Latest Odisha News

BREAKING NEWS

Browsing Category

ଫିଚର

ନଷ୍ଟ ହେବନି ଅସ୍ତି; ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ ପ୍ରତିଷ୍ଠା ହେବ ରାଜ୍ୟରେ ପ୍ରଥମ ବୋନ୍ ବ୍ୟାଙ୍କ

କଟକ: ରାଜ୍ୟରେ ପ୍ରଥମ ଅସ୍ତି(ବୋନ୍) ବ୍ୟାଙ୍କ କଟକରେ ଖୋଲିବାକୁ ଯାଉଛି। ଏଥିପାଇଁ ଏସ୍‌ସିବି ମେଡିକାଲ୍ କଲେଜ୍  ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗରେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍‌ ପାଇଁ ଟେଣ୍ଡର ଡକାଯାଇଛି। ଏସବୁ ସରିବା ପରେ ଆସନ୍ତା ୨୯ତାରିଖରେ ପରେ କଡ଼କ…

ଆଜି ଦିନ ୧୧.୩୦ରେ ହେବ ମାଟ୍ରିକ୍ ପରୀକ୍ଷା ଫଳ ତାରିଖ ଘୋଷଣା

ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୧.୩୦ ଟା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ(ମାଟ୍ରିକ୍) ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ। ବୋର୍ଡର ଉପସଭାପତି ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର କଟକ ବୋର୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ…

ରାଜପରିବାର ବିରୋଧରେ ଯୌତୁକ ଅଭିଯୋଗ ଆଣିଲେ ବୋହୂ ଅଦ୍ରିଜା  

ବଲାଙ୍ଗିର : ରାଜପରିବାର ବିରୋଧରେ ସାଂଘାତିକ ଅଭିଯୋଗ । ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜପରିବାରର ବୋହୂ । ବଲାଙ୍ଗୀରର ରାଜପରିବାର ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ…

ଜହ୍ନି ଖାଇବା ଦ୍ୱାରା ଏହି ସବୁ ରୋଗରୁ ପାଇବେ ମୁକ୍ତି

ଜହ୍ନି ଏକ ଲୋକପ୍ରିୟ ପରିବା । ଜହ୍ନିକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ଅନେକ ତରକାରୀରେ ମଧ୍ୟ ଆମେ ଜହ୍ନି ବ୍ୟବହାର କରିଥାଉ । ତେବେ ବହୁ ଲୋକ ଅଛନ୍ତି ଯେଉଁମାନେ ଜହ୍ନିକୁ ପସନ୍ଦ କରନ୍ତି ନାହିଁ । ଜହ୍ନି ଏକ କମ୍ କ୍ୟାଲୋରୀଯୁକ୍ତ ପନିପରିବା, ଯାହା ଫାଇବର, ଭିଟାମିନ୍ ସି ଏବଂ…

ଶାସକ ଦଳ ନେତାଙ୍କ ଦୁବାଇ ଗସ୍ତ, ସରକାରୀ ଅର୍ଥର ଅପବ୍ୟବହାର କହି ବର୍ଷିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଶାସକ ଦଳ ବିଜୁ ଜନତା ଦଳ ବିଧାୟକଙ୍କୁ ରାଜ୍ୟ ସରକାରଙ୍କ ପାଣ୍ଠିରେ ଦୁବାଇ ପଠାଇବା ପ୍ରସ୍ତାବକୁ ବରିଷ୍ଠ ବିଜେପି ନେତା ତଥା ବିଧାୟକ ସୁବାସ ପାଣିଗ୍ରାହୀ ତୀବ୍ର ବିରୋଧ କରିଛନ୍ତି। ବିଧାୟକ ପାଣିଗ୍ରାହୀ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଯଦି ବିଜେଡି ବିଧାୟକ ଜଣ…

୯ ବର୍ଷ ପରେ ଭୁଲ୍ ବୁଝିପାରି ଜୋରିମାନା ସହିତ ଭଗବାନଙ୍କ ଚୋରି ସାମଗ୍ରୀ ଫେରାଇଲା ଚୋର

ଭୁବନେଶ୍ୱର: ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଚୋର ଭୁବନେଶ୍ୱର ନିକଟସ୍ଥ ଏକ ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାରକୁ ପୁଣିଥରେ ଫେରାଇ ଦେଇଛନ୍ତି। ଚୋରି କରିଥିବା ସମସ୍ତ ନୋଟ୍  ତାସାଙ୍ଗକୁ ଜରିମାନା ସହିତ ଫେରାଇ ଦେଇଛନ୍ତି। ଏପରି କାମକୁ ନେଇ ଏବେ ସମସ୍ତଙ୍କୁ ବିସ୍ମିତ କରିଛି। ଏହାକୁ…

ସମୀର ଓ୍ୱାଙ୍ଖଡେଙ୍କ ଉପରେ ସିବିଆଇର ନଜର, କ’ଣ କହିଲେ ତାଙ୍କ ପତ୍ନୀ?

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡୁଆ ବଢୁଛି। ଏନସିବି ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକ ସମୀରଙ୍କ ବିରୋଧରେ ଦୁର୍ନୀତି ମାମଲାରେ ସିବିଆଇ ଏକ ଏଫଆଇଆର ରୁଜୁ କରିଛି। ସମୀର ୱାଙ୍ଖଡେଙ୍କ ସମେତ ୫…

ରାସ୍ତା କଡ଼ରେ ବିକ୍ରି ହେଉଛି ମ୍ୟାଙ୍ଗୋ ଅଣ୍ଡା ଆମ୍‌ଲେଟ୍ : ଖାଇବାକୁ ଲୋକଙ୍କ ଭିଡ଼

ଆଜିକାଲି ସୋସିଆଲ ମିଡିଆରେ ଅଜବ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଭିନ୍ନ ଭିନ୍ନ ଖାଦ୍ୟର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳେ । କେହି ଚକୋଲେଟ୍ ମୋମୋସ୍‌, ଗୁପ୍‌ଚୁପ୍ ପ୍ରସ୍ତୁତ କରନ୍ତି ତ ଆଉ କିଏ ଅଜବ ଆଇସ୍‌କ୍ରିମ୍ ପ୍ରସ୍ତୁତ କରିଥାନ୍ତି । ଏବେ ଜଣେ ରାସ୍ତାକଡ଼ର ଉଠାଦୋକାନୀ ମ୍ୟାଙ୍ଗୋ…

ଖଟିଆର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦିନ ଥିଲା ଝୋଟରେ ପ୍ରସ୍ତୁତ ଖଟିଆ ପ୍ରତ୍ୟେକଙ୍କ ଘର ଅଗଣାରେ ଦେଖିବାକୁ ମିଳୁଥିଲା । ହେଲେ ଏବେ ଏହା କାଁ ଭାଁଙ୍କ ଘରେ ଦେଖିବାକୁ ମିଳୁଛି । ଏହି ଖଟିଆ ସାଧାରଣତଃ ରାସ୍ତା କଡ଼ରେ ମିଳିଯାଇଥାଏ,ଯାହାର ମୂଲ୍ୟ ବି ବହୁତ କମ୍ ଥାଏ । ହେଲେ ଏବେ ଏହି ଖଟିଆ ଖୁବ୍ ଚର୍ଚ୍ଚାରେ ଅଛି ।…

ବୟଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇ ହଟହଟା ହେଲେ ଗର୍ଲଫ୍ରେଣ୍ଡ: ହୋଟେଲରୁ ଖାଦ୍ୟ ପାର୍ସଲ ନେଇ ପ୍ରେମିକ ଫେରାର

ଯଦି କୌଣସି ବ୍ୟକ୍ତି କାହା ସହିତ ପ୍ରଥମ ଡେଟରେ ଯାଆନ୍ତି, ସେ ବହୁତ ଉତ୍ସାହିତ ହୋଇପଡ଼ନ୍ତି । ଏବେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ପ୍ରଥମ ଥର ଭେଟିବାକୁ ଯାଇ ଖାଦ୍ୟ ପାର୍ସଲ କରି ନେଇ ଚମ୍ପଟ ମାରିଥିଲେ । ହେଲେ ଏହାର ବିଲ ଦେଖି ଚକିତ ହୋଇପଡ଼ିଲେ ଗର୍ଲଫ୍ରେଣ୍ଡ । ଏହି ଘଟଣା ବିଷୟରେ ଝିଅଟି…