Latest Odisha News

BREAKING NEWS

Browsing Category

ଫିଚର

ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା, ୫ ଗୁରୁତର

ଭୁବନେଶ୍ୱର : ବରମୁଣ୍ଡା ଓଭର ବ୍ରିଜରେ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ସଫେଇ ଗାଡ଼ିକୁ ପଛପଟୁ ପିଟିଲା ଟ୍ରକ୍ । ପଛକୁ ପଛ ପିଟିହେଲେ କାର୍‌, ସ୍କୁଟର ଏବଂ ଟ୍ରକ୍‌ । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ପ୍ରଥମେ ସ୍କୁଟରକୁ ପଛରୁ ଧକ୍କା ଦେଲା କାର୍‌ । ସ୍କୁଟର…

ଅଧିକ ଲେମ୍ବୁପାଣି ପିଉଛନ୍ତି କି ?  

ଖରାଦିନେ ଲେମ୍ବୁପାଣିର ଅଧିକ ଚାହିଦା ରହିଛି। ଘରେ ହେଉ ବା ରେଷ୍ଟୁରାଣ୍ଟ୍, ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଖରାଦିନେ…

ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ନିଜର ରାଜନୈତିକ ସ୍ବାର୍ଥ ପାଇଁ ସାଧନ କହି କାଉଣ୍ଟର କଲା ବିଜେପି

ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ସମ୍ବଲପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ଉପରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ କହିଛି ବିଜେପି। ସୋମବାର ପ୍ରେସମିଟ୍ କରି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ବିଜେପି…

ଦୁର୍ଘଟଣା ହ୍ରାସ ଲକ୍ଷ୍ଯ: କଡା କଡି ଚେକିଂ କରିବାକୁ ଡିଜିପିଙ୍କୁ ଉଷା ପାଢୀଙ୍କ ଚିଠି

ଭୁବନେଶ୍ୱର: ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଦ୍ୱାରା ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଗିରଫ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର…

ସକାଳେ ଇସ୍ତଫା, ସଞ୍ଜକୁ ନିଷ୍ପତ୍ତିରୁ ଓହରିଲେ ଝାରସୁଗୁଡା କଂଗ୍ରେସ ସଭାପତି

ଝାରସୁଗୁଡା: ସକାଳେ ଇସ୍ତଫା ଦେଇଥିଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ପଦରୁ କିନ୍ତୁ ସଞ୍ଜକୁ ନିଜ ନିଷ୍ପତ୍ତିରୁ ଓହରିଛନ୍ତି ଅଶୋକ ମିଶ୍ର। ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପ୍ରଚାର ଜମିଥିବା ବେଳେ ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ଦଳକୁ ଗୋଟିଏ ବଡ ଝଟକା…

୨୦୨୩ ଏପ୍ରିଲରେ ଜିଏସ୍‌ଟି ଆଦାୟ ସର୍ବାଧିକ ୧. ୮୭ ଲକ୍ଷ କୋଟି ଟଙ୍କା

ଭୁବନେଶ୍ୱର: ୨୦୨୩ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ସେଥିରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୩୮, ୪୪୦ କୋଟି, ରାଜ୍ୟ ଜିଏସ୍‌ଟିର ଅଂଶ ୪୭, ୪୧୨ କୋଟି ଓ ସମନ୍ୱିତ ଜିଏସ୍‌ଟିର ପରିମାଣ ୮୯, ୧୮୫ କୋଟି ଟଙ୍କା । ଏଥିରେ ସାମଗ୍ରୀ ଆମଦାନୀ ଜନିତ…

ସମ୍ବଲପୁର ହିଂସା ପୂର୍ବରୁ ଗୁଇନ୍ଦା ରିପୋର୍ଟ, ପ୍ରକାଶିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରସନ୍ନ

ଭୁବନେଶ୍ୱର: ସମ୍ବଲପୁର ହିଂସା ବାବଦରେ ଗୁଇନ୍ଦା ରିପୋର୍ଟ ଆଗୁଆ ସୂଚନା ଦେଇଥିଲା। କିନ୍ତୁ ଏସପି ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବ କରିବାରୁ ହିଂସା ନେଇଛି ଜଣଙ୍କ ଜୀବନ। ଶନିବାର ଗୁଇନ୍ଦା ରିପୋର୍ଟ ସାର୍ବଜନୀନ ହେବା ପରେ ଏଭଳି କିଛି କହି ବିରୋଧୀ ସରକାରକୁ ଘେରିଥିବା ବେଳେ ଅଡୁଆରେ…

ଛାଡପତ୍ର ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ ୬ ମାସ ଅପେକ୍ଷା କରିବା ଜରୁରୀ ନୁହେଁ

ନୂଆଦିଲ୍ଲୀ: ଛାଡପତ୍ର ସହ ଜଡିତ ପ୍ରସଙ୍ଗରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ବା ଖଣ୍ଡପୀଠ କହିଛନ୍ତି ଯେ ଯଦି ଦମ୍ପତ୍ତିଙ୍କ ସମ୍ପର୍କର ସୁଧାର ଆଣିବା ପାଇଁ କୌଣସି ସୁଯୋଗ ନାହିଁ, ତେବେ ଦମ୍ପତ୍ତି ୬ ମାସର ବାଧ୍ୟତାମୂଳକ ଅପେକ୍ଷା ପାଇଁ ଅପେକ୍ଷା କରିବେ ନାହିଁ। ସମ୍ବିଧାନ ବେଞ୍ଚ…

ରାହୁଲ ଗାନ୍ଧୀଙ୍କ ପରେ ଆଉ ଜଣେ ସାଂସଦ ହରାଇଲେ ପଦ, କୋର୍ଟ ଦ୍ୱାରା ହୋଇଥିଲେ ଦଣ୍ଡିତ

ନୂଆଦିଲ୍ଲୀ: ମାଫିଆ ମୁଖତାର ଅନସାରୀର ବଡ ଭାଇ ଅଫଜଲ ଅନସାରୀର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ସୋମବାର  ଲୋକସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଅଫଜଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ଗାଙ୍ଗଷ୍ଟର ଆକ୍ଟ ମାମଲାରେ ଗାଜୀପୁର…

ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ…