Latest Odisha News

BREAKING NEWS

Browsing Category

ଫିଚର

ଉଭୟ ଲୋକସଭା ଓ ବିଧାନସଭା ପାଇଁ ଆମେ ପ୍ରସ୍ତୁତ ଅଛୁ: ଇସିଆଇ 

ଭୁବନେଶ୍ୱର:ସରିଲା ସମୀକ୍ଷା। ନିର୍ବାଚନକୁ ନେଇ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କଲେ ନିର୍ବାଚନ ଆୟୋଗ। ସାମ୍ୱାଦିକ ସମ୍ମିଳନୀ କରି ଦେଇଛନ୍ତି ସୂଚନା। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ ଦଳ ପ୍ରତି ସମାନ…

ସୁପରଷ୍ଟର ୟଶ ଦୋକାନକୁ ଯାଇ କିଣିଲେ ଚକୋଲେଟ, ପ୍ରଶଂସକ ସ୍ତବ୍ଧ

ବାଙ୍ଗାଲୋର: କୌଣସି ବଡ ସୁପରଷ୍ଟାରକୁ ଆପଣମାନେ ସାଧାରଣ ଏକ ଜେନେରାଲ ଷ୍ଟୋରରେ ନିଜେ ଯାଇ ପତ୍ନୀଙ୍କ ପାଇଁ ଚକୋଲେଟ କିଣିବା ଦେଖିଛନ୍ତି । ଏହାର ଅଧିକାଂଶ ଉତର ନାଁ ହେବ । ତେବେ କନ୍ନଡ ସୁପରଷ୍ଟାର ୟଶ ସ୍ଥାନୀୟ ଏକ ମନ୍ଦିରକୁ ଯିବା ସମୟରେ ବାଟରୁ ପତ୍ନୀଙ୍କ ପାଇଁ ନିଜେ ଯାଇ ଏକ ଆଇସକ୍ୟାଣ୍ଡି…

‘Naughty Boy’କୁ ମହାକାଶ ପଠାଇଲା ଇସ୍ରୋ, ଜାଣନ୍ତୁ ନାମକରଣ ପଛର କାରଣ…

ନୂଆଦିଲ୍ଲୀ: ଆଉ ଏକ ଇତିହାସ ରଚିଛି ଇସ୍ରୋ। INSAT-3DS ଉପଗ୍ରହ ସାଟେଲାଇଟକୁ ଆଜି ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଉତକ୍ଷେପଣ କରିଛି ଇସ୍ରୋ। ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ପ୍ରାୟ ୫.୩୫ ମିନିଟରେ ଉତକ୍ଷେପଣ କରିଛି ଇସ୍ରୋ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ…

ଯଶସ୍ୱୀଙ୍କ ଶତକ : ଭାରତ ୩୨୨ ରନରେ ଅଗ୍ରଣୀ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୨୨ ରନର ଅଗ୍ରଣୀ ହାସଲ କରି ଭଲ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୧୯୬ ରନ ସଂଗ୍ରହ କରିଛି । ଯଶସ୍ୱୀ ଜୈସୱାଲ ୧୦୪ ରନ କରି ରିଟାୟରହର୍ଟ…

ଆସନ୍ତୁ ଜାଣିବା କିଏ ସେ ନାଭଲନୀ, ଯିଏ ପୁତିନଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲେ

ମସ୍କୋ: ରୁଷିଆରେ ଭ୍ଲାଡିମିର ପୁତିନଙ୍କ ବିରୋଧୀ ଭାବେ ପରିଚିତ ରାଜନେତା ଅଲେକ୍ସି ନାଭଲନୀଙ୍କ ପରଲୋକ ହୋଇଯିବା ସାରା ବିଶ୍ୱକୁ ଚକିତ କରିଛି । ରୁଷ ଅଧିକାରୀଙ୍କ ଅନୁସାରେ ଶୁକ୍ରବାର ଜେଲରେ ତାଙ୍କର ମୃତ୍ୟୁ ଘଟିଥିଲା । ସଂଯୁକ୍ତ ରାଷ୍ଟ୍ର ଏହି ମୃତ୍ୟୁର ନିରପେକ୍ଷ ଯାଂଚ ହେବା ଉଚିତ ବୋଲି…

ଅପରାଜିତାଙ୍କୁ ବିରୋଧ କଲେ ବିଜେପି କର୍ମୀ 

ବେଗୁନିଆ: ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତା ଷଡ଼ଙ୍ଗୀଙ୍କୁ ସେତିକି ବିରୋଧ ବଢୁଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରେ ବିରୋଧର ବହ୍ନି ଆହୁରି ବଢୁଛି। ତୀବ୍ର ଅସନ୍ତୋଷ ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାକୁ ପଡୁଛି ସାଂସଦଙ୍କୁ। ବେଗୁନିଆ- ବୋଲଗଡ଼ରେ…

ଆଖି ବୁଜିଲେ ଦଙ୍ଗଲର କୁନି ବବିତା ଫୋଗଟ

ମୁମ୍ବାଇ: ଅମୀର ଖାଙ୍କ ଦଙ୍ଗଲ ଫିଲ୍ମରେ ବବିତା ଫୋଗଟଙ୍କ ପିଲା ବେଳର ଭୂମିକା କରିଥିବା ସୁହାନୀ ଭଟ୍ଟନାଗରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ରିପୋର୍ଟ ମୁତାବକ ସୁହାନୀଙ୍କ ପାଦ…

ମିଶନ ଶକ୍ତି: ପୋଷାକ ପାଇଁ ପ୍ରତ୍ୟେକ ୭୦ ଲକ୍ଷ ମହିଳା ପାଇବେ ୧ହଜାର ଟଙ୍କା

ଭୁବନେଶ୍ୱର:ମିଶନ ଶକ୍ତିରେ ପ୍ରତ୍ୟେକ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନିଆ ଯାଉଛି ଅନେକ ପଦକ୍ଷେପ। ଏହାରି ମଧ୍ୟରେ ରାଜ୍ୟର ସମସ୍ତ ୭୦ ଲକ୍ଷ ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟ ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ (ଜିପିଏଲ୍ଏଫ୍), ବ୍ଲକ ସ୍ତରୀୟ ଫେଡେରେସନ୍ (ବିଏଲ୍ଏଫ୍) ଏବଂ…

କମଲ ଧରିବେ କମଳ!

ଭୋପାଳ:କମଳ ଧରିବେ କି କମଲନାଥ? କଂଗ୍ରେସ ହାତ ଛାଡି ଭାଜପା ଶିବିରରେ ପଦ୍ମ ଧରିପାରନ୍ତି କମଲନାଥ। ପୂର୍ବରୁ ଏ ନେଇ ଚର୍ଚ୍ଚା ହେଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମଧ୍ୟପ୍ରଦେଶ ଭାଜପା ସଭାପତି ଭିଡି ଶର୍ମା କହିଛନ୍ତି,…

ସରକାର ଦେଲେ ପ୍ରତିଶୃତି, ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ଵର: ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଦୀର୍ଘ ୩୧ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଣୀ ଚିକିତ୍ସକ । ଏନେଇ ସୂଚନା ଦେଇଛି ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ । ସଂଘ କହିଛି ଯେ, ଓଡ଼ିଶାର ପ୍ରାଣୀ ଚିକିତ୍ସକ ସଂଘର ଦାବି ସମ୍ପର୍କରେ…