Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲିଠୁ ଯୁକ୍ତ ୨ ପରୀକ୍ଷା, ଆନ୍ଦୋଳନରେ ବସିଛନ୍ତି ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା। ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଅଧ୍ୟାପକମାନେ ନିଜ ଦାବି ପୂରଣ ଦାବିରେ ଆନ୍ଦୋଳନରେ ବସିଛନ୍ତି। ସମାନ ଗ୍ରେଡ୍‌ ପେ’କୁ ସମାନ ଦରମା, ସମସ୍ତଙ୍କୁ ପେନ୍‌ସନ୍‌ ଓ ଗ୍ରାଚୁଇଟି ଆଦି ଦାବି କରି ୬୬୨…

ସିସିଟିଭି ସର୍ଭିଲେନ୍ସରେ ହେବ ଯୁକ୍ତ ଦୁଇ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ହେବ ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସୋମବାର ସେ ଏହି ସୂଚନା ଦେଇଛନ୍ତି। ବାର୍ଷିକ ବୋର୍ଡ…

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ଶୁଣାଣି

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନବ ଦାସ ହତ୍ୟା ମାମଲାରେ ଏକ ସଂଶୋଧିତ ଆବେଦନ ଦାଖଲ କରାଯାଇଛି। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା ପାଇଁ ସଂଶୋଧିତ ଆବେଦନ ଜରିଆରେ ଅନୁମତି ମାଗିଛି ତଦନ୍ତକାରୀ ଟିମ୍। ଫେବୃଆରୀ 27ରେ ଏହି ଶୁଣାଣି ହେବ ବୋଲି…

ନବ ଦାସଙ୍କ ହତ୍ୟାର ତଦନ୍ତ କେବଳ ଅଭିଯୁକ୍ତ ଉପରେ କେନ୍ଦ୍ରୀଭୂତ ରହିଛି: ବିରୋଧୀ

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଉପରୁ କ୍ରାଇମବ୍ରାଞ୍ଚ ଏଯାଏ ପରଦା ଉଠାଇ ପାରି ନଥିବା ବେଳେ କଂଗ୍ରେସ ଓ ବିଜେପି ବିଧାୟକମାନେ ଏହି ପ୍ରସଙ୍ଗକୁ ନେଇ ଶାସକ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାକୁ କୌଣସି ସୁଯୋଗ ହାତଛଡ଼ା…

କମୁଛି ପୁରୁଷଙ୍କ ଅନ୍ତଃବସ୍ତ୍ର ବିକ୍ରି, ଦେଶର ଅର୍ଥନୀତିକୁ ଲାଗିବ କି ଝଟକା?

ନୂଆଦିଲ୍ଲୀ: ଦେଶ ଦୁନିଆର ଅର୍ଥନୀତି କିପରି ରହିଛି ତାହା ଜଣାପଡ଼ିବ ପୁରୁଷଙ୍କ ଅଣ୍ଡର ଓ୍ୱୟର ବି ଅନ୍ତଃବସ୍ତ୍ର ବିକ୍ରି ରିପୋର୍ଟରୁ। ଏହା ହେଉଛି ୟୁଏସ ଫେଡ ରିଜର୍ଭର ପୂର୍ବତନ ପ୍ରମୁଖ ଅଧିକାରୀ ଆଲନ ସାନ୍ ଗ୍ରୀନସପନ(Alan Greenspan)ଙ୍କ ମତ। ଯିଏକି ଚାରି ଦଶନ୍ଧି ହେବ ଅଣ୍ଡର ଓ୍ୱୟର…

ଋଷିକୂଲ୍ୟା ମୁହାଁଣରେ ଅଲିଭ ରିଡଲେ କଇଁଛଙ୍କର ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଁଣରେ ଏଥର ଅଲିଭ ରିଡଲେ କଇଁଛମାନେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି। ଗତ ୪ ଦିନ ମଧ୍ୟରେ ମୋଟ ୫,୫୭,୮୮୦ ଅଣ୍ଡାଦାନ ହୋଇଛି। ଯାହା ପୂର୍ବ ଅପେକ୍ଷା ଅନେକ ଅଧିକ। ତେବେ ଆହୁରି ଦୁଇ ଦିନ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିବ ବୋଲି ଡିଏଫଓ…

ଏକ୍‌ଜିଟ୍ ପୋଲ: ମେଘାଳୟରେ ଝୁଲା ସରକାର, ବିଜେପି ନୁହେଁ ଏହି ଦଳକୁ ମିଳିବ ଅଧିକ ଭୋଟ

ଶିଲଂ: ସୋମବାର ମେଘାଳୟ ନିର୍ବାଚନ ହୋଇଛି। ନିର୍ବାଚନ ସରିବା ପରେ ବିଭିନ୍ନ ଗଣମାଧ୍ୟ ପକ୍ଷରୁ ଏକ୍‌ଜିଟ୍ ପୋଲ ପ୍ରକାଶ ପାଇଛି। ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ସରକାର ଆସିବା ନେଇ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରାଯାଇଥିବା ବେଳେ ମେଘାଳୟର ସ୍ଥିତି ଝୁଲା ସରକାର ହୋଇପାରେ…

PDSରେ ପ୍ଲାଷ୍ଟିକ ଚାଉଳ ! କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି…

ଏକ୍‌ଜିଟ୍ ପୋଲ୍: ତ୍ରିପୁରାରେ ପୁଣି ବିଜେପି ସରକାର, ସର୍ବାଧିକ ଆସନ ଜିତିବା ନେଇ ପୂର୍ବାନୁମାନ

ଅଗରତାଲା: ଫେବ୍ରୁଆରୀ ୧୬ ତାରିଖରେ ତ୍ରିପୁରା ନିର୍ବାଚନ ହୋଇଥିଲା। ଏବେ ଏକ୍‌ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ଏଥର ପୁଣିଥରେ ବିଜେପି ସରକାର ଗଠନ କରିବ। ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ଏଭଳି ଦାବି କରାଯାଇଛି। ତ୍ରିପୁରା…

ଏକ୍‌ଜିଟ୍ ପୋଲ୍: ନାଗାଲଣ୍ଡରେ ପୁଣି ଏନ୍‌ଡିପିପି-ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଏହି ନେତା ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ଆସିଲା ଏକ୍‌ଜିଟ୍‌ ପୋଲ ରିପୋର୍ଟ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ୍‌ଜିଟ୍ ପୋଲ ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ରିପୋର୍ଟ ଅନୁସାରେ, ନାଗାଲାଣ୍ଡରେ ପୁଣିଥରେ ବିଜେପି ମେଣ୍ଟ ସରକାର କ୍ଷମତାରେ ରହିବ। ସୋମବାର ପ୍ରକାଶିତ ଏକ୍‌ଜିଟ୍ ପୋଲ ରିପୋର୍ଟ…