Latest Odisha News

BREAKING NEWS

Browsing Category

ଫିଚର

ଲଞ୍ଚ୍ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ନୂତନ ମଲ୍ଟି ଆକାଉଣ୍ଟ୍ ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲଞ୍ଚ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ଆଉ ଏକ ଫିଚର। ଏଣିକି ୟୁଜର୍ସ ପ୍ରତ୍ୟେକ ମଲ୍ଟିପୁଲ ଡିଭାଇସରେ ଏକାସହ ଖୋଲିପାରିବେ ନିଜ ଆକାଉଣ୍ଚ। ଯାହା ଦ୍ୱାରା ଆପଣଙ୍କର ବହୁତ ଲାଭ ହେବ। ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍, ୱିଣ୍ଡୋଜ୍ ଏବଂ…

ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ନାୟଗଡ଼: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ବାସଭବନ ସହିତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଜାରି ରିଖିଛି। ଦୁର୍ନୀତି ଅଭିଯୋଗରେ ପୂର୍ବରୁ…

ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି, ଅନୁଷ୍ଠିତ ହେବ ଘଣା ଲାଗି ନୀତି

ପୁରୀ: ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି ହୋଇଥିବାରୁ ଆଜି ମହାପ୍ରଭୁଙ୍କ  ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବା। ତା ସହିତ ଠାକୁରଙ୍କର ଖଡ଼ି ପ୍ରସାଦ ଲାଗି ମଧ୍ୟ ଅନୁଷ୍ଠିତ ହେବ। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି କରାଯିବା ରେ ଖଳି ଲାଗି ହେବ ତା…

ଓଡ଼ିଶା ଓ ଛତିଶଗଡ଼ ପୁଲିସର ମିଳିତ ଛଡ଼ାଉ, ଗିରଫ ଶିକାର ଗ୍ୟାଙ୍ଗ, ବାଘ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ଉମରକୋଟ: ଦର୍ଘଦିନ ଧରି ବନ୍ୟଜନ୍ତୁ ଶିକାର କରି ଛାଲ ଓ ନଖ ବିକ୍ରି କରି ମାଲାମାଲ ହେଉଥିଲେ। ଗୁପ୍ତ ସୂଚନା ପାଇଁ ଗାଁରେ ଦୁଇଟି ରାଜ୍ୟରେ ପୁଲିସ ପଶି ଛଢ଼ାଉ କରିବାରୁ ବାଘ ଛାଲ ସହ ଗିରଫ ହୋଇଛନ୍ତି ଶିକାରୀ। ଓଡ଼ିଶା ସୀମାନ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର…

ଇଣ୍ଟରନେଟ୍ ମାଧ୍ୟମରେ ହୋଟେଲ ବୁକିଂ କରୁଥିଲେ ସାବଧାନ! ଚାଲିଛି ହୋଟେଲ ବୁକିଂ ସ୍କାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଆମେ ପ୍ରତ୍ୟେକ କାର୍ଯ୍ୟ କିମ୍ବା ଜିନିଷ କିଣିବା ପାଇଁ ଅନଲାଇନ ଉପରେ ନିର୍ଭର କରୁ। ଏହା ବୃତ୍ତିଗତ କାର୍ଯ୍ୟ ହେଉ କିମ୍ବା ପିଲାମାନଙ୍କର ଶିକ୍ଷା, ଇଣ୍ଟରନେଟ୍ ସବୁ ସ୍ଥାନରେ ବ୍ୟବହୃତ ହୁଏ। ଆମେ ସହର ବାହାରେ କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ହୋଟେଲ…

‘କୂ’ ଆପ୍ ମାଧ୍ୟମରେ କରିପାରିବେ ରୋଜଗାର, ଲଞ୍ଚ୍ ହେଲା ପ୍ରିମିୟମ୍ ପ୍ରୋଗ୍ରାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ଟ୍ୱିଟରର ମାସିକ କିମ୍ବା ବାର୍ଷିକ ଯୋଜନା ନେବାକୁ ଚାହୁଁନାହାଁନ୍ତି ତେବେ ଆମେ ଆପଣଙ୍କୁ ଏକ ମାଇକ୍ରୋବ୍ଲଗିଂ ସାଇଟ୍ ବିଷୟରେ କହିବୁ, ଯାହା ଏହାର ପ୍ରିମିୟମ୍ ପ୍ରୋଗ୍ରାମ ଲଞ୍ଚ କରିଛି। ଏହି ସାଇଟ ହେଉଛି 'କୂ' । ଏହି 'କୂ' ଆପ୍ ମାଧ୍ୟମରେ…

ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀ ମଧ୍ୟରେ ଚାଲିଛି ଗୁଳିବିନିମୟ। ଭାରତ-ପାକ୍ ସୀମା ଏଲଓସି ନିକଟରେ ଥିବା କୁପୱାଡା ଜିଲ୍ଲା ନିକଟରେ ଚାଲିଛି ଏନକାଉଣ୍ଟର। ମିଳିଥିବା ସୂଚନା ଅନୁଯାୟୀ, ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଏହି…

ମଣିପୁରରେ ପୁଣି ହିଂସା, କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ

ଇମ୍ଫାଲ: ଗୁରୁବାର ରାତିରେ ମଣିପୁରର ଇମ୍ଫାଲରେ କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ଉଗ୍ରବାଦୀ। ଅଧିକାରୀଙ୍କ କହିବାନୁସାରେ ଘଟଣା ସମୟରେ କେନ୍ଦ୍ର ମନ୍ତ୍ରୀ ଘରେ ନଥିଲେ। କେବଳ ଏତିକି ନୁହେଁ ନ୍ୟୁ ଚେକଅନରେ ଦୁଇଟି ଘର ମଧ୍ୟ ପୋଡି ଦେଇଛନ୍ତି ହିଂସା…

ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’; ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ, ୨୨ ଆହତ ୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଝିରାତିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ବିପର୍ଯ୍ୟୟ’। ଗୁଜରାଟର ଜଖଉ ପୋର୍ଟ ନିକଟରେ ମାଡ ହେଲା ବାତ୍ୟା। ଲ୍ୟାଣ୍ଡଫଲ୍ ପରେ ବିପର୍ଯ୍ୟୟ ଘଟାଇଲା ବାତ୍ୟା 'ବିପର୍ଯ୍ୟୟ'। ଗୁଜରାଟ କଚ୍ଛ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା। ପ୍ରବଳ ବର୍ଷା ଓ ପବନରେ…

ସକାଳ ୫.୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୩୦.୨ ଡ଼ିଗ୍ରୀ, ଆଗାମୀ ୩ଦିନ ଯାଏଁ ତାତିବ ଉପକୂଳ

ଭୁବନେଶ୍ୱର: ଅସହ୍ୟ ହୋଇଛି ଖରା ଆଉ ଗରମ। ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଆଜି ସକାଳ ୫. ୩୦ ସୁଦ୍ଧା ଭୁବନେଶ୍ୱର ରେ ୩୦.୨ ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ୯୨…