୁଲର ପ୍ଲାଷ୍ଟର ଖସିପଡ଼ିଲା, ୮ ମାସ ତଳେ ହୋଇଥିଲା ନବୀକରଣ

ସୁନ୍ଦରଗଡ଼: ଜିଲ୍ଲାର ଏକ ୫-ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୁଧବାର ଖେଳ ଛୁଟି ପାଇଁ ବାହାରକୁ ଯାଇଥିବା ବେଳେ ଏକ ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର କିଛି ଅଂଶ ଖସି ପଡ଼ିବାରୁ ସେମାନେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଲହୁଣୀପଡ଼ା ବ୍ଲକ୍ ଖୁଣ୍ଟାଗାଁରେ ରହିଛି ଏହି ୫-ଟି ସରକାରୀ…

ଏହି କାରଣ ପାଇଁ କମିବ ବନ୍ଦେ ଭାରତ ଏକ୍ସପ୍ରେସର ଭଡା !

ନୂଆଦିଲ୍ଲୀ: ଯଦି ଆପଣ ବନ୍ଦେ ଭାରତ ପରି ଦେଶର ଦ୍ରୁତତମ ତଥା ଅତ୍ୟାଧୁନିକ ଟ୍ରେନରେ ଯାତ୍ରା କରିବାର ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ଅଧିକ ଭଡା ହେତୁ ସାହସ ଜୁଟାଇ ପାରି ନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କିଛି ସ୍ଥାନରେ ବନ୍ଦେ ଭାରତ ଟ୍ରେନରେ ଖାଲି ସିଟ୍ ଦେଖି ଭଡା ହ୍ରାସ…

ଦର ବୃଦ୍ଧି ବେଳେ ଚାଷ ଜମିରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି, ଥାନାରେ ମାମଲା

ବେଙ୍ଗାଲୁରୁ: କିଲୋ ପ୍ରତି ୧୦୦ ଟଙ୍କାରୁ ଅଧିକ ଟମାଟୋ ଦର ବୃଦ୍ଧି ପାଇଥିବା ବେଳେ କର୍ଣ୍ଣାଟକର ହାସନ ଜିଲ୍ଲାରେ କିଛି ଅଜଣା ବ୍ୟକ୍ତି ଏକ ଫାର୍ମରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି କରି ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ବୁଧବାର କହିଛି। ଗୋନି ସୋମନାହାଲି ଗାଁରେ ଥିବା ଚାଷ ଜମିରେ…

ଅଜିତ କହିଲେ ଏନସିପି ଅଧ୍ଯକ୍ଷ ପଦରୁ ହଟିଲେ ଦାଦା, ଜବାବ ରଖିଲେ ଶରଦ ପାଓ୍ବାର

ମୁମ୍ବାଇ: ବୁଧବାର ଏନସିପିର ଦୁଇ ପାଓ୍ବାର ଗୋଷ୍ଠୀ ଦମ୍ ଦେଖାଇଛନ୍ତି। ଦୁଇ ଗୋଷ୍ଠୀ ଅଲଗା ଅଲଗା ବୈଠକ କରି ଦଳର ୫୩ ବିଧାୟକଙ୍କ ମଧ୍ୟରୁ ସଂଖ୍ଯା ଗରିଷ୍ଠତାର ସମର୍ଥନ ଥିବା ଦାବି କରିଛନ୍ତି। ରବିବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାଓ୍ବାରଙ୍କ ନେତୃତ୍ୱରେ ଏନସିପିରେ ବିଦ୍ରୋହ…

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଦଳରୁ ବିରାଟ, ରୋହିତ ବାଦ୍; ସଞ୍ଜୁଙ୍କୁ ସୁଯୋଗ

ମୁମ୍ବାଇ: ଭାରତୀୟ ଦଳର ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟେଷ୍ଟ ଏବଂ ଦିନିକିଆ ପାଇଁ ଦଳ ଘୋଷଣା ହୋଇସାରିଛି। ବୁଧବାର ରାତିରେ ଟି -୨୦ ଦଳ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣିଥରେ ଯୁବ ଦଳର ନେତୃତ୍ବ ଦିଆଯାଇଛି। ଏଥି ସହିତ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ-ଅଧିନାୟକ କରାଯାଇଛି।…

ଆରବିଆଇ ନିଷ୍ପତ୍ତି: ଆଜିଠୁ ବାତିଲ ହେଲା ଦୁଇଟି ବ୍ୟାଙ୍କର ଲାଇସେନ୍ସ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କକୁ ବ୍ୟାଙ୍କ ଗୁଡିକର ମୁଖ୍ୟ ବ୍ୟାଙ୍କ କୁହାଯାଏ। ଭାରତରେ କେବଳ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଆରମ୍ଭ କରିବାକୁ ଅନୁମତି ଦେଇଥାଏ। ଏବଂ ନିୟମର ଅଣଦେଖା କରୁଥିବା ବ୍ୟାଙ୍କକୁ ଚାହିଁଲେ ଆରବିଆଇ ବନ୍ଦ କରିପାରିବାର କ୍ଷମତା ରହିଛି।  ଏକ ପ୍ରମୁଖ ନିଷ୍ପତ୍ତି କ୍ରମେ…

ଏତେ ବଡ଼ ଖଟ, ଯେଉଁଥିରେ ୧୦ ଜଣ ଶୁଅନ୍ତି, ଚଢିବା ପାଇଁ ଲାଗିଛି ସିଡି

ହରିୟାଣା: ସାଧାରଣତଃ ଗୋଟିଏ ଖଟରେ ୪ରୁ ୫ ଜଣ ଶୋଇଥାନ୍ତି । କିନ୍ତୁ ହରିୟାଣାରେ ଏତେ ବଡ଼ ଖଟ ଅଛି, ଯେଉଁଥିରେ ୧୦ ଜଣ ଆରାମରେ ଶୋଇପାରିବେ । ଆଉ ସେହି ଖଟ ଉପରକୁ ଚଢିବା ପାଇଁ ସିଡ଼ି ଲାଗିଛି । ହରିୟାଣାର ନୁହର ପୁଣାନା ବ୍ଲକର ଲୁହିଙ୍ଗକାଲାନ ଗ୍ରାମର ନୁହର ମହମ୍ମଦ ହନିଫ ନାମକ ଜଣେ…

ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶା; ୟୁନିଟ୍ ପିଛା ୭୯ ପଇସା ଅଧିକ ଦେଉଛନ୍ତି ଉପଭୋକ୍ତା

ଭୁବନେଶ୍ୱର: ନିକଟରେ ପାଓ୍ବାର ଫାଇନାନ୍ସ କର୍ପୋରେସନର ଏକ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶାରେ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୭୯ ପଇସା ଅଧିକ ଆଦାୟ କରାଯାଉଛି। ସାରା ଦେଶରେ କାର୍ଯ୍ଯ କରୁଥିବା ସମସ୍ତ ୧୧୭ଟି ବିଦ୍ୟୁତ୍ ବିତରଣ କମ୍ପାନୀର ପ୍ରଦର୍ଶନକୁ ଆଧାର କରି…