Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ୧୬ରେ ଦେଶବ୍ୟାପୀ ହରତାଳ  

ଭୁବନେଶ୍ୱର: ଫେବ୍ରୁଆରୀ ୧୬ରେ ଦେଶବ୍ୟାପୀ ହରତାଳ, ଗ୍ରାମୀଣ ଭାରତ ବନ୍ଦ ଓ ଶିଳ୍ପ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଶ୍ରମିକ ଓ କୃଷକ ମାରଣ ନୀତିକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ପକ୍ଷରୁ ଏହି…

ଭ୍ୟାନକୁ ଧକ୍କା ଦେଲା କୋଇଲା ଟ୍ରକ, ଚାଲିଗଲା ୪ଜଣଙ୍କ ଜୀବନ

ଝାରସୁଗୁଡା: ଅଶୁଭ ରବିବାର । ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି…

ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ, ହତ୍ୟା ସନ୍ଦେହ

ଯାଜପୁର: ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ପଂଚାୟତ କୁଅଁରପୁର ନିକଟସ୍ଥ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ଏହି ମୃତ ଦେହ । ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଏହାକୁ ଦେଖି ପୋଲିସ କୁ ଖବର ଦେଇଥିଲେ । ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ…

ସକାଳୁ ସକାଳୁ ସମଲେଇ ପୀଠରେ 5T ଅଧ୍ୟକ୍ଷ, ଭୀମସାର ଷ୍ଟାଡିୟମରେ ପିଲାଙ୍କ ସହ ଖେଳିଲେ କ୍ରିକେଟ୍

ସମ୍ବଲପୁର: ସକାଳୁ ସକାଳୁ ସମ୍ବଲପୁର ଗସ୍ତରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାସହ ମହାନଦୀ ହାଫ୍ ମାରାଥନର କଲେ ଶୁଭାରମ୍ଭ…

ମଦୁଆ ବାପର ନୃସଂଶ କାଣ୍ଡ; ସ୍ତ୍ରୀ ସହ ଝଗଡା କରି ୫ ମାସର ଶିଶୁ ପୁତ୍ରକୁ କଚାଡି ମାରିଲା

ବରଗଡ଼: ମଦୁଆ ବାପର ନୃସଂଶ କାଣ୍ଡ । ନିଶାସକ୍ତ ଅବସ୍ଥାରେ ନିଜ ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେଲା ପିଶାଚ ବାପ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ ଏଭଳି ନୃସଂଶ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ବାପର ନାଁ ହେମନ୍ତ ଭୁଏ । ହେମନ୍ତ…

ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ ପଟ୍ଟନାୟକ: ଇଣ୍ଡିଆ ଟୁଡେ ସର୍ଭେ

ଭୁବନେଶ୍ବର: ପୁଣି ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 'ଇଣ୍ଡିଆ ଟୁଡେ ମୁଡ୍‌ସ ଅଫ୍‌ ଦ ନେସନ' ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଛରେ…

ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଗୋଡରେ ଲାଗିଛି ଆଘାତ

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି ।…

କାଠି କଣ୍ଢେଇ ଦେଇଛି ଉଷସୀଙ୍କୁ ପରିଚୟ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଉତ୍ସବରେ ସ୍ଥାନୀୟ କଳାକାରଙ୍କୁ ନେଇ ରାତ୍ରୀକାଳୀନ ବଜାର ଖୋଲା ଯାଇଛି। ଯେଉଁଠି ଓଡ଼ିଶାର କାରିଗରମାନେ ନିଜର ଉତ୍ପାଦ ଦେଖାଇବାକୁ ସୁଯୋଗ ପାଇଛନ୍ତି। ବର୍ତ୍ତମାନ ସମୟରେ ସବୁଠି…

ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୦ ଆହତ

ଭଦ୍ରକ: ହାଇୱା ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ,୧୦ ଜଣ ଆହତ ହୋଇଛନ୍ତି । ଭଦ୍ରକର ଆରଡି ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା  । ଖବର ମୁତାବକ, ଜଗା ଦର୍ଶନ ସାରି ବୋଲେରୋ ଟି…

ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀରେ ଅସୁରକ୍ଷିତ ହୋଇପଡିଛନ୍ତି ସାମ୍ବାଦିକ । ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଯୁବକ ୨ଟା ବାଇକରେ ଆସି ଖଣ୍ଡାରେ ଆକ୍ରମଣ କରିଛନ୍ତି ।…