Latest Odisha News

BREAKING NEWS

Browsing Category

ଫିଚର

କ୍ୟାନସରରେ ପୀଡିତ ବ୍ରିଟେନର ରାଜା ଚାର୍ଲସ ତୃତୀୟ

ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟ କର୍କଟ ବା କ୍ୟାନ୍ସର ରେ ପିଡିତ । ଏନେଇ ବଙ୍କିମହାମ ପ୍ୟାଲେସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ପ୍ରୋଷ୍ଟେଟ ଗ୍ରନ୍ଥି ପରୀକ୍ଷା କରିବା ସମୟରେ ଜଣାପଡିଥିଲା କି ସେ କର୍କଟ ରୋଗରେ ପୀଡିତ । ତେବେ ସେ କେଉଁ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ସେନେଇ…

୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ପାଣି ଯୋଗାଇବା ଲକ୍ଷ୍ୟ

ଭୁବନେଶ୍ଵର: ଆଜି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ସଦସ୍ୟ ନିଜ ନିଜ ପ୍ରଶ୍ନ ପଚାରୁଥିବାବେଳେ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ…

ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ, ଶ୍ରୀମନ୍ଦିରରେ ମହାପ୍ରସାଦ ନେଇ ତେଜିଲା ବିବାଦ

ପୁରୀ: ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆଙ୍କ ଭାବାବେଗ ସହ ପୁଣି ଖେଳ ଖେଳିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ସରକାରଙ୍କ ଅର୍ପଣ ରଥରେ ସଂଗୃହିତ ଚାଉଳରେ ଉଷୁନା ଚାଉଳ ବାହାରିବାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏଭଳି ଅଭିଯୋଗ ଆଣିଛନ୍ତି ଚାଉଳ ମାନ ନିର୍ଦ୍ଧାରଣ କମିଟି ସଦସ୍ୟ ଦାମୋଦର…

ଉତ୍ତରାଖଣ୍ଡରେ ଐତିହାସିକ ୟୁସିସି ବିଲ୍ ଆଗତ, ବିଲ୍ ଆଗତ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ପାଇଁ ଆଜି ହେଉଛି ଏକ ବଡ ଦିନ । କାରଣ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଐତିହାସିକ ସମାନ ନାଗରିକ ସଂହିତା ବିଲ୍‌ । ବିଧାନସଭାରେ ବିଲ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସେପଟେ କିନ୍ତୁ ବିଲ୍ ଆଗତ ବେଳେ ଦେଖିବାକୁ ମିଳିଛି ବିରୋଧୀ କଂଗ୍ରେସ…

ଜାଭେଦ ମୋତେ ଯେତେ କଥା ଶୁଣାଉଛନ୍ତି, ପୁଅକୁ ମିର୍ଜାପୁର ନେଇ କାହିଁକି କହୁ ନ ଥିଲେ: ସନ୍ଦୀପ

ମୁମ୍ବାଇ: ଆନିମଲ ଫିଲ୍ମର ସଫଳତା ନେଇ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ବେଶ ଚର୍ଚ୍ଚିତ ହୋଇ ଉଠିଛନ୍ତି । ଏହି ଫିଲ୍ମ ଯୋଗୁ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଏଥିନେଇ ତାଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ମଧ୍ୟ ପଡିଛି । ପ୍ରତିଷ୍ଠିତ ଗୀତିକାର…

ଆପ ନେତାଙ୍କ ବିରୋଧରେ ଇଡିର ବଡ ଆକ୍ସନ, ସାଂସଦ ଏନଡି ଗୁପ୍ତାଙ୍କ ସମେତ ୧୨ ନେତାଙ୍କ ଘରେ ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀର ମନି ଲଣ୍ଡରିଂ ମାମଲାରେ ଆଜି ଆପର ୧୨ରୁ ଅଧିକ ନେତାଙ୍କ ଘରେ ସକାଳୁ ସକାଳୁ ଇଡି ରେଡ୍ ମାରିଛି । ଆପର ରାଜ୍ୟସଭା ସାଂସଦ ଏନଡି ଗୁପ୍ତାଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ଏହା ବ୍ୟତୀତ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ କୁମାରଙ୍କ ଘରେ ମଧ୍ୟ ଚଢାଉ…

ରାଜ୍ୟରେ କମୁଛି ଶୀତ ବଢୁଛି ଖରା, ଏଲନିନୋ ସକ୍ରିୟ ଯୋଗୁଁ ଅନୁଭୂତ ହେଉଛି ଗରମ

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ଲହରୀ କମିଛି । ହେଲେ ଜାରି ରହିଛି ଘନ କୁହୁଡି । ରାତି ୯ ରୁ ସକାଳ ୭ଟା ପର୍ଯ୍ୟନ୍ତ ଘନ କୁହୁଡି କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡି ଚାଳକ ମାନେ । ଫଳରେ ଅନେକ ସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଥିବା ଖବର ମଧ୍ୟ ସାମ୍ନାକୁ…

ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌, ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଗଲେ ୧୪ଶହ ରାମ ଭକ୍ତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌ । ରାମଲଲାଙ୍କ ଦର୍ଶନ ପାଇଁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌ । ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଯାଉଛନ୍ତି ୧୪ଶହ ରାମ ଭକ୍ତ । ଭୁବନେଶ୍ୱରରୁ ସିଧାସଳଖ ଏହି ଟ୍ରେନ ଅଯୋଧ୍ୟା ଯାଉଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା…

ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ, ୩ ଦିନ ଚାଲିବ ‘ଭାରତ ଯୋଡ ନ୍ୟାୟ ଯାତ୍ରା’

ଭୁବନେଶ୍ବର: ଆଜି ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର 'ଭାରତ ଯୋଡ ନ୍ୟାୟ ଯାତ୍ରା' । ମଣିପୁରରୁ ବାହାରିଥିବା 'ଭାରତ ଯୋଡ ନ୍ୟାୟ ଯାତ୍ରା' ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପହଞ୍ଚିବ । ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ । ଏହାପରେ ସୁନ୍ଦରଗଡ଼ ଓ…

ଉଦଯାପିତ ହେଲା ଆଦିବାସୀ ମେଳା, ୧୧ ଦିନରେ ବୁଲିଲେ ୧୦ଲକ୍ଷରୁ ଅଧିକ ଦର୍ଶକ

ଭୁବନେଶ୍ବର: ୧୧ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି। ଓଡ଼ିଶାର ଆଦିବାସୀ ଜୀବନ, ଭାଷା, କୃଷି ସମୃଦ୍ଧି, ଆଦିବାସୀ ମହିଳା ସଶକ୍ତୀକରଣ, ସାଂସ୍କୃତିକ ପ୍ରୋତ୍ସାହନ ଓ ସଂରକ୍ଷଣ, ଜୀବିକା ଓ ରୋଜଗାର ସୁଯୋଗକୁ ନେଇ ଆଦିବାସୀ ମେଳା ଆୟୋଜିତ ହୋଇଥିଲା। ଏହା ଭୁବନେଶ୍ବର…