Latest Odisha News

BREAKING NEWS

Browsing Category

ଫିଚର

କୁକୁରପ୍ରେମୀଙ୍କ ଛୁଆଙ୍କୁ କୁକୁର କାମୁଡ଼ିଲେ ହିଁ ସେମାନେ ବୁଝିପାରିବେ: ବିଜେପି ସାଂସଦ

ବାଙ୍ଗାଲୋର: ତେଲେଙ୍ଗାନାରେ କୁକୁର ପଲଙ୍କ ଦ୍ୱାରା ଏକ ୫ ବର୍ଷର ଶିଶୁକୁ ଆକ୍ରମଣ ଓ ମାରିଦେବା ଘଟଣାକୁ ନେଇ କର୍ଣ୍ଣାଟକର ବିଜେପି ସାଂସଦ ପ୍ରତାପ ସିଂହା ଏକ ବଡ଼ ବୟାନ ଦେଇଛନ୍ତି | ଗଣମାଧ୍ୟମ ଶାନ୍ତ ରହିଲେ ବୁଲା କୁକୁରଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। କର୍ଣ୍ଣାଟକର…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଲିପ୍ସା

ଭୁବନେଶ୍ବର : ବାଜିଲା ସାହାନାଇ । ପଡ଼ିଲା ହାତଗଣ୍ଠି  । ବିବାହ ବନ୍ଧନ ରେ ବାନ୍ଧି ହେଲେ ଅଭିନେତ୍ରୀ ଲିପ୍ସା । ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପସା ମିଶ୍ରଙ୍କ ଆକାଶ ଆଚାର୍ଯ୍ୟଙ୍କ ବିବାହ ସମ୍ପନ୍ନ ହୋଇଛି  । ସାତ ଜନ୍ମର ସାଥି ଭାବେ ଆକାଶ…

ପୁଣି ୨୦୦ କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ୱାଶିଂଟନ: ପୁଣି ଟୁଇଟରରେ କର୍ମଚାରୀ ଛଟେଇ । ଶନିବାର ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟୁଇଟର । ଟୁଇଟରରେ କାମ କରୁଥିବା ପ୍ରାୟ ୨୦୦୦ କର୍ମଚାରୀଙ୍କର ଏହା ୧୦ ପ୍ରତିଶତ ଅଟେ । ଏଲନ ମସ୍କ ଗତବର୍ଷ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଅଧିଗ୍ରହଣ କରିଥିଲେ । ବର୍ତ୍ତମାନ…

ଗୁପ୍ତତଥ୍ୟ ଲିକ ଘଟଣାରେ ବାବୁ ରାମଙ୍କୁ ଫସାଇଥିବା ଯୁବତୀ ପାକିସ୍ତାନର ନା ହାଇଦ୍ରାବାଦର ?

ବାଲେଶ୍ୱର : ଗୋପନୀୟ ତଥ୍ୟ ଲିକ ଘଟଣାରେ ଗିରଫ ବାବୁରାମ ଦେକୁ ନେଇ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ହନି ଟ୍ରାପରେ ପଡିଥିବା ବାବୁରାମ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ବନ୍ଧୀୟ ଗୋପନ ତଥ୍ୟ ଜଣେ ଯୁବତୀଙ୍କୁ ପ୍ରଦାନ କରିଛନ୍ତି । ସଂପୃକ୍ତ ଯୁବତୀ ପାକିସ୍ତାନ ଆଇଏସଆଇ ଦ୍ୱାରା ନିୟୋଜିତ ହୋଇଥିଲେ ।…

ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା; ତଥାପି ଖୋଲିଲାନି ଅସଲ ଗୁମର

ଝାରସୁଗୁଡ଼ା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା।ଅଭିଯୁକ୍ତ ତଥା ପୂର୍ବତନ ପୁଲିସ୍ ଏଏସ୍ଆଇ ଗୋପାଳ ଦାସକୁ ଗିରଫ କରିବା ବ୍ୟତୀତ ତଦନ୍ତରେ ଆଉ କିଛି ଆଗେଇପାରିନି କ୍ରାଇମ୍‌ବ୍ରାଞ୍ଚ । ଜେରା ସେଇ ଗୋପାଳ ପାଖରେ ହିଁ ଅଟକି ଯାଇଛି । ଯେତେ ଜେରା କଲେ ବି…

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରେ ଭେଣ୍ଡି….

ବର୍ତ୍ତମାନର ଜୀବନଶୈଳୀରେ ବ୍ୟସ୍ତତା ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇବା ସହ ଅନେକ ରୋଗର କାରଣ ପାଲଟିଥାଏ। ଫଳରେ ମୋଟାପଣ, ମଧୁମେହ, ହୃଦୟ ରୋଗ, ଷ୍ଟ୍ରୋକ୍‌‌, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଭୁଲ ଖାଦ୍ୟପେୟ କାରଣରୁ ଶରୀରରେ କୋଲେଷ୍ଟେରୋଲ୍‌‌ ଅଧିକ…

କଟକରେ ନକଲି ଝାଡା ଔଷଧ ‘ଓ-ଟୁ’ ବିକ୍ରି

କଟକ: ପୁଣିଥରେ କଟକରୁ ନକଲି ଔଷଧ ଜବତ ହୋଇଛି। ପୂର୍ବରୁ ଉଚ୍ଚରକ୍ତ ଚାପର ନକଲି ଔଷଧ ବିକ୍ରି ହେଉଥିବା ବେଳେ ଏବେ ନକଲି ଝାଡା ଔଷଧ (ଓ-୨) ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ମେଡଲେ ହେଉଛି ଏହି ଔଷଧର ମୂଳ ନିର୍ମାତା। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚୌଧୁରୀବଜାରରେ ଥିବା ଏକ…

ଜଙ୍ଗଲରେ ବୁଲୁଛି ମହାବଳ ବାଘ, କ୍ୟାମେରାରେ କଏଦ ହେଲା ଗତିବିଧି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇଟି ମହାବଳ ବାଘ ବା ରୟାଲ ବେଙ୍ଗଲ ଟାଇଗର ବୁଲୁଛି ଓଡ଼ିଶାର ଜଙ୍ଗଲରେ। ଗୋଟିଏ କେନ୍ଦୁଝର ଜିଲ୍ଲାର ଘଟଗାଁ ଫରେଷ୍ଟ ରେଞ୍ଜରେ ଏବଂ ଅନ୍ୟଟି ବରଗଡ଼ ନିକଟ ଡେବ୍ରିଗଡ଼ ଅଭୟାରଣ୍ୟରେ। କ୍ୟାମେରାରେ କଏଦ ହୋଇଛି ଏହି ଦୁଇ ମହାବଳ ବାଘର ଗତିବିଧି। ଯାହାର ଫଟୋ ଏବେ…

ହକି ପ୍ରୋ-ଲିଗ୍‌: ଅନ୍ ଲାଇନ୍ ଟିକେଟ ବୁକିଂ ସାଇଟ୍ ଖୋଲୁଖୋଲୁ ୱେଷ୍ଟ ଷ୍ଟାଣ୍ଡ୍‌ର ଟିକେଟ୍‌ ସଂରକ୍ଷିତ ହେଲା…

ରାଉରକେଲା: ହକି ପ୍ରୋ ଲିଗ ଟିକେଟ ବୁକିଂ କରି ଅନେକ ଏବେ ଦୋଛକିରେ। କାରଣ ପଇସା କଟିଯାଇଛି କିନ୍ତୁ ଟିକେଟ କନଫପରମେସନ ବା ଟିକେଟ ସୁନିଶ୍ଚିତ ହୋଇଥିବା ସ୍ପଷ୍ଟ ହୋଇନି। ଯାହା ଲୋକଙ୍କୁ ଦୋଛକରି ପକାଇ ଦେଇଛି। ଓ୍ବେବସାଇଟ ଖୋଲୁଖୋଲୁ ଏହି ଅସୁବିଧା ରହିଥିବା ବେଳେ ୱେଷ୍ଟ ଷ୍ଟାଣ୍ଡ୍‌ର…

ଖଡଗେ କେବଳ ନାଁକୁ କଂଗ୍ରେସ ଅଧ୍ୟକ୍ଷ: ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକର ବେଲଗାଭିରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, 'ମଲ୍ଲିକାର୍ଜୁନ ଖଡଗେ ହେଉଛନ୍ତି କଂଗ୍ରେସର ମୁଖିଆ। କିନ୍ତୁ କାହା ପାଖରେ ରିମୋଟ କଣ୍ଟ୍ରୋଲ…