Latest Odisha News

BREAKING NEWS

Browsing Category

ଫିଚର

ପାଦ୍ରୀଙ୍କୁ ବିଶ୍ୱାସ କରି ଭୋକ ଉପାସରେ ରହିଲେ… ତା ପରେ ଆସିଲା ଦୁଃଖଦ ଖବର

ନାଇରୋବି: କେନିୟାରେ ନାଇରୋବିରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ଆଖିରେ ଲୁହ ଆଣିଦେବ । ପାଦ୍ରୀଙ୍କ କଥାରେ ଭଗବାନଙ୍କୁ ଭେଟିବେ ବୋଲି ଭୋକ ଉପାସରେ ରହି ଅନୁଗାମୀମାନେ ଟଳି ପଡିଥିଲେ । ନାଇରୋବିର ପୂର୍ବାଂଚଳରେ ପାଦ୍ରୀ ପଲ ମ୍ୟାକେଞ୍ଜିଙ୍କ ଜାଗା ଉପରେ ନିର୍ମିତ ହୋଇଥିବା…

୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟିର ସୁଧ ରିହାତି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଚାଷୀଙ୍କ ପାଇଁ ଖୁସି ଖବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ମିିଳିଲା ସୁଧ ରିହାତି । ୩୫ ଲକ୍ଷ ଚାଷୀ ଏହି ରିହାତି ସୁବିଧା ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର Convention Centerରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ…

ରାଜଧାନୀରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା; ହଷ୍ଟେଲ ଛାତରେ ଝୁଲି ପଡିଲେ

ଭୁବନେଶ୍ୱର: ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ଆତ୍ମହତ୍ୟାର ଦିନଟିଏ ଯାଇଛି, ପୁଣି ଏକ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ୨୪ ଘଣ୍ଟାରେ  ରାଜଧାନୀରେ ଦୁଇ ଦୁଇ ଜଣ ଛାତ୍ରଙ୍କ ଆତ୍ମହତ୍ୟା ।  ଓଡ଼ିଶା ୟୁୁନିଭର୍ସିଟି ଅଫ ଟେକ୍ନୋଲଜି ଆଣ୍ଡ ରିସର୍ଚ୍ଚ (OUTR) ର ଛାତ୍ର ରସି ଦେଇ…

‘କଥା ରଖି ପାରିଲିନି, ମୋତେ ଭୁଲିଯାଅ..’ ଶେଷ ବାର୍ତ୍ତା ଦେଇ ୮ ମହଲାରୁ ଡେଇଁ ପଡ଼ିଲେ ଆଇନ ଛାତ୍ର

ଭୁବନେଶ୍ୱର:‘ଦେଇଥିବା ପ୍ରତିଶ୍ରୁତି ପାଇଁ ମୁଁ ଦୁଃଖିତ । ସେ ପ୍ରତିଶୟୁତି ରଖି ପାରିଲିନି କି ରଖିପାରିବିନି । ଏକ ଖରାପ ସ୍ମୃତି ବୋଲି ଭାବି ମୋତେ ଭୁଲିଯାଅ ।’ ଇନଷ୍ଟାରେ ଶେଷ ବାର୍ତ୍ତା ଦେଇ ୮ ମହଲା ଛାତରୁ ଡେଇଁ ପଡିଲେ ଛାତ୍ର । ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।…

ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ତ୍ରୁଟି; ଓଡ଼ିଆରେ ପ୍ରଶ୍ନପତ୍ର ଦେଖି ମୁଣ୍ଡ ଘୁରିଗଲା, କିଛି ବୁଝି ହେଲାନି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟି । ଓଡ଼ିଆରେ ଲେଖା ହୋଇଛି ପ୍ରଶ୍ନ ହେଲେ ଓଡ଼ିଆ ପିଲା ବୁଝି ପାରୁନାହାନ୍ତି । ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍‌କୁ ଯାଇଥିବା ଛାତ୍ରଛାତ୍ରୀ ବି ଖାତାରେ…

ବିଜ୍ଞାନ ବହିରୁ ହଟିଲା ଚାର୍ଲ୍ସ ଡାରୱିନ୍‌ଙ୍କ ଏଭୋଲ୍ୟୁସନ ଥିଓରୀ

ନୂଆଦିଲ୍ଲୀ: ଏନ୍‌ସିଇଆର୍‌ଟି ପାଠ୍ୟ ପୁସ୍ତକରେ ଅନେକ ବିବାଦୀୟ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଗାନ୍ଧୀଙ୍କ କଥା, ପରେ ମୌଲାନା ଆଜାଦଙ୍କ କଥା ..ଏହିଭଳି ଅନେକ ଇତିହାସକୁ ପାଠ୍ୟ ବିଷୟରୁ ହଟାଇ ଦିଆଯିବାରୁ ଏହାକୁ ନେଇ ବିରୋଧ ହୋଇଛି। ଏବେ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ମହାନ ବୈଜ୍ଞାନିକ…

କାହିଁକି କୋଭିଡ୍ ପାଇଁ ବଢିଲା ବାଲ୍ୟ ବିବାହ ସଂଖ୍ୟା ? ଦକ୍ଷିଣ ଏସିଆରେ ସ୍ଥିତି ଚିନ୍ତା ଜନକ

ନୂଆଦିଲ୍ଲୀ: ବାଲ୍ୟ ବିବାହ ପାଇଁ କରୋନା ଦାୟୀ। କୋଭିଡ୍‌-୧୯ ଯୋଗୁ ବାଲ୍ୟ ବିବାହ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ନିକଟରେ ୟୁନିସେଫ୍‌(UNICEF) ପ୍ରକାଶ କରିଥିବା ଏକ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ସାରା ବିଶ୍ୱ ତୁଳନାରେ ଦକ୍ଷିଣ ଏସିଆରେ ବାଲ୍ୟବଧୂଙ୍କ…

ପ୍ରୟାଗରାଜ ହୋଟେଲରୁ ଡେପୁଟି ସିଏମଓଙ୍କ ମୃତଦେହ ଉଦ୍ଧାର; ହତ୍ୟା ନ ଆତ୍ମହତ୍ୟା ଜଣାପଡିନି

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ହୋଟେଲରୁ ଉଦ୍ଧାର ହୋଇଛି ଡେପୁଟି ସିଏମଓ ଡା ସୁନୀଲ କୁମାର ସିଂହଙ୍କ ମୃତଦେହ ।  ସୁନୀଲଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ସୁନୀଲ ବନାରସର ବାସିନ୍ଦା ଥିଲେ । ସେ ଏଠାରେ…

ବଡିଗାର୍ଡଙ୍କ ସହ ଧକ୍କାରୁ ବର୍ତ୍ତିବା ପରେ ଏମିତି ପ୍ରତିକ୍ରିୟା ଦେଲେ ନ୍ୟାସା.. ୟୁଜର୍ସ କହିଲେ ଯେମିତି ମା’- ସେମିତି…

ମୁମ୍ବାଇ: ଅଜୟ ଦେବଗନ ଏବଂ ଜାଜଲଙ୍କ ଲାଡଲି  ନ୍ୟାସାଙ୍କୁ ନେଇ ଆଜିକାଳି ଖୁବ ଚର୍ଚ୍ଚା । ନ୍ୟାସାଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡ଼ିଆାରେ ଖୁବ ଭାଇରାଲ ହେଉଛି ଆଜିକାଲି । ନ୍ୟାସା ଦେବଗନ ତାଙ୍କର ବେଷ୍ଟ ଫ୍ରେଣ୍ଡ ଓରିଙ୍କ ସହ ଆଜିକାଲି ଖୁବ ପାର୍ଟି ଏବଂ ଡିନରରେ ଯାଉଛନ୍ତି । ଏଇ ରବିବାର…

ବୟସର ଅର୍ଦ୍ଧଶତକରେ କ୍ରିକେଟର ମାଂଉଟ ଏଭେରେଷ୍ଟ ସଚିନ

ମୁମ୍ବାଇ: କ୍ରିକେଟର ଭଗବାନ, ରନ ମେସିନଠାରୁ ଆରମ୍ଭ କରି ଅନେକ ନାମରେ ସଚିନ ତେନ୍ଦୁଲକର ନାମିତ । ଭାରତ ପାଇଁ ସେ କ୍ରିକେଟର ଆଶୀର୍ବାଦ । ଖେଳୁଆଡ ମନୋଭାବର ସେ ଥିଲେ ଜ୍ୱଳନ୍ତ ଉଦାହରଣ । ଭାରତକୁ ଆଧୁନିକ କ୍ରିକେଟରେ ଭାରତକୁ ଆଗଧାଡିରେ ସାମିଲ କରାଇବାରେ ସଚିନଙ୍କ ଭୂମିକା ଅବର୍ଣ୍ଣନୀୟ ।…