Latest Odisha News

BREAKING NEWS

Browsing Category

ଫିଚର

ଇଟାଲୀ ସମୁଦ୍ରକୂଳରୁ ମିଳିଲା ୩୩ ଶବ, ଅବୈଧ ଭାବେ ସୀମାରେ ପ୍ରବେଶ କରୁଥିଲେ

କ୍ୟାଲବ୍ରିୟା: ଇଟାଲୀର କ୍ୟାଲବ୍ରିୟା ସମୁଦ୍ରକୂଳରେ ୩୩ଜଣ ବ୍ୟକ୍ତିଙ୍କ ଶବ ମିଳୁଛି । ଏହା ମଧ୍ୟରେ ଅଧିକାଂଶ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାକର ଶରଣାର୍ଥୀ । ଅବୈଧ ଭାବେ ସମୁଦ୍ର ମାଧ୍ୟମରେ ସେମାନେ ୟୁରୋପ ଯିବାକୁ ଉଦ୍ୟମ କରୁଥିଲେ । କ୍ୟାଲବ୍ରିୟା ନିକଟରେ ଡଙ୍ଗାଟି ବୁଡି ଯାଇଥିଲା । ଏହି…

୯୫ବର୍ଷର ମା’ ଓ ୭୬ବର୍ଷ ଝିଅ, ଗଛମୂଳେ ବିତୁଛି ଜୀବନ

ନୂଆଦିଲ୍ଲୀ: ବୟସ ବଢିଲେ ବାର୍ଦ୍ଧକ୍ୟ ଛୁଏଁ । ଏହି ସମୟରେ ବୁଢା ବାପା ମା’ଙ୍କ ସାହାରା ବନିଥାନ୍ତି ପିଲାମା‌ନେ । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ପିଲାମାନେ ସେମାନଙ୍କ ଦାୟିତ୍ୱ ଭୁଲି ଯାଇଥାଆନ୍ତି। ଏମିତି ଜଣେ ବୃଦ୍ଧ ମା’ ଓ ତାଙ୍କ ଝିଅ ଗଛମୂଳରେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି । ଏହି…

IAS ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଆଇଏଏସ୍ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଆଜି ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ସେହିଭଳି ଆଇଏଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି…

ଏଠି କେଜିଏ ପିଆଜ ସହ ୬ କେଜି ଚିକେନର ଦାମ ସମାନ

ନୂଆଦିଲ୍ଲୀ: ଦରବୃଦ୍ଧି ଏବେ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ଥିତି ଏଭଳି ହୋଇଛି, ଲୋକେ ଦୁଇ ବେଳା ଦୁଇ ମୁଠା ଖାଇବା ଲାଗି ବି ପାଉ ନାହାନ୍ତି । ଦକ୍ଷିଣପୂର୍ବ ଏସିଆ ଦେଶ ଫିଲିପ୍ପାଇନ୍ସରେ ପିଆଜ ଏବେ ଲୋକଙ୍କୁ କନ୍ଦାଇଲାଣି । ନିକଟରେ ଫିଲିପ୍ପାଇନ୍ସରେ ପିଆଜ କେଜି…

ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର

ପିପିଲି : ବାହା ହେଲେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଦିବ୍ୟଶଙ୍କର ତାଙ୍କ ଜୁନାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିଛନ୍ତି । କ୍ୟାପଟେନ ଦିବ୍ୟଶଙ୍କରଙ୍କର ଏହା ଦ୍ୱିତୀୟ ବିବାହ । ପୁରୀ ପିପିଲିର ଏକ…

ଭାଇରାଲ୍ ହେଉଛି ଦକ୍ଷିଣ କୋରିଆ ଦୂତାବାସ କର୍ମଚାରୀମାନଙ୍କ ନାଟୁ ନାଟୁ ଗୀତରେ ନୃତ୍ୟ ଭିଡିଓ

ନୂଆଦିଲ୍ଲୀ: ସୁପରହିଟ୍ ଫିଲ୍ମ 'ଆରଆରଆର'ର ନାଟୁ-ନାଟୁ ଗୀତ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ଏହି ଗୀତକୁ ଓସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଛି ।  ଏହି ସମୟରେ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦକ୍ଷିଣ କୋରିଆ ଦୂତାବାସର କର୍ମଚାରୀମାନେ ଏହି ଗୀତର ତାଳେ ତାଳେ…

ଡିଏସପି କହି ପୋଲିସ କନଷ୍ଟେବଲଙ୍କୁ ପିଟିଥିଲେ ; ଜେରା ବେଳେ ସତ ମାନିଲେ ବିଏସଏଫ କର୍ମଚାରୀ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ  ଟ୍ରାଫିକ କନଷ୍ଟେବଲ ଆହତ ହୋଇଛନ୍ତି  । ଆକ୍ରମଣକାରୀ ଅଭିଯୁକ୍ତ ଜଣକ ହେଉଛନ୍ତି ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳ । ସେ ପୋଲିସ ଡ଼ିଏସପି…

ଲିଭ-ଇନ ରିଲେସନସିପକୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ : ଆହ୍ଲାବାଦ କୋର୍ଟ

ଆହ୍ଲାବାଦ : ଲିଭ-ଇନ ରିଲେସନସିପକୁ ନେଇ ଆହ୍ଲାବାଦ୍‌ କୋର୍ଟଙ୍କ ବଡ଼ ରାୟ ।  ଲିଭ-ଇନ ରିଲେସନସିପକୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ  । ବ୍ରେକ୍‌ ଅପ୍‌ ପରେ ମହିଳାଙ୍କୁ ଏକା ରହିବା କଠିନ ହୋଇଥାଏ । ନିଜ ବିବାହିତ ଲିଭ-ଇନ ପାର୍ଟନରକୁ ଦୁଷ୍କର୍ମ କରିବା ମାମଲରେ ଜଣେ ବ୍ୟକ୍ତିକୁ ଜାମିନ…

‘ମନ୍ କି ବାତ’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କମଳା କହିଲେ ‘ବିକ୍ରି ନହେଲେ ମୋଦିଙ୍କୁ ପଠେଇବି’

ଭୁବନେଶ୍ୱର: ଜରି ଲୁଚେଇ ଆଣୁଥିଲେ, ହାତରେ ସାଦରେ ବୁଣୁଥିଲେ । ପ୍ଲାଷ୍ଟିକ ଆବର୍ଜନାରୁ ସୃଷ୍ଟି କରୁଥିଲେ ସର୍ଜନା । ‘ମନ୍ କି ବାତ’ରେ କେନ୍ଦ୍ରାପଡ଼ାର କମଳା ମହରଣାଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖଇରାବାଦ ଅଞ୍ଚଳର କମଳା ମହାରଣା ବର୍ଜ୍ୟବସ୍ତୁରୁ ଘରକରଣା…

୧୯୮୦ ମସିହାର ମେନ୍ୟୁ କାର୍ଡ, ଦର ଦେଖି ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ସବୁ ଜିନିଷ ଖୁବ ମହଙ୍ଗା। ଆଗରୁ ସବୁ ଜିନିଷ ଶସ୍ତାରେ ମିଳୁଥିଲା ବେଳେ ଏବେ ସବୁର ଦର ଆକାଶ ଛୁଆଁ। ତେବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ମେନ୍ୟୁ କାର୍ଡ, ଏହାକୁ ଦେଖି ଅପାଣ ଜାଣିପାରିବେ ଯେ ୧୯୮୦ ମସିହାରେ ମିଠା, ନମ୍‌କିନ୍‌ର ଦର କେତେ କମ ଥିଲା। ଏହି…