Latest Odisha News

BREAKING NEWS

Browsing Category

ଫିଚର

ସକାଳୁ ସକାଳୁ ଭାଜିହେଲା ସାରା ରାଜ୍ୟ; ଗ୍ରୀଷ୍ମ ମୁକାବିଲା ପାଇଁ ବୈଠକ ଡାକିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଅସହ୍ୟ ଗରମରେ ଛଟ ପଟ ହେଉଛି ସାରା ଓଡ଼ିଶା । ଆହୁରି ୩ ଦିନ ଏମିତି କଲବଲ କରିବ ତାତି । ଆଜି ସକାଳୁ ସକାଳୁ ଅସହ୍ୟ ହେଲାଣି ଗରମ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୬ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଲାଣି । ସାଢେ ୮ଟାରୁ ଏମିତି ।  ଆହୁରି ସାରା ଦିନ ରହିଛି । ରାଜଧାନୀରେ…

୭୫ ବର୍ଷରେ ପାଦ ଥାପିଛି ଭୁବନେଶ୍ୱର ; ବଦଳିଛି ରଙ୍ଗ, ରୂପ ତଥାପି ରହିଛି ଅନେକ ସମସ୍ୟା

ଭୁବନେଶ୍ୱର : ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ମନ୍ଦିର ମାଳିନୀ ମାଟି ଉପରେ ତିଆରି ହୋଇଥିଲା ନୂଆ ନଗର । ୧୯୪୮ ମସିହା ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ…

ଅଣ୍ଡା ଖୋଳପା ଫୋପାଡ଼ୁଛନ୍ତି କି ? ଘରର ଏହିସବୁ କାମରେ ଆସିପାରେ ଜାଣନ୍ତୁ…..

ଅନେକ ପନିପରିବା ଏବଂ ଫଳ ଅଛି ଯାହାର ଚୋପା ବହୁତ ଉପକାରୀ ହୋଇଥାଏ । ସେହିପରି ଅଣ୍ଡା ଖୋଳପା ମଧ୍ୟ ବେଶ୍‌ ଉପକାରୀ ।  କିନ୍ତୁ ଆପଣ ଭାବୁଥିବେ ଏହି ଅଣ୍ଡା ଖୋଳପା କେଉଁ କାମରେ ଆସିପାରିବ । ଅଣ୍ଡାରେ ପ୍ରୋଟିନ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ ।  କିନ୍ତୁ ଏହି ଅଣ୍ଡା ଖୋଳପା ଘର…

ଦିଲ୍ଲୀରେ ମୋଦୀ ବିରୋଧୀ ନେତାଙ୍କୁ ଭେଟୁଛନ୍ତି ନୀତିଶ, କ୍ଷମତାରେ ଦୁର୍ନୀତିଗ୍ରସ୍ତ ସରକାର କହିଲେ ଆପ୍ ମୁଖ୍ୟ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ତାଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ…

ରଥଯାତ୍ରା ପୂର୍ବରୁ ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ ତ?

ପୁରୀ: ଆଗକୁ ରଥଯାତ୍ରା। ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକ ଶ୍ରୀକ୍ଷେତ୍ରକୁ ଦୌଡି ଆସିବେ। ରଥଯାତ୍ରାକୁ ଆଉ ମାତ୍ର ଦୁଇ ମାସ ବାକି ଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହାରି…

ବାରିପଦାରେ ମୋଦୀ ସରକାର ତିଆରି କରିବେ ଆଦିବାସୀ ବିଶ୍ବବିଦ୍ୟାଳୟ!

ବାରିପଦା: ବାରିପଦାରେ ରାଜ୍ୟର ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା ଚାଲିଛି। ଯାହା ସମ୍ପୂର୍ଣ୍ଣ ହେଲେ ଇତିହାସ ରଚିବ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହି ପଦକ୍ଷେପ ନିଆଯାଉଛି। ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ଯକ ଜମି…

୪୩ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ପାଲଟିଲା ଏସିଆ ମହାଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ସହରରେ ବୁଧବାର ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଯାହା ଏସିଆ ମହାଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେଲା ରାଜ୍ୟରେ ଲଗାତର ଭାବେ ତାପମାତ୍ରା ବୃଦ୍ଧି…

ଦ୍ବିତୀୟ ଥର ପାଇଁ ଅପରାଜିତାଙ୍କୁ ‘ପ୍ରତିଷ୍ଠା ଦିବସ’ରେ ଆମନ୍ତ୍ରଣ କରାନଯିବା ପଛର କାରଣ କ’ଣ?

ଭୁବନେଶ୍ୱର: ରାତି ପାହିଲେ ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ। ଏହାକୁ ନେଇ ବିଏମସି ତରଫରୁ ବ୍ୟାପକ ଆୟୋଜନା ହୋଇଛି। ହେଲେ ଖୋଦ୍ ରାଜଧାନୀର ସାଂସଦ ତଥା ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କୁହାଯାଉଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଏହି…

ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ହିଂସା, ୧୦ ପୋଲିସ ଆହତ

ସମ୍ବଲପୁର: ବୁଧବାର ସନ୍ଧ୍ୟାରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ବେଳେ ଘଟିଥିବା ହିଂସାକାଣ୍ଡରେ ସମ୍ବଲପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଏଏସପି) ଏବଂ ଧନୁପାଲି ଥାନାର ଆଇଆଇସି ସମେତ ୧୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଆଇଆଇସି ଅନିତା ପ୍ରଧାନଙ୍କୁ ବୁର୍ଲାକୁ ଚିକିତ୍ସା ପାଇଁ…

ଟଙ୍କଧର ତ୍ରିପାଠୀ ହେଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ

ଝାରସୁଗୁଡା: ବିଜେପି ନେତା ଟଙ୍କଧର ତ୍ରିପାଠୀ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପଞ୍ଜାବର ଜଳନ୍ଧର ଲୋକସଭା ଆସନ ସହ ଝାରସୁଗୁଡା ବିଧାନସଭା ଉପନିର୍ବାଚନପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗତକାଲି ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା। ଏହି ବୈଠକ…