Latest Odisha News

BREAKING NEWS

Browsing Category

ଫିଚର

ସ୍ୱର୍ଗଦ୍ୱାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା । ସାତକଡି ହୋତା ଅମର ରହେ ଧ୍ୱନି ଓ ତୋପ ସଲାମୀ ଦିଆଯିବା ପରେ ବଡ଼ପୁଅ ସଂଜୀବ ହୋତା ଶବାଧାର ରେ ମୁଖାଗ୍ନି…

ମଶାଙ୍କ ଝଡ ଦେଖି ପୁଣେ ବାସୀ ସ୍ତବ୍ଧ

ପୁଣେ: ଏଠାରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ସଂଖ୍ୟାର ମଶା ଏକ ପ୍ରକାର ଝଡର ବାତାବରଣ ସୃଷ୍ଟି କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ପୂର୍ବରୁ ସ୍ଥାନୀୟ ବାସିନ୍ଦା ଏତେ ମାତ୍ରାରେ ମାଶା ଏକକାଳୀନ ଦେଖି ନ ଥିଲେ । କେଶବନଗର, ଖରାଡି ଓ…

ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ, ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ଡାକରା

ଝାରସୁଗୁଡା: ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ । ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଜିଲ୍ଲା ମାନ୍ୟତାକୁ ୩୧ ବର୍ଷ ପୁରିଯାଇଥିଲେ ମଧ୍ୟ…

୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ଏକ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ…

ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଧୀରକୁଟ ବସ୍ତି ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ୪ ଦୁର୍ବୃତ୍ତ । ଆଉ ଦୁଇ ଜଣଙ୍କୁ ଧରିବାକୁ ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଖବର ମୁତାବକ,…

ବିଭିନ୍ନ ଦାବି ନେଇ ଶ୍ରମିକ ମହାସଂଘ ପକ୍ଷରୁ ନୂଆପଡ଼ା ଜିଲ୍ଲା ୮ ଘଣ୍ଟିଆ ବନ୍ଦ

ନୂଆପଡ଼ା: ଆଜି ୮ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ । ବିଭିନ୍ନ ଦାବି ନେଇ ନୂଆପଡ଼ା ଶ୍ରମିକ ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ…

ଲୋକାର୍ପିତ ହେବ ଯାଜପୁରର ରୁପାନ୍ତରୀତ ସ୍କୁଲ, ସେପଟେ ଆଉ ୫ ଜିଲ୍ଲା ପାଇଁ ‘ଲକ୍ଷ୍ମୀ’ ବସ୍ ର ଶୁଭାରମ୍ଭ କରିବେ…

ଭୁବନେଶ୍ଵର: ରାଜ୍ୟରେ ପରିବହନ କ୍ଷେତ୍ର ହେବ ଆହୁରି ସହଜ । ଗାଁରୁ ଯୋଡିହେବ ସବୁ ସହର । ଲକ୍ଷ୍ମୀ ଯୋଜନାରେ ଆଜି ଆଉ ୫ଜିଲ୍ଲାକୁ ଗଡିବ ବସ୍‌ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଯାଜପୁର ଜିଲ୍ଲାରେ ସମୃଦ୍ଧ ଶିକ୍ଷାର ଆରମ୍ଭ ହେବ ନୂତନ ଅଧ୍ଯାୟ। ଲୋକାର୍ପିତ ହେବ…

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟ ନୌସେନା ନାଗରିକଙ୍କୁ ମୁକ୍ତ କରିଛନ୍ତି କୋର୍ଟ, ଭାରତ ସରକାରଙ୍କ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏକ ବଡ ବିଜୟ ହାସଲ କରିଛନ୍ତି । କାରଣ କତାର ସୋମବାର ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ସେହି ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିଛି । ଏହାପୂର୍ବରୁ, ନୂଆଦିଲ୍ଲୀର ରାଜନ୍ୟାୟିକ…

ବିଶ୍ୱର ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ସ୍ଥାନରେ କିଭଳି ବଂଚି ରହିଛନ୍ତି କୁକୁର

ୱାଶିଂଟନ: ୧୯୮୬ରେ ଚେର୍ନାବିଲରେ ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ଘଟିଥିଲା । ଏହା ପରେ ଏହି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସମ୍ପୂର୍ଣ୍ଣ ଅଂଚଳ ଏକପ୍ରକାର ଜନଶୂନ୍ୟ ହୋଇ ପଡିଥିଲା । ତେବେ ଏଠାରେ ରହି ଯାଇଥିବା କୁକୁର ଏବେ ପରମାଣୁ ବିକିରଣକୁ ସାମ୍ନା କରି ବଂଚି ରହିଛନ୍ତି…

ଗହମ ଉପରେ କେନ୍ଦ୍ର ସରକାର ଲଗାଇଲେ ଷ୍ଟକ୍ ଲିମିଟ

ନୂଆଦିଲ୍ଲୀ:ଏଣିକି ଗହମ ଉପରେ କେନ୍ଦ୍ର ସରକାର ଲଗାଇଲେ ଷ୍ଟକ୍ ଲିମିଟ। ଯେଉଁଥିରେ ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ରବିବାର ଏକ ଅଧିସୂଚନା ଜାରି କରି ଗହମର ଷ୍ଟକ ଲିମିଟ ନିର୍ଦ୍ଧାରିତ କରିଛନ୍ତି। ସୂଚନା ଅନୁଯାୟୀ ବ୍ୟବସାୟୀ ଅଥବା ପାଇକାରୀ ବିକ୍ରେତାଙ୍କ ପାଇଁ ଏହି…