Latest Odisha News

BREAKING NEWS

Browsing Category

ଫିଚର

ସିବିଆଇ କହିଲା କେଉଁ କାରଣ ପାଇଁ ସିସୋଦିଆ ଗିରଫ ହେଲେ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ରବିବାର ସନ୍ଧ୍ୟାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ସୋମବାର ସିସୋଦିଆଙ୍କୁ କୋର୍ଟରେ ହାଜର କରାଯିବ। ଏହାପୂର୍ବରୁ ଗିରଫ କରିବାର କାରଣ କହିଛି ସିବିଆଇ। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ…

ଆଖି ବୁଜିଲେ ସ୍ୱାମୀର ଏସିଡ ମାଡ଼ର ଶିକାର ହୋଇଥିବା ବାଲେଶ୍ୱରର ବନିତା

ବାଲେଶ୍ୱର:  ୬ ଦିନ ହେବ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଜଣେ ମହିଳା । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୀମପୁରା ଗାଁର ଚନ୍ଦନ ରଣାଙ୍କ ଦ୍ୱିତୀୟ ପତ୍ନୀ ବନିତା ରଣା। ଗତ ଫେବ୍ରୁଆରି ୨୦ ତାରିଖରେ ତାଙ୍କ ସ୍ୱାମୀ ଏସିଡ୍ ଫିଙ୍ଗିଦେବା ପରେ ସେ…

ମହିଳା ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ଚାମ୍ପିୟନ

କେପଟାଉନ: ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ଅଷ୍ଟ୍ରେଲିଆ ୧୯ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି । ଅଷ୍ଟ୍ରେଲିଆର ଷଷ୍ଠ ଥର ଟି୨୦ ଟାଇଟଲ ହାସଲ କରି ଏକଛତ୍ରବାଦ ଜାରୀ ରଖିଛି । ଅଷ୍ଟ୍ରେଲିଆ ପ୍ରଦତ ୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬…

ଆସନ୍ତୁ ଜାଣିବା ଡିଆରଏସ ନେବାରେ କେଉଁ ଟିମ ସିଦ୍ଧହସ୍ତ

ମୁମ୍ବାଇ: ଡିସିସନ ରିଭ୍ୟୁ ସିଷ୍ଟମ ଏବେ କ୍ରିକେଟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇଛି । ଆଧୁନିକ କ୍ରିକେଟର ସ୍ପିଡକୁ ପରଖିବାରେ ବେଳେ ବେଳେ ଫିଲ୍ମ ଅମ୍ପାୟରଙ୍କୁ ଭୁଲ ହେଉଛି । ଏହାର ସମାଧାନ ପାଇଁ ଡିଆରଏସର ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ଡିଆରଏସ ନେବାରେ କେଉଁ ଟିମର ସଫଳତା ହାର ଆଗରେ…

ସୁରଟରୁ ଦିଲ୍ଲୀ ଆସୁଥିବାବେଳେ ଇଣ୍ଡିଗୋ ବିମାନରେ ମାଡ ହେଲା ପକ୍ଷୀ

ଅହମ୍ମଦାବାଦ: ଗୁଜୁରାଟର ସୁରଟରୁ ଦିଲ୍ଲୀକୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ସହିତ ଏହି ପକ୍ଷୀ ମାଡ ହେବାରୁ ବିମାନକୁ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି । ଡିଜିସିଏ ପକ୍ଷରୁ ଏହି ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ମିଳିଥିବା ସୂଚନା ମୁତାବକ…

ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗ ମାମଲାରେ ସିସୋଦିଆଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଜି ସକାଳୁ ସିବିଆଇ ପ୍ରାୟ ୯ ଘଣ୍ଟା ଧରି ସିସୋଦିଆଙ୍କୁ ଜେରା କରିବା ପରେ ଗିରଫ କରିଛି । ଜେରା…

କଂଗ୍ରେସ ସମ୍ମିଳନୀର ବିଜ୍ଞାପନରେ ମୌଲାନାଙ୍କ ଫଟୋ ନ ଥିବା ନେଇ ସୃଷ୍ଟି ହେଲା ବିବାଦ

ରାୟପୁର: ରାୟପୁରରେ କଂଗ୍ରେସର ୮୫ତମ ସମ୍ମିଳନୀ ବିଜ୍ଞାପନରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋ ନ ଥିବା ନେଇ ବିବାଦ ସୃଷ୍ଟି ହୋଇଛି । ବିଜ୍ଞାପନରେ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ଭୀମରାଓ ଆମ୍ବେଡକର, ସୁବାସ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲବଭାଇ ପଟେଲ, ସରୋଜିନୀ ନାଇଡୁ, ଲାଲ…

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳୀ ଓ କୋଟିଆ ଗସ୍ତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ । ସେହିଭଳି କୋଟିଆରେ ସରକାରଙ୍କ…

ସୁରେଶ ମହାପାତ୍ରଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଅବସର ସହ ନିଯୁକ୍ତି । ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେବେ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଉଥିବା ବେଳେ ସରକାର ତାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି…

ଜେଲରେ ଗ୍ୟାଙ୍ଗୱାର: ସିଦ୍ଧୁ ମୁସେୱାଲ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

ତରନତାରନ: ପଂଜାବର ତରନତାରନ ସ୍ଥିତ ଗୋଇନ୍ଦୱାଲ ଜେଲରେ ଗ୍ୟାଙ୍ଗୱାର ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ଘଟିଥିଲା । ମନଦୀପ ସିଂ ତୁଫାନ ଓ ମନମୋହନ ସିଂଙ୍କୁ ହତ୍ୟା କରାଯାଇଥିବା ବେଳେ କେଶବ ନାମକ ଅପରାଧୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି…