Latest Odisha News

BREAKING NEWS

Browsing Category

ଫିଚର

୨୦୨୨ ଓ ୨୦୨୩ ବର୍ଷ ଲାଗି ଜାତୀୟ ନାଇଟିଙ୍ଗେଲ ଆୱାର୍ଡ ପ୍ରଦାନ, ଓଡ଼ିଶାର ୨ ଜଣ ପୁରସ୍କୃତ

ଭୁବନେଶ୍ୱର: ଜାତୀୟ ଫ୍ଲୋରାନ୍ସ ନାଇଟିଙ୍ଗେଲ ଆୱାର୍ଡ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୨ ଓ ୨୦୨୩ ବର୍ଷ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୨ ବର୍ଷ ଲାଗି ୧୫ ଜଣଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୨୦୨୩ ବର୍ଷରେ ମଧ୍ୟ ୧୫ ଜଣଙ୍କୁ…

ଇତିହାସ ରଚିବ ଫିଲ୍ମ ‘ବୱାଲ’, ଏଫିଲ ଟାୱାରରେ ହେବ ୱାର୍ଲ୍ଡ ପ୍ରିମିୟର

ମୁମ୍ବାଇ: ଅଭିନେତା ବରୁଣ ଧୱନ ଏବଂ ଜାହ୍ନବୀ କପୁର ପ୍ରଥମ ଥର ପାଇଁ 'ବୱାଲ' ଫିଲ୍ମରେ ଏକାଠି ନଜର ଆସିବେ। ସାଜିଦ ନାଡିଆଜୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ। ନିର୍ମାତା ଏହି ଚଳଚ୍ଚିତ୍ରକୁ ସର୍ବଭାରତୀୟ ସ୍ତରରେ…

କାହା ମଙ୍ଗଳ କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ? ଭିଜିଲାନ୍ସ ରେଡ୍ ବେଳେ ମିଳିଲା କୋଟିଏ ଜମା

ଭୁବନେଶ୍ୱର: ମାଳ ମାଳ କୋଠା… ବିଡ଼ା ବିଡ଼ା ଟଙ୍କା…। ଏସବୁ ହେଉଛି ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଅମାପ ସମ୍ପତ୍ତି । ଜୟନ୍ତୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇ ଯାଇଛି । ଚର୍ଚ୍ଚା ହେଉଛି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥିବା ବେଳେ ନିଜ…

ନୈଶ ଭୋଜନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ’ଣ ପରଷିବେ ବାଇଡେନ ?

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବାବେଳେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଛି । ଏହି ହାଇ ପ୍ରୋଫାଇଲ ଯାତ୍ରା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା  ଜିଲ ବାଇଡେନଙ୍କ ଦ୍ୱାରା ରାତ୍ରିଭୋଜନ ପ୍ରସ୍ତୁତ କରାଯାଇଛି ।…

ବଜାରରେ ବଢୁଛି କୃତ୍ରିମ ହୀରାର ଚାହିଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ସମୟରେ ଟେକ୍ନୋଲୋଜି ଏତେ ବୃଦ୍ଧି ପାଇଛି ଯେ ବର୍ତ୍ତମାନ ଲ୍ୟାବରେ ହୀରା ମଧ୍ୟ ତିଆରି କରାଯାଉଛି। ପ୍ରାକୃତିକ ହୀରା ଅପେକ୍ଷା ଲ୍ୟାବ ଦ୍ୱାରା ନିର୍ମିତ ହୀରା ଶସ୍ତା ବୋଲି କୁହାଯାଉଛି। ଏହି ହୀରା ୭୫ ପ୍ରତିଶତ ଶସ୍ତା ହୋଇପାରେ। ଲ୍ୟାବ ହୀରାର ବ୍ୟବସାୟକୁ ଭାରତ…

ବାହାନଗା ହାଇସ୍କୁଲ ପୁନଃନିର୍ମାଣ; ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ପୁନଃନିର୍ମାଣ କରାଯିବ ।  ୫ଟି ଯୋଜନାରେ ଏହି ସ୍କୁଲର  ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି…

ଭିଟାମିନ-ଡି ଅଭାବ ଥିଲେ ଜାଣିବେ କିପରି ? ଲକ୍ଷଣ ଦେଖା ଦେଲେ କରନ୍ତୁ ପ୍ରତିକାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁସ୍ଥ ରହିବା ପାଇଁ ଶରୀର ପାଇଁ ସମସ୍ତ ପୋଷକ ତତ୍ତ୍ୱ ଆବଶ୍ୟକ। ଏହି ଜରୁରୀ ପୋଷକ ତତ୍ତ୍ୱ ମଧ୍ୟରେ ଭିଟାମିନ୍-ଡି ଅନ୍ୟତମ। ଯାହା ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହି ଭିଟାମିନ୍ ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ପରିମାଣକୁ ନିୟନ୍ତ୍ରଣ କରିବାରେ…

ଓଡ଼ିଶା ଛୁଇଁଲା ମୌସୁମୀ: ଦୁଇ ଦିନ ଭିତରେ ଭିଜାଇବ ସାରା ରାଜ୍ୟ

ଭୁବନେଶ୍ୱର:ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ  । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ ଏବଂ  ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି  ।  ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବ । ଏଥିପାଇଁ ପାଗ…

ଚୁଡ଼ା ବନାମ ଭାତ: ଏଥି ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟକର ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚୁଡ଼ା ଭାରତରେ ଖାଉଥିବା ଏକ ପ୍ରିୟ ଜଳଖିଆ। ଏହା ହଜମ ପ୍ରକ୍ରିୟା ପାଇଁ ବହୁତ ଭଲ ଏବଂ ସକାଳ ଜଳଖିଆ ପାଇଁ ମଧ୍ୟ ସୁସ୍ଥ ବୋଲି ବିବେଚନା କରାଯାଏ। ଅନ୍ୟପଟେ ଭାତକୁ ମଧ୍ୟ ଭାରତୀୟମାନେ ଅଧିକ ପସନ୍ଦ କରନ୍ତି।  ପୋହା ବା ଚୁଡ଼ା ଏବଂ ଭାତ ସମାନ ଧାନରୁ ତିଆରି…