Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ଶ୍ରୀଲଙ୍କା

କଲମ୍ବୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ୧୯୯୬ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କା ଯୋଗ୍ୟତା ଅର୍ଜନ କରିଛି । କ୍ୱାଲିଫାୟର୍ସରେ ଶ୍ରୀଲଙ୍କା ୯ ୱିକେଟରେ ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ଟିକେଟ କାଟିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୬୫ ରନ କରି ଅଲଆଉଟ ହୋଇ…

ସାତକୋଶିଆରୁ ଚାଲି ଆସିଥିବା କୁମ୍ଭୀର ଗାଁ ପୋଖରିରୁ ବର୍ଷେ ପରେ ଉଦ୍ଧାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗାଁ ପୋଖରି କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ । ପ୍ରାୟ ବର୍ଷକ ତଳେ କୁମ୍ଭୀରଟି ଗାଁ ପୋଖରିକୁ ଚାଲି ଆସିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ଅସନ୍ତୋଷ ତେଜିଥିବା ବେଳେ କୁମ୍ଭୀରକୁ ଉଦ୍ଧାର କରିବାକୁ ନେଇ…

ଶିକ୍ଷୟିତ୍ରୀ ଚାକିରି ଛାଡି ମହିଳା ପାଲଟିଲେ ଜଳପରୀ

ଇଂଲଣ୍ଡ: ଆଜିର ସମୟରେ ଚାକିରି ଖଣ୍ଡେ ପାଇବା କଷ୍ଟକର ହୋଇପଡ଼ୁଛି । ବହୁ ଯୁବକଯୁବତୀ ଚାକିରି ପାଇଁ ଆବେଦନ କରୁଥିଲେ ମଧ୍ୟ ଅଧିକାଂଶ ଚାକିରି ନ ପାଇ ନିରାଶ ହୋଇଥାନ୍ତି । ଆଉ ଯେଉଁମାନଙ୍କର ଚାକିରି ଅଛି, ସେମାନେ ନିଜକୁ ଭାଗ୍ୟବାନ ମନେ କରନ୍ତି । ହେଲେ ଇଂଲଣ୍ଡର ଜଣେ ମହିଳା ଶିକ୍ଷୟିତ୍ରୀ…

ପୁତୁରା ଭାଙ୍ଗିଲେ ଦଳ, ଏବେ ପାୱାର କରିବେ କଣ ?

ମୁମ୍ବାଇ: ଶିବସେନା ପରେ ଭାଙ୍ଗିଲା ଏନସିପି । ମହାରାଷ୍ଟ୍ରରେ ବଢ଼ୁଛି ବିଜେପି । ଛିଣ୍ଡୁଛି ବିରୋଧୀଙ୍କ ବଳ । ଶରଦ ପାୱାରଙ୍କ ଏନସିପିକୁ ଭାଙ୍ଗି ପୁତୁରା ଅଜିତ ପାୱାର ପ୍ରତିଶୋଧ ନେଇଛନ୍ତି । ୨୦୧୯ ପରେ ତୃତୀୟ ଥର ପାଇଁ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଜିତ୍ ପାୱାର…

ଅଣ ଖେଳୁଆଡ ମନୋଭାବ ନେଇ ପୁଣି ବଦନାମ ହେଲା ଅଷ୍ଟ୍ରେଲିଆ

ଲଣ୍ଡନ:ଅଣ ଖେଳୁଆଡ ମନୋଭାବ ନେଇ ପୁନର୍ବାର ବଦନାମ ହୋଇଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଚଳିତ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ଅବସରରେ ଏହି ଘଟଣା ସମ୍ମୁଖକୁ ଆସିଛି । ଇଂଲଣ୍ଡର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ ଜନୀ ବେୟାରଷ୍ଟୋଙ୍କୁ ଅଷ୍ଟ୍ରେଲିଆ ଖେଳାଳିମାନେ ଯେଉଁ ଭଳି ଢ଼ଙ୍ଗରେ ଆଉଟ କଲେ ସେ…

ନିଆରା ଢଙ୍ଗରେ ଡ଼ାକ୍ତର ଦିବସ ପାଳିତ, ବଜରଙ୍ଗବାଲି ହେଲେ ଡ଼ାକ୍ତର

ମଧ୍ୟପ୍ରଦେଶ: ଜାତୀୟ ଡାକ୍ତର ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କିନ୍ତୁ ମଧ୍ୟପ୍ରଦେଶର ଏକ ହନୁମାନ ମନ୍ଦିରରେ ଏକ ନିଆରା ଢଙ୍ଗରେ ଡ଼ାକ୍ତର ଦିବସ ପାଳିତ ହୋଇଯାଇଛି । ଭକ୍ତମାନେ ବଜରଙ୍ଗବାଲିଙ୍କୁ ଡାକ୍ତରଙ୍କ ପୋଷାକ  ପିନ୍ଧାଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ…

ଡନ ୩ରେ ଶାହାରୁଖଙ୍କ ସ୍ଥାନରେ ଅଭିନୟ କରିବେ ରଣବୀର !

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଉପରେ ଆଧାରିତ ଫରହାନ ଅଖତାରଙ୍କ ଡନ ଫିଲ୍ମର ତୃତୀୟ ସଂସ୍କରଣ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଶାହାରୁଖ ଖାଁ ଅଭିନୀତ ପ୍ରଥମ ୨ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ କିନ୍ତୁ ଶାହାରୁଖଙ୍କ ବଦଳରେ ରଣବୀର ସିଂ ଡନ ହେବେ ବୋଲି ଜଣାପଡିଛି । ୬…

୨ ଟ୍ରକ୍ ମଝିରେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ

ଅନୁଗୁଳ: ଟ୍ରକ୍ ନେଲା ୨ ଜୀବନ । ଦୁଇ ଟ୍ରକ୍ ମଝିରେ ଚାପି ହୋଇ ପ୍ରାଣ ହାରିଲେ ସ୍ୱାମୀ, ସ୍ତ୍ରୀ । ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ସ୍ୱାମୀ, ସ୍ତ୍ରୀ ବାଇକ୍ ଯୋଗେ ଯାଉଥିଲେ । ସେହି…

ସ୍ୱାଭାବିକ ହେବ ମୌସୁମୀ, ୫ରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇଥିଲେ ମଧ୍ୟ ଗୁଳୁଗୁଳି ଲାଗି ରହିଛି । ମୌସୁମୀର ନିମ୍ନଚାପ ରେଖା ସ୍ୱାଭାବିକ ଠାରୁ ଦକ୍ଷିଣରେ ରହିଥିବାରୁ ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହୋଇପାରେ । ଘଡ଼ଘଡ଼ି ବର୍ଷା ନେଇ…

ଓଡ଼ିଶା ସରକାର ଲାଗୁ କଲେ ନୂଆ ଆପାର୍ଟମେଣ୍ଟ ଆଇନ୍

ଭୁବନେଶ୍ୱର: ନୂଆ ଆପାର୍ଟମେଣ୍ଟ ଆଇନକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ରାଜ୍ୟ ସରକାର ଆଣିଥିବା ଆପାର୍ଟମେଣ୍ଟ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ୱନରସିପ୍ ଆକ୍ଟ ୧୯୮୨ ପରିବର୍ତ୍ତେ ନୂଆ ଆଇନ୍ କାର୍ଯ୍ୟକାରୀ ହେବ ।…