Latest Odisha News

BREAKING NEWS

Browsing Category

ଫିଚର

ଗୁଳି କରି ଲୁଟ ଉଦ୍ୟମ: ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ଲୋକେ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦାକୁ ଯାଇଥିବା ଜାତୀୟ ରାଜପଥ ନିକଟ ବାଇପାସ ଛକରେ ଗତକାଲି ରାତିରେ  ଗୁଣିକାଣ୍ଡ ଘଟିଯାଇଛି  । ତିନିଜଣ ଦୁର୍ବୃତ୍ତ ଧଳା ରଙ୍ଗ ପଲସରରେ ଆସି ଜଣେ ବ୍ୟାଙ୍କ କର୍ମଚାରୀ ଗୌରବ ଦାସ (୩୧ )ଓ ତାଙ୍କ ବନ୍ଧୁ କାର୍ତ୍ତିକ ସ୍ବାଇଁଙ୍କୁ ଲକ୍ଷ୍ୟ କରି ଗୁଳି ଚାଳନା…

ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

କେନ୍ଦ୍ରାପଡା: ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଏତଲା । ଏତଲା ଦେଇଛନ୍ତି ତାଙ୍କ ବୋହୂ ରୋନାଲି ବେହେରା। ଖାଲି ଶଶୀଭୂଷଣ ନୁହେଁ, ତାଙ୍କ ପତ୍ନୀ ସୁପ୍ରଭା ଏବଂ ପୁଅ ସତ୍ୟପ୍ରକାଶଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ରୋନାଲି । କେନ୍ଦ୍ରାପଡା…

ସରଳ ବ୍ୟବହାର ପାଇଁ ମୃତ୍ୟୁ ପରେ ପ୍ରାର୍ଥୀଙ୍କୁ ଜିତାଇଲେ ଭୋଟର

ବିଜନୌର: ସମସ୍ତେ କହନ୍ତି ରାଜନୀତିରେ କେବଳ ଅର୍ଥ ବଳ ବା ବାହୁବଳ ହିଁ ଜିତେ । ଏଠି ମଣିଷ ପଣିଆର ସ୍ଥାନ ନାହିଁ । ଏଠି ଦୟା, କ୍ଷମା ବା ସଚ୍ଚୋଟପଣିଆ ଜିତି ପାରେନି । ହେଲେ ନା, ମଣିଷ ପଣିଆ ସବୁବେଳେ ସବୁଠି ଜିତିଛି ଏବଂ ଜିତୁଛି ମଧ୍ୟ । ସ୍ନେହ, ଶ୍ରଦ୍ଧା ଆଉ ଦୟାଭାବ ପାଖରେ ବହୁତ ଦୁର୍ବଳ…

ପରଲୋକରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଡାକ୍ତର ସଞ୍ଜୟ ଶତପଥୀ

ଭୁବନେଶ୍ୱର:ପୂର୍ବତନ ରଣଜୀ ଟ୍ରଫି ପ୍ଲେୟାର ଡାକ୍ତର ସଞ୍ଜୟ ଶତପଥୀଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ଉପସ୍ଥିତ ଥିଲେ । ଡାକ୍ତର ଶତପଥୀ ଜଣେ ରଣଜୀ ପ୍ଲେୟାର ହେଲେ ମଧ୍ୟ ପେଷାରେ ଜଣେ ଡାକ୍ତର । ସେ…

ପରଲୋକରେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ

ଭୁବନେଶ୍ୱର : ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ ଭାବେ ଖ୍ୟାତ ଥିଲେ । ବନାରସ, ବମ୍ବେ,…

ଆସନ୍ତାକାଲି ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥି । ମହାପ୍ରଭୁଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ୨ୟ ଭୋଗମଣ୍ଡପ ଭୋଗ ଶେଷ ପରେ ଆରମ୍ଭ ହେବ ଏହି ନୀତି । ତେଣୁ କାଲି ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ତେବେ ସନ୍ଧ୍ୟା ୬ଟାରୁ ରାତି…

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ ଫଳାଫଳ ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟରୁ ପାଇପାରିବେ । ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ୧୮…

ନିଶା କାରବାରକୁ କେନ୍ଦ୍ରକରି ଗୁଳିକାଣ୍ଡ, ଜଣେ ଗୁରୁତର

ଖୋର୍ଦ୍ଧା : ସାମାନ୍ୟ ବଚସାରୁ ଫୁଟିଲା ଗୁଳି । ଜଣେ ଯୁବକ ଗୁରୁତର । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ପାନବରଜ ଗ୍ରାମର ଛକ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସାମ୍ନାରେ…

ସକାଳୁ ଛଟପଟ କଲାଣି ତାତି, ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୨ ଟପିଲା

ଭୁବନେଶ୍ୱର:ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି । ଛଟପଟ ହେଉଛନ୍ତି ରାଜ୍ୟବାସୀ । ହିଟ ୱେଭ ସକାଳ ୮ଟାରେ ବି ଅସ୍ତବ୍ୟସ୍ତ କରିଦେଉଛି । ଗତକାଲି ପଶ୍ଚିମ ଓଡ଼ିଶାରେ ସତେ ଯେମିତି ନିଆଁ ବର୍ଷା ହେଉଥିଲା । ଆଜି ବି ସେଥିରୁ ନିସ୍ତାର ନାହିଁ । ଆଜି ଓ ଆସନ୍ତାକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ…

ନଷ୍ଟ ହେବନି ଅସ୍ତି; ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ ପ୍ରତିଷ୍ଠା ହେବ ରାଜ୍ୟରେ ପ୍ରଥମ ବୋନ୍ ବ୍ୟାଙ୍କ

କଟକ: ରାଜ୍ୟରେ ପ୍ରଥମ ଅସ୍ତି(ବୋନ୍) ବ୍ୟାଙ୍କ କଟକରେ ଖୋଲିବାକୁ ଯାଉଛି। ଏଥିପାଇଁ ଏସ୍‌ସିବି ମେଡିକାଲ୍ କଲେଜ୍  ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗରେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍‌ ପାଇଁ ଟେଣ୍ଡର ଡକାଯାଇଛି। ଏସବୁ ସରିବା ପରେ ଆସନ୍ତା ୨୯ତାରିଖରେ ପରେ କଡ଼କ…