Latest Odisha News

BREAKING NEWS

Browsing Category

ଫିଚର

ଗୋଡ଼ିରେ ନିର୍ମିତ ବିଲେଇର ଚମତ୍କାର କଳାକୃତି

ବିଟେନ୍‌: ସୋସିଆଲ ମିଡିଆରେ ଆପଣ ଅନେକ ବାଲୁକା କଳା ଦେଖିଥିବେ । ବାଲୁକା ଶିଳ୍ପୀମାନେ ବାଲିରେ ବିଭିନ୍ନ ପ୍ରକାରର କଳାକୃତି ତିଆରି କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଡ଼ିରେ ସୁନ୍ଦର କଳାକୃତି ତିଆରି କରାଯାଇଛି । ଲୋକମାନେ…

ଏକାମ୍ର କ୍ଷେତ୍ର ବିକାଶକୁ ବିରୋଧ କରୁଥିବା ବିଜେପି ନେତାଙ୍କୁ କ୍ଷମା ଦେବେନି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: ଆଜି ଶେଷ ହେବ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ । ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ଏକାମ୍ର ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ବିଜେଡି-ବିଜେପି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର…

୫ କୋଟି ଦକ୍ଷିଣ କୋରିଆ ଲୋକଙ୍କ ବୟସ ହଠାତ କମିଗଲା

ସିଓଲ: ଦକ୍ଷିଣ କୋରିଆର ୫କୋଟି ଲୋକଙ୍କ ବୟସ ବୁଧବାର ହଠାତ କମିଗଲା । ନୂତନ ନିୟମ ଅନୁସାରେ ସେମାନଙ୍କ ୧ ବର୍ଷ ବୟସ କମିଯାଇଛି । ନିକଟରେ ସରକାରଙ୍କ ପକ୍ଷରୁ ପରମ୍ପାରିକ ପଦ୍ଧତିକୁ ହଟାଇ ନୂତନ ବୟସ ନିୟମ ଲାଗୁ କରାଯିବା ପରେ ଏହା ହୋଇଛି । ଦକ୍ଷିଣ କୋରିଆରେ ଗୋଟିଏ ଶିଶୁ ଜନ୍ମ ହେବା ମାତ୍ରେ…

୧୭ରୁ ବସିପାରେ ସଂସଦର ମୌସୁମୀ ଅଧିବେଶନ , ସଂସଦୀୟ କମିଟି ବୈଠକରେ ହୋଇପାରେ ଘୋଷଣା

ନୁଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ । ଆସନ୍ତା କିଛି ଦିନ ମଧ୍ୟରେ ସଂସଦୀୟ ବ୍ୟାପାର କମିଟି(CCPA)ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ପ୍ରଥମ ବୋଲର ଭାବେ କ୍ରମାଗତ ୧୦୦ ଟେଷ୍ଟ ଖେଳିଲେ ନାଥାନ ଲାୟନ

ମେଲବୋର୍ଣ୍ଣ: ଚଳିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଅଷ୍ଟ୍ରେଲିଆର ସ୍ପିନର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ବୋଲର ଭାବେ କ୍ରମାଗତ ୧୦୦ ଟେଷ୍ଟ ଖେଳିଛନ୍ତି । ତାଙ୍କ ପୂର୍ବରୁ ଆଲିଷ୍ଟର କୁକ(୧୫୯), ଆଲାନ ବର୍ଡର(୧୫୩), ମାର୍କ ୱ (୧୦୭), ସୁନୀଲ ଗାଭାସ୍କର…

ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଟମାଟୋ ଦର : ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଟମାଟୋ ଦର । ସପ୍ତାହକରେ ୧୦୦ ଟଙ୍କା ପାର୍ କରିଛି ଟମାଟୋ ଦର। ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ରାଜଧାନୀ ଭୁବନେଶ୍ୱରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ କଟକରେ ଟମାଟୋ ଦର ୮୦/୯୦ ଟଙ୍କା ଛୁଇଁଛି…

ବାହୁଡ଼ାରେ ଅଘଟଣ: ରଥ ଦଉଡି ଛିଡି ସେବାୟତ ଆହତ, ଶ୍ୱାସରୁଦ୍ଧ ହୋଇ ୮ ଅସୁସ୍ଥ

ପୁରୀ:ଏଥର ରଥଯାତ୍ରାରେ ଅଘଟଣ ଯେମିତି ପିଛା ଛାଡୁନି । ଗୁଣ୍ଡିଚା ଯାତ୍ରାରେ ଦଳାଚକଟାରେ ୧୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତିନି ରଥ ଶରଧାବାଲିରେ ଲାଗି ପାରି  ଥିଲା । ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ଠାକୁର ରଥ ଉପରେ ଉପବାସ ବି ରହିଥିଲେ । ତେଣୁ ବାହୁଡ଼ା…

ବିଡିଓଙ୍କ ଭିଡିଓ ଭାଇରାଲ୍, ଦୌଡ଼ି ଆସି ରାସ୍ତା ଉପରେ ମାରୁଛନ୍ତି ଚାପୁଡ଼ା

ପାରାଦୀପ: ଗାଡ଼ିରୁ ଓହ୍ଲାଇ ଆସିଲେ, ରାସ୍ତା ଉପରେ ବ୍ୟକ୍ତିଙ୍କ ଗାଲକୁ କଷି ଦେଲେ । ଭଦ୍ର ବେଶରେ ଥିବା ଏ ବାବୁ ଜଣଙ୍କ କିଏ ? କାହିଁକି ରାସ୍ତା ଉପରେ ରୋବାବ୍ ଦେଖାଉଛନ୍ତି ? ସିସିଟିଭିରେ ରେକର୍ଡ ଭାଇରାଲ୍ ହେଉଥିବା ଏ ଭିଡିଓରେ ଚାପୁଡ଼ା ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁଜଙ୍ଗ…

ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଥମ ସଙ୍ଗୀତ ‘ତୁମ୍ କୟା ମିଲେ’ ରିଲିଜ୍

ମୁମ୍ବାଇ: ଚଳିତ ବର୍ଷ କରନ ଜୋହରଙ୍କ ଚଳଚ୍ଚିତ୍ର ମଧ୍ୟରୁ 'ରକି ଔର ରାନୀ କି ପ୍ରେମ କାହାନୀ' ଚର୍ଚ୍ଚାର ଶୀର୍ଷରେ ରହିଛି। କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା। ଯାହାକୁ ଦେଖିଲା ପରେ ପ୍ରଶଂସକଙ୍କୁ ୯୦ ଦଶକର କଥା ମନେ ପକାଇଦେଇଥିଲା। କରନ ଜୋହର ତାଙ୍କର ୨୫ ବର୍ଷର…