Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଭିତର ବେଢ଼ା ଫଟୋ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ବେଢ଼ା ଫଟୋ । ଏତେ ସୁରକ୍ଷା ମଧ୍ୟରେ କିପରି ମନ୍ଦିର ଭିତରକୁ ମୋବାଇଲେ ଗଲା ଆଉ ଫଟୋ ଉଠାଇବା ବେଳେ ମଧ୍ୟ କାହାରି ଦୃଷ୍ଟି ଗୋଚର ହୋଇପାରିଲା ନାହିଁ ସେନେଇ ଏବେ ପ୍ରଶ୍ନବାଚୀ…

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଫେବୃଆରୀ ୧୫ ଯାଏଁ ନାମାଙ୍କନ ଦାଖଲ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ଫେବୃଆରୀ ୧୫ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ ।…

ଅନୁଭବ-ବର୍ଷାଙ୍କ ଛାଡପତ୍ରକୁ ମଞ୍ଜୁରୀ,୧୦ ବର୍ଷର ବିବାହ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ

କଟକ: ଓଲିଉଡ୍‌ର ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ଛାଡପତ୍ର ମାମଲା । ବହୁ ବାଦବିବାଦ ପରେ ଶେଷରେ ୧୦ ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ । ଏନେଇ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି । ପତ୍ନୀ ବର୍ଷା…

ଡମ୍ପରରେ ପିଟି ହେଲା ତୀର୍ଥ ଯାତ୍ରୀ ବସ୍, ୧୫ ଆହତ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ଫରରେ ପିଟି ହେଲା ଯାତ୍ରୀବାହି ବସ୍‌ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ,…

ବିଧାନସଭା ବଜେଟ ଅଧିବେଶନ: ଆଜି ଗୃହରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍ । ସଂଧ୍ୟା ୫ଟା ରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହା ନବୀନ ସରକାରର ପଞ୍ଚମ ପାଳିର ଶେଷ ବଜେଟ । ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ…

ଦେଶରେ ୟୁସିସି ଲାଗୁ ହେବା କେତେ ଜରୁରୀ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖ ବୁଧବାର ଏକ ଐତିହାସିକ ବିଲ ପାରିତ କରିଛି ଉତ୍ତରାଖଣ୍ଡ ବିଧାନସଭା। ବୁଧବାର ସମାନ ନାଗରିକତା ସଂହିତା ବିଲ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବା ସହ ପାରିତ ହୋଇଯାଇଛି। ସ୍ୱାଧିନତ୍ତୋର ଭାରତ ବର୍ଷରେ ଉତ୍ତରାଖଣ୍ଡ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସମାନ…

କ୍ରିକେଟ ଇତିହାସର ସବୁଠାରୁ ବିବାଦୀୟ ମ୍ୟାଚ

ପାକିସ୍ତାନ କ୍ରିକେଟ ସହ ବିବାଦ କିଛି ବଡ କଥା ନୁହେଁ । ତେବେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟକୁ ସବୁଠାରୁ ବିବାଦୀୟ ମ୍ୟାଚ ବୋଲି କୁହାଯାଏ । ୨୦୦୬ରେ ଏହି ଟେଷ୍ଟ ଓଭାଲରେ ଖେଳା ଯାଇଥିଲା । ଇଂଲଣ୍ଡ ଟିମ ଏହି ମ୍ୟାଚର ପ୍ରଥମ ଇନିଂସରେ ୧୭୩ ରନ କରି ଅଲଆଉଟ ହୋଇ…

୪ ବର୍ଷ ପତିଙ୍କ ଶବ ସହିତ ଶୋଉଥିଲେ ମହିଳା

ମସ୍କୋ: ରୁଷରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୨୦୨୦ରେ ଶ୍ୱେତଲାନାଙ୍କ ପତି ଭ୍ଲାଡିମିରଙ୍କ ପରଲୋକ ହୋଇ ଯାଇଥିଲା । ଘରୋଇ କଳହ ପରେ ସେ ଅଚେତ ହୋଇ ପଡିଯିବା ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଶ୍ୱେତଲାନା କିନ୍ତୁ ତାଙ୍କ…

କୋହଲି ଆଉ ୨ଟି ଟେଷ୍ଟରୁ ଓହରିଲେ

ନୂଆଦିଲ୍ଲୀ: ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରି ଯାଇଥିଲେ । ବୁଧବାର ସେ ତୃତୀୟ ଓ ୪ର୍ଥ ଟେଷ୍ଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ରିପୋର୍ଟ ମୁତାବକ ପ୍ରଥମ ଟେଷ୍ଟରେ ଆଘାତପ୍ରାପ୍ତ ହୋଇଥିବା ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ…

ସାରା ଦେଶରେ କୋରିଅର୍ ଦୁର୍ନୀତିର ପର୍ଦ୍ଦାଫାସ କଲା ଇଓଡବ୍ଲ୍ୟୁ, ହରିୟାଣା ର ଜଣେ ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏନସିବି, ସିବିଆଇ ଓ ଆରବିଆଇ ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ବ୍ଲାକମେଲ କରୁଥିବା ଏକ ବଡ଼ କୋରିଅର ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଫେବ୍ରୁଆରି ୪ ତାରିଖରେ ଇଓଡବ୍ଲ୍ୟୁ ଏହି ଠକେଇରେ ସମ୍ପୃକ୍ତ ଥିବା…