Latest Odisha News

BREAKING NEWS

Browsing Category

ଫିଚର

ନବୀନ ନିବାସରେ ମହିମା ସାଧୁ; ଅନୁଦାନ ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: ନବୀନ ନିବାସରେ ମହିମା ସାଧୁ । ନବୀନ ନବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିମା ସାଧୁ ଓ ଯୋରନ୍ଦାବାସୀ । ମହିମା ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବାରୁ ମହିମା ସାଧୁ ଓ ଯୋରନ୍ଦାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି…

ନେପାଳରେ ବନ୍ୟା ସାଙ୍ଗକୁ ଭୂସ୍ଖଳନ; ୫ ମୃତ, ୨୫ ନିଖୋଜ

କାଠମାଣ୍ଡୁ: ଭାରତର ରୌଦ୍ରର ପ୍ରକୋପ । ପଡୋଶୀ ନେପାଳରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇପଡିଲାଣି । ନେବାପଳରେ ବନ୍ୟା ପରିସ୍ଥିତି ଏବେ ସଙ୍ଗୀନ ହୋଇପଡିଛି ।      ବନ୍ୟା ଓ ଭୟଙ୍କର ଭୂସ୍ଖଳନରେ ୫ଜଣଙ୍କର ମୃତ୍ୟୁ ଘଟିଲାଣି । ଅନ୍ୟପକ୍ଷେ ୨୫ ଜଣ ନିଖୋଜ…

ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥ ସିଂହଙ୍କ ସାକ୍ଷାତ, ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ପାଇଁ ସୋମବାର ରାଜଧାନୀ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଏତନାମର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ୍ ୱାନ୍ ଜିଆଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ଜରିଆରେ…

ବାରରେ ଲାଗିଗଲା ନିଆଁ: ଫସି ରହିଥିଲେ ୪

ଭୁବନେଶ୍ୱର:ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଥିବା ଭବାନୀ ମଲ୍ ନିକଟ ଏକ ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିଲା । ଫଳରେ ଚାରିଆଡ  ଧୂଆଁମୟ ହୋଇ ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏହି…

ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼

ନୂଆଦିଲ୍ଲୀ: ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼। ରିବାବର ରାତିରେ ଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ପଥରମାଡ଼ ହୋଇଛି। ମେରଠ-ମୁଜାଫରନଗର ରେଳ ଟ୍ରାକର ନାରା ଜଡୋଦା ରେଳ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ଉପରକୁ ଟେକାମାଡ଼ ହୋଇଛି। ଟେକାମାଡ଼ ସମୟ‌ରେ…

କାନାଡାରେ ଖଲିସ୍ଥାନୀ ନେତାଙ୍କୁ ଗୁଳିକରି ହତ୍ୟା; ତାଙ୍କ ନାଁରେ ୧୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା ଏନଆଇଏ

ନୂଆଦିଲ୍ଲୀ:କାନାଡାରେ ରହୁଥିବା ଖଲିସ୍ଥାନୀ ନେତା ତଥା ଭାରତ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ଘୋଷିତ ମୋଷ୍ଟୱାଣ୍ଟେଡ୍   ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା  ।  ବ୍ରିଟିଶ କଲମ୍ବିଆ ପ୍ରଦେଶର  ସୁରେ ସହରସ୍ଥିତ ଗୁରୁଦ୍ୱାର ନିକଟ ପାର୍କିଂସ୍ଥଳରେ  ହରଦୀପ ସିଂ ନିଜାରଙ୍କୁ ଗୁଳି କରି…

କୋରିଓଗ୍ରାଫର ରାକେଶ ମାଷ୍ଟରଙ୍କ ଦେହାନ୍ତ, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକାକୁଳ ପରିବେଶ

ହାଇଦ୍ରାବାଦ: ତେଲୁଗୁ ଇଣ୍ଡଷ୍ଟ୍ରିର ଅନ୍ୟତମ ଜଣାଶୁଣା କୋରିଓଗ୍ରାଫର ରାକେଶ ମାଷ୍ଟରଙ୍କ ଦେହାନ୍ତ ହୋଇଛି। ଦେହାନ୍ତ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ରାକେଶ ମାଷ୍ଟର କିଛି ଦିନ ପୂର୍ବରୁ ବିଶାଖାପାଟନମରେ ସୁଟିଂ କରୁଥିଲେ ଏବଂ ନିକଟରେ ହାଇଦ୍ରାବାଦ ଫେରିଥିଲେ। ସେ ହାଇଦ୍ରାବାଦକୁ…

କାର ଇନସୁରାନ୍ସ କ୍ଲେମ କରିବା ପୂର୍ବରୁ ୫ଟି କଥା ଧ୍ୟାନ ରଖନ୍ତୁ, ଆଦୌ ହେବନି ଫର୍ମ ରିଜେକ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ଯେକୌଣସି ବାହନ କିଣିବାକୁ ଗଲେ ତାର ପ୍ରଥମେ ଇନସୁରାନ୍ସ କଥା ଆଲୋଚନା କରାଯାଏ। କାରଣ ଇନସୁରାନ୍ସ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ଏହାସହିତ ଆଇନ ଅନୁଯାୟୀ ମଧ୍ୟ ଇନସୁରାନ୍ସ ରଖିବା ଜରୁରୀ । ଏକ କାର ବୀମା ଦାବି ଗ୍ରହଣ କରିବା ଯେତିକି ସହଜ ମନେହୁଏ,…

ଆମେରିକା ସହ ଚୁକ୍ତି, ଭାରତକୁ ମିଳିବ ତେଜସ୍‌ ଇଞ୍ଜିନର ଟେକ୍‌ନିକ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଆମେରିକା ଗସ୍ତରେ ଭାରତ ଜେଟ ଇଞ୍ଜିନ୍ ନିର୍ମାଣ ପାଇଁ ନୂତନ କ୍ଷମତା ପାଇବ। ଏହି ଗସ୍ତରେ ଆମେରିକୀୟ କମ୍ପାନୀ ଜିଇ ସହିତ ଏକ ଚୁକ୍ତିନାମା ପ୍ରସ୍ତାବ ଦିଆଯାଇଛି। ଯାହା ପରେ ଭାରତକୁ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ବ୍ୟବହୃତ…

ଭୟଙ୍କର ଗ୍ରୀଷ୍ମପ୍ରବାହ; ଚାରି ଦିନରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାର ଏବଂ ଉତ୍ତରପ୍ରଦେଶର ଖରା ତାତି ଓ ଗରମ ଭୟଙ୍କର ଭାବେ ବଢି ଯାଇଛି। ତତଲା କଡେଇରେ ସିଝୁଛନ୍ତି ଏହି ଦୁଇ ରାଜ୍ୟର ଲୋକେ। ଉଭୟ ରାଜ୍ୟର ଅନେକ ଜିଲ୍ଲାରେ ପାରା ୪୦ ଅତିକ୍ରମ କରିଛି। ପ୍ରବଳ ଗରମ ମଧ୍ୟରେ ଗତ ଚାରି ଦିନ ମଧ୍ୟରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ…