Latest Odisha News

BREAKING NEWS

Browsing Category

ଫିଚର

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ପୁଅ ଅସଦକୁ ଏନ୍‌କାଉଣ୍ଟର କଲା ୟୁପି ପୁଲିସ; ଯୋଗୀଙ୍କ ପ୍ରଶଂସା

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦର ପୁଅ ଅସଦକୁ ଏନ୍‌କାଉଣ୍ଟର କଲା ଉତ୍ତର ପ୍ରଦେଶ ପୁଲିସ। ଆଜି ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍) ଟିମ୍‌ ସର୍ଚ୍ଚ ଅପରେସନ ବେଳେ ଝାନ୍‌ସୀରେ ଅସଦକୁ ଏନ୍‌କାଉଣ୍ଟର କରିଛି।  ଉମେସ ପାଲ୍ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକ ଅସଦ ଓ ଗୁଲାମକୁ…

ଓଲଟି ପଡିଲା ଦେଶୀ ଡ଼ଙ୍ଗା: ୪ ନିଖୋଜ

କୋରାପୁଟ:କୋରାପୁଟରେ ଡଙ୍ଗା ଦୁର୍ଘଟଣା । ଦେଶୀ ଡଙ୍ଗା ବୁଡି ଯାଇ ୪ ଜଣ ନଖୋଜ ହୋଇ ଯାଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ସେମିଳିଗୁଡା ମୁଖିଗୁଡାଇରୁ । ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରୁ ୮ ଜଣ ଲୋକ ଏକ ଦେଶୀ ଡଙ୍ଗାରେ ଯାଉଥିଲେ । ସେମାନେ ତେନ୍ତୁଳିପଦର ଆସୁଥିଲେ  ।…

ଦେଶରେ କମୁଛି, ହେଲେ ରାଜ୍ୟରେ ବଢୁଛି ବେକାରୀ ହାର

ଭୁବନେଶ୍ୱର: ଦେଶରେ କମୁଛି ବେକାରୀ ସମସ୍ୟା । ୨୦୧୭ ତୁଳନାରେ ୨୦୨୨ର ବେକାରୀ ସମସ୍ୟା ହାର ହ୍ରାସ ପାଇଛି । ଏକଥା ଆମେ କହୁନୁ । ଏକଥା କହୁଛି  ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ ଷ୍ଟାଟିଟିକ୍ସ ବିଭାଗ ।ଏହି ରିପୋର୍ଟ କହୁଛି, ଦେଶର ଅଧିକାଂଶ ରାଜ୍ୟରେ ନିଯୁ୍କ୍ତି ହାର ବଢିଛି । ହେଲେ…

ଟ୍ୟୁବୱେଲ ପାଖରେ ପଡିଥିଲା ମୃତଦେହ; ପରିବାର ଲାେକେ କହିଲେ ଅଂଶୁଘାତ ମୃତ୍ୟୁ

ନୂଆପଡା: ଖରାର ପ୍ରକୋପ ବଢି ଚାଲିଥିବାେଳେ ନୂଆପଡା ଜିଲ୍ଲାରୁ ଆସିଛି ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୃୁର ଖବର ।  ନୂଆପଡା ଥାନା ଗୋଡଫୁଲା ପଞ୍ଚାୟତ ଜୁନାନି ଗାଁର ବାଜେ ବିଭାର (୪୨) ଙ୍କ ମୃତ୍ୟୁ ଘଟିଛି । ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ପରିବାର ତରଫରୁ ଅଭିଯୋଗ ହୋଇଛି । ସୁଚନା…

ଚେତିଲା ବନ ବିଭାଗ; ଖୋଜୁଛି ହାତୀ ମୃତ୍ୟୁର କାରଣ

ବାରିପଦା: ହାତୀର ମୃତ୍ୟୁ ପରେ ବନବିଭାଗର ଚେତା ପଶିଛି । ହାତୀ ମୃତ୍ୟୁର କାରଣ ଖୋଜୁଛି ବନବିଭାଗ । କାରଣ ଖୋଜିବା ପାଇଁ ବନବିଭାଗ ଉପରିସ୍ଥ ଅଧିକାରୀଙ୍କ ସମେତ ସ୍ପେଶାଲ ଟାସ୍କଫୋର୍ସ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ହେଲେ ଏବେ ସୁଦ୍ଧା ପାଉନାହାନ୍ତି ଖିଅ । ଗତକାଲି…

ଖରା ପ୍ରକୋପ: ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା କାମ ବନ୍ଦ

ଭୁବନେଶ୍ୱର:ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢୁଛି । ଆହୁରି ୩ ଦିନ କଲବଲ କରିବ । ଏପ୍ରିଲରେ ସ୍ଥିତି ଏମିତି । ମେ’ ରେ କ’ଣ ହେବ ? ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ଏକ ବୖେଠକ ଡକା ଯାଇଥିଲା । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଗ୍ରୀଷ୍ମ…

ଏଥର ବି ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ଡାକିଲେନି; ତ୍ରୁଟି ନା ରାଗ ସୁଝାଇଲେ !

ଭୁବନେଶ୍ୱର: ଭୁବନେଶ୍ୱର ପ୍ରତିଷ୍ଠା ଦିବସରେପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅସମ୍ମାନ ।  ଗତ ଥର ବି ପ୍ରତିଷ୍ଠା ଦିବସ ପାଳନ ଉତ୍ସବକୁ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଏଥର ବି ଡକାଗଲାନି । ହେଲେ କାହିଁକି ? କାହିଁକି ବିଏମସି ସାଂସଦଙ୍କୁ ନିମନ୍ତ୍ରଣ କଲାନି ? ଗତ…

ଏସୀୟ କୁସ୍ତି ଚାମ୍ପିୟନଶିପ: ଭାରତକୁ ତୃତୀୟ ସ୍ଥାନ

ନୂଆଦିଲ୍ଲୀ: ଏସୀୟ କୁସ୍ତି ଚାମ୍ପିୟନଶିପରେ ଭାରତୀ ରେସଲରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଚାମ୍ପିୟନଶିପରେ ଭାରତ ୭ ପଦକ ଜିତି ତୃତୀୟ ସ୍ଥାନ ହାସଲ କରିଛି । ଅନ୍ତିମ ପଙ୍ଘାଲ ରୌପ୍ୟ ପଦକ ଜିତିଥିବା ବେଳେ ଅଂଶୁ ମଲିକ, ସୋନମ ମଲିକ, ମନୀଷା, ରିତିକ ହୁଡା, ନିଶା ଦାହିୟା ବ୍ରୋଞ୍ଜ ପଦକ…

ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ; ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା

ସମ୍ବଲପୁର:ହନୁମାନ ଜୟନ୍ତୀ ରାଲିବେଳେ ସମ୍ବଲପୁର ସହରରେ ଦେଖା ଦେଇଥିବା ଅସନ୍ତୋଷ ନିଆଁ ଏବେ ବି ଥମିନି । ଏହାକୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ ସମ୍ବଲପୁରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି  । ଶାନ୍ତିଶୃଙ୍ଖଳା…

ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା ଟ୍ରକ; ଚାଲିଗଲା ୮ ଜୀବନ

ଚଣ୍ଡୀଗଡ:ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ।  ଶ୍ରଦ୍ଧାଳୁଙ୍କୁ ଦଳିଦେଲା ଟ୍ରକ ।  ଚାଲିଗଲା ୮ ଜୀବନ । ଅନେକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପଞ୍ଜାବର ଗଢଶଙ୍କରଠାରେ । ସବୁଠୁ ହୃଦୟ ବିଦାରକ କଥା ହେଉଛି ସମସ୍ତ ମୃତକ ଗୋଟିଏ…