Latest Odisha News

BREAKING NEWS

Browsing Category

ଫିଚର

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ଗେଟ

ସିଡନୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମ ଦିବସ ଅବସରରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ ସଚିନ ଏବଂ ଲାରାଙ୍କ ନାମରେ ଗେଟକୁ ନାମିତ କରାଯାଇଛି । ଆଜିର ଦିନରେ ଲାରା ତାଙ୍କ କ୍ୟାରିୟରର ୩୦ତମ ଶତକ ହାସଲ କରିଥିଲେ । ଦୁଇଜଣଙ୍କୁ ଏକତ୍ର…

ରାଜସ୍ଥାନରେ କଂଗ୍ରେସର ବିଜେପି ମଡେଲ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିକୁ ନେଇ ନୂଆ ଖବର। ନିର୍ବାଚନ ଆସନ୍ନ ଥିବାବେଳେ ମୁଖ୍ୟମନ୍ତ୍ରୀ ଗେହଲଟ ପାଇଲଟ ଲଢେଇ ତୀବ୍ର ରୂପ ନେଉଛି। ଏପରିକି କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଯୁଦ୍ଧ୍ଯଂଦେହୀ ଡାକରା ଦେଇଥିବା…

ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହେଲା ଜୁମେରା ୱେ ଦ୍ୱୀପର ଖାଲି ପ୍ଲଟ

ଦୁବାଇ: ଦୁବାଇର ଜୁମେରା ୱେ ଦ୍ୱୀପରେ ଏକ ୨୪,୫୦୦ ସ୍କ୍ୱାୟର ଫିଟ ପ୍ଲଟ ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହୋଇଛି । ପୂର୍ବରୁ ଲକ୍ସରୀ ଘର, ଫ୍ଲାଟ ଓ ଭିଲ୍ଲାକୁ ଅଧିକ ଦରରେ କିଣା ଯାଉଥିବା ଦେଖାଯାଇଛି । ମାତ୍ର ଖାଲି ପ୍ଲଟକୁ ଏତେ ଦରରେ କିଣିବା ଏକ ରେକର୍ଡ ବୋଲି କୁହାଯାଉଛି । ଦୁବାଇ…

‘ବିଜେପି ଟାର୍ଗେଟରେ’, ବିରୋଧୀ ହଟାଇବେ ନା ହଟିବେ ?

ଭୁବନେଶ୍ୱର: ବିରୋଧୀ ବିଜେପି ମୁହାଁମୁହିଁ। କେହି କାହାକୁ ଛାଡିବା ଅବସ୍ଥାରେ ନାହାଁନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ଲଢେଇ ଆରମ୍ଭ ହୋଇଗଲାଣି। ଦେଶର ବିଭିନ୍ନ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଯେଉଁ ରାଜ୍ୟରେ ଶକ୍ତ ଆଞ୍ଚଳିକ ଦଳ ଅଛନ୍ତି ଓ ବିଜେପିକୁ କଡା…

କେବେ ଭାଙ୍ଗିବ ସିନ୍ଦେ ବିଜେପି ସରକାର?

ଭୁବନେଶ୍ୱର: ଦେଶରେ ଏବେ ମହାରାଷ୍ଟ୍ର ଚର୍ଚ୍ଚା ଅନ୍ୟ ସବୁ ଚର୍ଚ୍ଚାକୁ ବଳିଯାଇଛି। ମହାରାଷ୍ଟ୍ର ରାଜନୀତି କେଉଁ ରୂପ ନେବ ତାକୁ ନେଇ ସାରା ଦେଶର ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି। ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ଓ ଏକନାଥ ସିନ୍ଦେ ଗୋଷ୍ଠୀର ପ୍ରତିକ୍ରିୟା ଆଦିକୁ ଦେଖିଲେ…

‘କର୍ଣ୍ଣାଟକ ନିର୍ବାଚନ’, ରାହୁଲ କରୁଛନ୍ତି, ମୋଦି ଆରମ୍ଭ କରିବେ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଏବେ ଜମୁଛି। କଂଗ୍ରେସ ଓ ବିଜେପି ଭିନ୍ନ ଭିନ୍ନ ରାଜନୈତିକ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ଦୁଇ ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି।…

ପାକିସ୍ତାନୀ ପତ୍ରକାର, ଲେଖକ ତାରେକ ଫତେହଙ୍କ ପରଲୋକ

ଓଟୱା: ପାକିସ୍ତାନର ଖ୍ୟାତନାମା ପତ୍ରକାର ତଥା ଲେଖକ ତାରେକ ଫତେହଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଝିଅ ନତାଶା ବାପାଙ୍କ ନିଧନ ସୋସିଆଲ ମିଡିଆ ମାଧ୍ୟମରେ ପୃଷ୍ଟି କରିଛନ୍ତି । ଶୁକ୍ରବାର ତାଙ୍କ…

ବ୍ରିଜଭୂଷଣଙ୍କୁ ଗିରଫ ଦାବିରେ ସୁପ୍ରିମକୋର୍ଟ ଗଲେ ରେସଲର

ନୂଆଦିଲ୍ଲୀ: ନ୍ୟାୟ ପାଇଁ ରାଜରାସ୍ତାରେ ଭାରତର ଷ୍ଟାର ରେସଲର । ଯୌନ ନିର୍ଯ୍ୟାତନା ମାମଲାରେ ସେମାନେ ଏଫଆଇଆର ରୁଜୁ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି, ସେ ପର୍ଯ୍ୟନ୍ତ ଆମ ଧାରଣା ଜାରୀ ରହିବ ବୋଲି ବିନେଶ ଫୋଗଟ, ବଜରଙ୍ଗ ପୁନିଆ ଓ ସାକ୍ଷୀ…

ବିଦ୍ୟୁତ କାଟ ହେଉନି, ପାୱାର ଲାଇନ ଟ୍ରିପ ହେଉଛି-ମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନରେ ବିଦ୍ୟୁତ କାଟ ହେବ ନାହିଁ ।  ସରକାର ଏମିତି ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟବାସୀଙ୍କୁ । ହେଲେ ଖରାଦିନ ଆରମ୍ଭରୁ ବିଦ୍ୟୁତ କାଟ ନାକେଦମ କରି ଦେଲାଣି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବାବେଳେ ରାଜ୍ୟ ସରକାର କହିଛନ୍ତି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଉଛି…

ତ୍ରୁଟି ସ୍ୱୀକାର କଲେ ଓଏସଏସସି; ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହୋଇଥିବା ପ୍ରିଲିମନାରୀ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ଏ ନେଇ ସୋମବାର ଓଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ  ବିଭାଗର ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଓଡ଼ିଆ…