Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ (OREAT)ର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି। ୨୦୧୯…

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ପରୀକ୍ଷା ଆଜିଠାରୁ ଅର୍ଥାତ୍ ଜୁଲାଇ ୩ ରୁ ଆରମ୍ଭ ହୋଇ ୮ ଯାଏ ଚାଲିବ। ସେହିପରି ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ ହଜାର…

ଦୁନିଆର ସବୁଠୁ ବଡ଼ ୱିଗ୍ : ଯାହାର ଓସାର ୮ ଫୁଟ

ଅଷ୍ଟ୍ରେଲିଆ: ଆଜିକାଲି କେଶ ଉପୁଡ଼ିବା ସାଧାରଣ କଥା ହୋଇଗଲାଣି । ବିଭିନ୍ନ କାରଣ ଯୋଗୁ କେଶ ଉପୁଡ଼ୁଥିବା ବେଳେ କେହି ଗୁରୁତର ରୋଗରେ ଆକ୍ରାନ୍ତ ହେଲେ କେଶ ଉପୁଡ଼ିବା ଆରମ୍ଭ କରେ । ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଯାଇଥାନ୍ତି । ତେଣୁ ନିଜର ସୌନ୍ଦର୍ଯ୍ୟ ପାଇଁ ଅନେକ ୱିଗ୍ ବା ନକଲି କେଶ ବ୍ୟବହାର…

୭ ଯୁବକ ବାଇକ୍‌ରେ କରୁଥିଲେ ରିଲ୍‌ସ, ଭିଡିଓ ଭାଇରାଲ ପରେ ଚାଲାଣ ପହଞ୍ଚିଲା ଘରେ

ଉନ୍ନାଓ: ବାଇକ୍ ଉପରେ ବସି ରିଲ୍ସ କରିବା ଯୁବକମାନଙ୍କୁ ପଡ଼ିଲା ମହଙ୍ଗା । ଜଣେ କିମ୍ବା ଦୁଇଜଣ ନୁହେଁ, ୭ ଜଣ ଯୁବକ ଏକ ବାଇକରେ ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ମାଲିକଙ୍କ ଘରକୁ ୧୬,୦୦୦ ଟଙ୍କା ଚାଲାଣ ପଠାଇଛି । ଏହି ଘଟଣା…

କୁମ୍ଭୀରକୁ ବିବାହ କରି ଚର୍ଚ୍ଚାରେ ମେୟର: କାରଣ କ’ଣ ଜାଣନ୍ତୁ

ମେକ୍ସିକୋ: ଗ୍ରହ ଶାନ୍ତି ପାଇଁ କେହି କେହି ଗଛ, ପଶୁ ପକ୍ଷୀଙ୍କୁ ବିବାହ କରୁଥିବା ଆପଣ ଶୁଣିଥିବେ । କିନ୍ତୁ ମେକ୍ସିକୋରେ ଜଣେ ମେୟର ଏକ ମହିଳା କୁମ୍ଭୀରକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ଗ୍ରହ ଶାନ୍ତି ପାଇଁ ନୁହେଁ ବରଂ ଶୁଭଫଳ ପାଇଁ ସେ ଏହି ବିବାହ କରିଛନ୍ତି । ଏହାର…

ଦୁନିଆର ସବୁଠୁ ଦାମୀ ଟମାଟୋ: ଯାହାର ମଞ୍ଜିର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ

ୟୁରୋପ: ଏବେ ବଜାରରେ ଟମାଟୋର ଦାମ ଆକାଶଛୁଆଁ । ଏହାର ମୂଲ୍ୟ୍ ବିଭିନ୍ନ ବଜାରରେ ୧୦୦ ଟଙ୍କା ଅତିକ୍ରମ କରିସାରିଲାଣି । ମାର୍ଚ୍ଚ-ଏପ୍ରିଲର ପ୍ରବଳ ଉତ୍ତାପ ଯୋଗୁଁ ଭାରତରେ ଟମାଟୋ ଫସଲ ପ୍ରଭାବିତ ହୋଇଥିଲା, ଫଳସ୍ୱରୂପ ଏହାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର କରାଯାଉଛି । ଭୁବନେଶ୍ୱର ଏମ୍ସରେ ୮୧ଟି ମୃତଦେହ…

ଶିମିଳିପାଳରେ ମାତିଛନ୍ତି ହାତୀ ଶିକାରୀ; ୫ ଗିରଫ, ୪ ଦାନ୍ତ ଜବତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବଢ଼ି ଚାଲିଛି ଶିକାରୀଙ୍କ ଦୌରାତ୍ମ । ବନ ବିଭାଗର ଟିମ୍ ଯଶୀପୁରର ଜାମକେଶ୍ୱର ଗାଁରେ ଚଢ଼ାଉ କରି ୪ଟି ହାତୀ ଦାନ୍ତ ଜବତ ଜବତ କରିଛି । ମାମଲାରେ ୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର…

ଷ୍ଟୋକ୍ସଙ୍କ ଲଢୁଆ ଶତକ ସତ୍ୱେ ପରାସ୍ତ ହେଲା ଇଂଲଣ୍ଡ, ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ

ଲର୍ଡସ: ଆଶେସ କ୍ରିକେଟ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୩ ରନରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ବେନ ଷ୍ଟୋକ୍ସଙ୍କ ଲଢ଼ୁଆ ଶତକ ସତ୍ୱେ ଇଂଲଣ୍ଡ ୩୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୩୨୭ ରନ କରିବାକୁ…

କୁକୁରକୁ ରଙ୍ଗରେ ସଜ୍ଜାଇଲେ ମହିଳା, ପ୍ରଶଂସା ବଦଳରେ ମିଳୁଛି ନିନ୍ଦା

କାଲିଫର୍ଣ୍ଣିଆ: ସାଧାରଣତଃ ଲୋକମାନେ ଘରେ କୁକୁର ରଖିବାକୁ ପସନ୍ଦ କରିଥାନ୍ତି । ସେମାନେ ତାଙ୍କୁ ନିଜ ଘରର ସଦସ୍ୟ ଭାବେ ଭଲ ପାଇବା ସହ ଯତ୍ନ ବି ନେଇଥାନ୍ତି । କିନ୍ତୁ ଅନେକ କୁକୁର ପ୍ରେମୀ ସେମାନଙ୍କ ପୋଷା କୁକୁରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି ।…