Latest Odisha News

BREAKING NEWS

Browsing Category

ଫିଚର

ବ୍ରହ୍ମପୁରରେ ଦୁଇଟି ପୃଥକ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘଟିଥିବା ଦୁଇଟି ପୃଥକ ଦୁଷ୍କର୍ମ ମାମଲାରେ ପୁଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ବ୍ରହ୍ମପୁର ନିକଟସ୍ଥ ହୁଗୁଳାପେଟାର ଜଣେ ବ୍ୟକ୍ତି ଗତ ୨୮ ତାରିଖରେ ଛଅ ବର୍ଷର ଶିଶୁକନ୍ୟାକୁ ଘର ଛାତ ଉପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ବୋଲି ଥାନା ଅଧିକାରୀ…

ଦଇତାପତି ନିଯୋଗର ଦାବି, ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ ହେଉ

ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସ୍ କୋଡ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଅନେକ ଭକ୍ତ ଠିକ୍ ଭାବେ ପୋଷାକ ପିନ୍ଧିନଥାନ୍ତି, ଯାହା ଜଗନ୍ନାଥ ସଂସ୍କୃତି ଓ ଅନ୍ୟ ଭକ୍ତଙ୍କ…

ବିଜେପି କମାଇଲା ବିଧାନସଭା ଆସନ ସଂଖ୍ୟା ଲକ୍ଷ୍ୟ; ବିଜେଡି, କଂଗ୍ରେସ ରଖିଲେ ଜବାବ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦୃଢୋକ୍ତି ପ୍ରକାଶ କରିଛି ଯେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୮୦ଟି ବିଧାନସଭା ଓ ୧୮ଟି ଲୋକସଭା ଆସନରେ ବିଜେପି ବିଜୟୀ ହେବ। ଏହି ଦାବି କରିଛନ୍ତି ଦଳର ସାରସକଣା ବିଧାୟକ ବୁଧନ ମୁର୍ମୁ। ପୂର୍ବରୁ ଓଡ଼ିଶାରେ ବିଜେପି ଦୁର୍ବଳ ଥିଲେ…

ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧିଥିବା ଯୁବକଙ୍କୁ ଆକ୍ରମଣ କଲେ ଯୁବତୀ, ପୋଲିସ କଲା ଗିରଫ

ନ୍ୟୁୟର୍କ : ସୋସିଆଲ ମିଡିଆରେ ଏମିତି ଭିଡ଼ିଓ ଭାଇରାଲ ହୁଏ, ଯାହା ଦେଖିଲେ ମନରେ କ୍ରୋଧ ଆସିଥାଏ । ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ୧୫ ବର୍ଷର ବାଳକ ସ୍ପାଇଡରମ୍ୟାନ୍ ପୋଷାକରେ ବୁଲୁଥିବା ବେଳେ ଜଣେ ଯୁବତୀ ତାଙ୍କ ପ୍ରତି ଏପରି ବ୍ୟବହାର କରିଛନ୍ତି ,ଯାହାକୁ ଦେଖି ଲୋକେ…

ୟୁନିଅନ ବ୍ୟାଙ୍କ ଲୁଟେରାଙ୍କୁ ବାନ୍ଧିଲା ପୋଲିସ, ୬ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳସାରୀସ୍ଥିତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଏପ୍ରିଲ୍ ମାସରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅମର କୁମାର ଦେ, ତପନ କୁମାର ଜେନା, ପପୁ ଦାସ, ସାନ୍ତନୁ ମାଇତି, ଗୌତମ ରାଉତ,…

କୁଖ୍ୟାତ ଆତଙ୍କବାଦୀ, ଖଲିସ୍ତାନୀ ନେତା ଗୁରପତୱନ୍ତ ସଡକ ଦୁର୍ଘଟଣାରେ ନିହତ !

ନ୍ୟୁୟର୍କ: ଭାରତରେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର କୁଖ୍ୟାତ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କ ଆମେରିକାରେ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଟ୍ୱିଟରରେ ଖବର ପ୍ରକାଶ ପାଇବା ପରେ ଏହା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଆମେରିକାର ୧୦୧ ହାଇୱେରେ ଏହି ଦୁର୍ଘଟଣା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ତିଳକ, ଯଶସ୍ୱୀଙ୍କ ସୁଯୋଗ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ କ୍ରିକେଟ ପାଇଁ ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ତିଳକ ବର୍ମା ଓ ଯଶସ୍ୱୀ…

୨ ରାଜ୍ୟ ଏକାଠି ବସିଲେ ମହାନଦୀ ବିବାଦର ସମାଧାନ ସମ୍ଭବ କହିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନେ ମହାନଦୀ ଶୁଖିଲା ପଡ଼ୁଛି । ବର୍ଷା ଦିନେ ଉଛୁଳୁଛି । ମହାନଦୀକୁ ନେଇ ମୁଣ୍ଡ ଟେକିଥିବା ବିବାଦର କେମିତି ହେବ ସମାଧାନ । ମାମଲା ଟ୍ରିବୁନାଲରେ ଗଡ଼ି ଚାଲିଥିବା ବେଳେ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ୍. ସିଂହଦେଓ ମତ ରଖିଛନ୍ତି ।…

ପତ୍ନୀଙ୍କୁ ଉପହାର ଦେଲେ ବାର୍ବୀ ଡଲ୍ ଓ ଚିଠି : କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ନ୍ୟୁୟର୍କ : ସାଧାରଣତଃ ବାର୍ବି ଡଲ୍‌କୁ୍ ଛୋଟ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି । ଛୋଟ ଛୋଟ ଝିଅମାନେ ତାକୁ ପୋଷାକ ପରିଧାନ କରାନ୍ତି, ପୋଷାକ ବଦଳାନ୍ତି, କେଶକୁ ସାଇଜ କରି ଖେଳୁଥିବା ସମସ୍ତେ ଦେଖିଥିବେ । କିନ୍ତୁ ବୟସ୍କା ମହିଳା ହୁଅନ୍ତୁ ବା ପତ୍ନୀଙ୍କୁ କେହି ବାର୍ବି ଡଲ୍ ଉପହାର ଦେବା…

କ୍ରିତିଙ୍କ ପ୍ରଡକ୍ସନ ହାଉସ ବ୍ଲୁ ବଟରଫ୍ଲାଏର ପ୍ରଥମ ଫିଲ୍ମ ହେବ ଦୋ ପତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଆଦିପୁରୁଷରେ ଜାନକୀ ରୋଲ କରିଥିବା କ୍ରିତି ସେନନ ତାଙ୍କର ନୂତନ ପ୍ରଡକ୍ସନ ହାଉସ ଆରମ୍ଭ କରିଛନ୍ତି । କ୍ରିତିଙ୍କ ବ୍ଲୁ ବଟରଫ୍ଲାଏ ବ୍ୟାନର ତଳେ ଦୋ ପତି ନାମକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଥ୍ରୀଲର ଫିଲ୍ମରେ କାଜଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ…