Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଆ ପଢ଼ି ଓ ଲେଖି ପାରିଲେନି ବୋଲି ପଦ ହରାଇଲେ ସରପଞ୍ଚ

ଢେଙ୍କାନାଳ: ଭାଷା ପାଇଁ ପଦ ଗଲା । ଓଡ଼ିଆ ଭାଷା ଲେଖିବା ଓ ପଢ଼ିବାରେ ଅସମର୍ଥ ଯୋଗୁ ସରପଞ୍ଚ ପଦ ହରାଇଛନ୍ତି । ଏଭଳି ମାମଲା ଆସିଛି ଢେଙ୍କାନାଳ ଜିଲ୍ଲାରୁ । ସଦର ବ୍ଲକର ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀଙ୍କୁ ଢେଙ୍କାନାଳ ଦୌରା ଜଜ ଅଯୋଗ୍ୟ ଘୋଷିତ କରିଛନ୍ତି ।…

ଭୂଷଣଙ୍କ ମେଗା ବଜେଟ ଫିଲ୍ମ ମାଧ୍ୟମରେ ବଲିଉଡରେ ଏଂଟ୍ରି କରିବେ ଅଲ୍ଲୁ ଅର୍ଜୁନ !

ମୁମ୍ବାଇ: ଶାହାରୁଖ ଖାଁଙ୍କ ଜବାନ ମାଧ୍ୟମରେ ବଲିଉଡରେ ଏଂଟ୍ରି କରିପାରି ନ ଥିବା ଅଲ୍ଲୁ ଅର୍ଜୁନଙ୍କୁ ଏବେ ଆଉ ଏକ ମେଗା ବଜେଟର ଫିଲ୍ମ ଅଫର ହୋଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁଷ୍ପା ଷ୍ଟାରଙ୍କ ସହ ଟି ସିରିଜ ମୂଖ୍ୟ ଭୂଷଣ କୁମାର ଏକ ପ୍ୟାନ ଇଣ୍ଡିଆ ଫିଲ୍ମ କରିବା…

ଆସନ୍ତୁ ଜାଣିବା ୱାର୍ଲ୍ଡ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତ ପାଇଁ କଣ ରହିଛି ସମୀକରଣ

ମୁମ୍ବାଇ: ଅଷ୍ଟ୍ରେଲିଆ ନିକଟରୁ ତୃତୀୟ କ୍ରିକେଟ ଟେଷ୍ଟ ହାରିବା ପରେ ଭାରତ ପାଇଁ ୱାର୍ଲ୍ଡ ସିରିଜ ଫାଇନାଲରେ ପ୍ରବେଶ କରିବାରେ ଅସୁବିଧା ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିବା ବେଳେ ଆସନ୍ତୁ ଜାଣିବା ଟିମ ଇଣ୍ଡିଆ ପାଇଁ କଣ ରହିଛି ସମୀକରଣ । ପରାଜୟ ଯୋଗୁ ଭାରତ ପାଖରେ…

ଫୁଲଟନ ହେଲେ ଭାରତୀୟ ପୁରୁଷ ହକି ଟିମ କୋଚ

ନୂଆଦିଲ୍ଲୀ: ହକି ଇଣ୍ଡିଆ ଶୁକ୍ରବାର କ୍ରେଗ ଫୁଲଟନଙ୍କୁ ଜାତୀୟ ସିନିୟର ପୁରୁଷ ଟିମର କୋଚ ଭାବେ ନିଯୁକ୍ତ କରିଛନ୍ତି । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତକୁ ପଦକ ଜିତାଇଥିବା ଗ୍ରାହାମ ରିଡଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଫୁଲଟନଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ଏହା ପୂର୍ବରୁ ସେ…

ମୋ ଜନ୍ମଦିନରେ ଗୀତ ଗାଉଥିଲେ କେଜ୍ରିୱାଲ ଓ ସିସୋଦିଆ: ସୁକେଶ

ନୂଆଦିଲ୍ଲୀ: ୨୦୦କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ଆଜି ପୁଣି ଏକ ଚିଠି ଲେଖିଛି । ଏହି ଚିଠିରେ ସୁକେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପ ନେତା ମନୀଷ ସିସୋଦିଆ ଓ ସୈତ୍ୟନ୍ଦ୍ର ଜୈନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ସବୁ ଆଣିଛି । ସୁକେଶ ଚିଠିରେ…

୪୦ ଲକ୍ଷ ଲାଞ୍ଚ ନେଇ ଧରାପଡିଲେ ବିଜେପି ବିଧାୟକଙ୍କ ପୁଅ; ଯାଞ୍ଚ ପରେ ଘରୁ ମିଳିଲା ୬ କୋଟିର କ୍ୟାସ

ବେଙ୍ଗାଲୁର: ସାରୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ବିଜେପି ବିଧାୟକଙ୍କ ପୁଅ ଲାଞ୍ଚ ନେବାବେଳେ ଧରାପଡିଥିଲେ । ପୋଲିସ ଘଟଣାର ଯାଞ୍ଚ କରୁଥିଲା । ଲାଞ୍ଚ କାରବାରର ଚେର ଖୋଜୁ ଖୋଜୁ ତାଙ୍କ ଘରୁ ବାହାରିଲା ୬ କୋଟିର ନଗଦ କ୍ୟାସ । ଏମିତି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଦାବଣଗେରେ…

ଭାରତର ଲଜ୍ଜାଜନକ ପରାଜୟ

ଇନ୍ଦୋର: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ୯ ୱିକେଟରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । କ୍ରମାଗତ ୨ଟି ଟେଷ୍ଟ ହାରିବା ପରେ କଙ୍ଗାରୁ ଟିମ ସିରିଜରେ ସଫଳ ପ୍ରତ୍ୟାବର୍ତନ କରିଛନ୍ତି । ସିରିଜର ଅନ୍ତିମ ମ୍ୟାଚ ଅହମ୍ମଦାବାଦରେ ମାର୍ଚ୍ଚ ୯ରୁ ଖେଳାଯିବ ।…

ବାଜିଲା ଡିଜେ, ବେଦୀରେ ଟଳିପଡିଲେ ବର: ମନା କରୁଥିଲେ କେହି ଶୁଣିଲେନି

ପାଟନା: ଡିଜେ ବଜାଇବାକୁ ବାରମ୍ବାର ମନା କରୁଥିଲେ ବର । କିନ୍ତୁ କେହି ଶୁଣିଲେନି । ଶେଷରେ ବେଦୀରେ ଟଳିପଡିଲେ ବର । ବିହାରର ସୀତାମଢି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ନେଇ ଶୋକର ଛାୟା ଖେଳିଯାଇଛି । ମାର୍ଚ୍ଚ ୨ରେ ଏହି ଘଟଣା ଘଟିଛି ଓ ମୃତ୍ୟୁ ପଛରେ ଡିଜେ ହିଁ ମୁଖ୍ୟ କାରଣ ବୋଲି…

ଭିସୁଟ ଛାତ୍ରୀ ହତ୍ୟା ମାମଲା: ସସପେନ୍ସ ବଢାଇଲା ଚିନ୍ମୟୀଙ୍କ ବେକରେ ଥିବା କଳା ଦାଗ

ସମ୍ବଲପୁର: ୩ ଦିନ ବିତିଲା । ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ ସ୍ପଷ୍ଟ ହୋଇ ପାରିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଯୁକ୍ତି ବାଢିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି,…

ଭିଜିଲାନ୍ସ ଜାଲରେ ପଡିଲେ କେବିକେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଭିଜିଲାନ୍ସ ଜାଲରେ ପଡିଛନ୍ତି କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ।  ଆଜି ତାଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ହୋଇଛି। ଆଜି ଅତିରିକ୍ତ…