Latest Odisha News

BREAKING NEWS

Browsing Category

ଫିଚର

ପୁଣି ମାତିଲେ ହାତୀ: ହନ୍ତସନ୍ତ ଚାଷ,୨୨ ଟିକିଆ ହାତୀପଲ ଉଜାଡ଼ି ଦେଲେ ଏକର ଏକର ଧାନ ଫସଲ

ପାଟନା: ପୁଣି ମାତିଲେ ହାତୀ। ହନ୍ତସନ୍ତ ଚାଷୀ। ଉଜାଡ଼ି ଦେଲେ ଏକର ଏକର ଖାରିଟିଆ ଧାନ ଫସଲ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଆଜି(ଗୁରୁବାର) ୨୨ ଟିକିଆ ହାତୀପଲ ପଶି ଆସିଛନ୍ତି। ହାତୀପଲ ଯେଉଁ ବାଟ ଦେଇ ଆସିଛନ୍ତି ସେଠାରେ ଏକର ଏକର ଖରାଟିଆ ଧାନ ଫସଲ ଚକଟି ନଷ୍ଟ କରିଦେଇଛନ୍ତି।…

ଦୁଇ ବାଇକ୍‌ ଧକ୍କାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ, ୨ ଗୁରୁତର

ଆନ୍ଦନପୁର: ଆଗପଛ ହେଇଯାଉ ଥିବା ଭେଳେ ଘାଟି ରାସ୍ତାରେ ପରସ୍ପର ଧକ୍କା ହେଲା ଦୁଇ ବାଇକ। ଚାଲିଗଲା ୩ ସାଙ୍ଗଙ୍କ ଜୀବନ। କେନ୍ଦୁଝର ଜିଲ୍ଲାର ମହୁଲଡିହା ଥାନା ନର୍ଦା ଗାଁ ନିକଟରେ ଏଭଳି ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।…

ନିର୍ବାଚନ ପୂର୍ବରୁ ବିଜେଡି ନିଯୁକ୍ତ କଲା ଆଉ ୬ ପର୍ଯ୍ୟବେକ୍ଷକ, ଭୁବନେଶ୍ବରକୁ ଫୋକସ କରିବେ ଶ୍ରୀମୟୀ

ଭୁବନେଶ୍ୱର: ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ଗୁରୁବାର ଆଉ ୬ ଜଣ ନେତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜଙ୍କୁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ଦଳ। ଦଳର…

ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ : ଭାରତ-ଲେବାନନ ମ୍ୟାଚ ଡ୍ର

ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ  ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପରେ ଭାରତ ଓ ଲେବାନନ ମଧ୍ୟରେ ଅନୁଷ୍ଠିତ ଶେଷ ଲିଗ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଉଭୟ ଟିମ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ ।…

ଗୋଟିଏ ଖବର.. ଇଂଲଣ୍ଡ କ୍ରିକେଟର ମୃତ୍ୟୁ ଘଟିଛିରୁ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ପୁରାତନ ଆଶେସ ସିରିଜ

ବିଶ୍ୱ କ୍ରିକେଟର ସବୁଠାରୁ ପୁରାତନ ଆଶେସ ସିରିଜର ୭୩ ସଂସ୍କରଣ ଜୁନ ୧୬ରୁ ଆରମ୍ଭ ହେବ । ୧୮୮୨ରୁ ଆରମ୍ଭ ହୋଇଥିବା ଏହି ସିରିଜ ସର୍ବଦା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପାଇଁ ସମ୍ମାନର ବିଷୟ ହୋଇ ରହିଛି । ଏହା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳା ଯାଉଥିଲା । ତେବେ ଏହାର ନାମ ଆଶେସ…

ମୌସୁମୀ ଛୁଇଁବା ପୂର୍ବରୁ ଜଳୁଛି ଓଡ଼ିଶା: ଝାରସୁଗୁଡ଼ା ୪୪.୮ ଡିଗ୍ରୀ, ୨୪ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ଛୁଇଁବାରୁ ଅଳ୍ପଦିନ ବାକି ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁରୁବାର ୨୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସନ୍ଧ୍ୟା ବୁଲେଟିନ୍ ଅନୁଯାୟୀ, ଦିନରେ ୭ଟି…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ । ୪୮ ଘଣ୍ଟା ଭିତରେ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ…

ମହିମା ପୀଠର ବିକାଶ ପାଇଁ ଖର୍ଚ୍ଚ ହେବ ୧୧୨ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ପ୍ରସ୍ତାବ

ଢେଙ୍କାନାଳ: ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫T ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର…

ଛତିଶଗଡର ନାବାଳିକା ବଲାଙ୍ଗୀରରୁ ଉଦ୍ଧାର, ଯୁବକ ଗିରଫ

ବଲାଙ୍ଗୀର : ନିକଟରେ ଛତିଶଗଡ଼ର ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିବା ଜଣେ ନାବାଳିକାକୁ ପୁଲିସ ସଫଳତାର ସହ ଉଦ୍ଧାର କରିଛି। ଫେରାର ହୋଇଯାଇଥିବା ନାବାଳିକା ଜଣଙ୍କୁ ବଲାଙ୍ଗୀର ଜିଲ୍ଲାରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ନାବାଳିକା ଜଣକ ଘରୁ ନିଖୋଜ ହୋଇଯାଇଥିଲା।…