Latest Odisha News

BREAKING NEWS

Browsing Category

ଫିଚର

ଚମକିଲା ସୁଆଣ୍ଡୋ; ଐତିହାସିକ ଗାଁର ରୂପ ନେଲା ଉତ୍କଳମଣିଙ୍କ ଜନ୍ମପୀଠ

ସୁଆଣ୍ଡୋ: ଐତିହାସିକ ଗାଁର ରୂପ ନେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ  ସୁଆଣ୍ଡୋ ଗ୍ରାମ ।  ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ଗ୍ରାମକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଗୋପବନ୍ଧୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଆଜି ସକାଳେ…

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ପାଇଁ ଗୁରୁବାର ପ୍ୟାଟ କୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି । ଭାରତ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ଅନେକଗୁଡିଏ ଖେଳାଳି ଆହତ ହୋଇଥିବାରୁ ଟିମ ମ୍ୟାନେଜମେଂଟ ଚିନ୍ତାରେ ପଡିଛନ୍ତି । ଗ୍ଲେନ…

ବାମରାରେ ରହିବ ପୂର୍ବରୁ ରହୁଥିବା ଟ୍ରେନ୍‌; ନିର୍ଦ୍ଦେଶ ଦେଲେ ଚକ୍ରଧର ପୁର ରେଲଓ୍ୱେ DRM 

ସମ୍ବଲପୁର: ବାମରା ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ଗତକାଲିଠାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା । ଷ୍ଟେସନ୍‌ରେ ରେଳ ରହଣୀ ଦାବିରେ ଗତକାଲି  ବାମରା କ୍ରିୟାନୁଷ୍ଠନା କମିଟି ପକ୍ଷରୁ ରେଳରୋକ୍‌ କରାଯାଇଥିଲା । ୧୦ ଘଣ୍ଟା ପରେ ୪ଟି ରେଳ ରହଣୀ ପାଇଁ ପ୍ରତିଶ୍ରୁତି ପରେ…

ୱେଲକମ ୩ରେ ଏକାଠି ହେବେ ଅକ୍ଷୟ, ଅରଶାଦ, ସଞ୍ଜୟ

ମୁମ୍ବାଇ: ୨୦୦୭ରେ ରିଲିଜ ହୋଇଥିବା ୱେଲକମ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଅନୀଲ କାପୁର, ନାନା ପାଟେକର ଓ ଫିରୋଜ ଖାଁଙ୍କ ଏହି ଫିଲ୍ମ ସୁପରହିଟ ହୋଇଥିଲା । ୨୦୧୫ରେ ଏହାର ଦ୍ୱିତୀୟ ସଂସ୍କରଣ ମଧ୍ୟ ହିଟ ହୋଇଥିଲା । ଏଥିରେ ଅକ୍ଷୟ କୁମାର ଅଭିନୟ କରି ନ ଥିଲେ । ଏବେ ପ୍ରକାଶିତ…

ଭାରତ ବଡ଼ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରି ମୋତେ ଭବିଷ୍ୟତର ଏକ ନୂଆ ଆଶା ଦେଇଛି: ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ: ଦିନେ ବିଶ୍ୱର ନମ୍ବର ୱାନ ଧନି ଥିବା ଆମେରିକା ବ୍ୟବସାୟୀ ମାଇକ୍ରୋସଫ୍ଟ ସହସଂସ୍ଥାପକ ବିଲ୍‌ଗେଟ୍ସଙ୍କ ମୁଁହରେ ଭାରତର ପ୍ରଶଂସା। ଭବିଷ୍ୟତ ପାଇଁ ଭାରତ ତାଙ୍କୁ ଏକ ନୂଆ ଆଶା ଦେଉଛି ବୋଲି ବିଲ୍ ଗେଟ୍ସ କହିଛନ୍ତି। ଆସନ୍ତା ସପ୍ତାହରେ ସେ ଭାରତ ଆସିବେ ବୋଲି ଘୋଷଣା କରିଛନ୍ତି।…

କୋଭିଡ ଭୟରେ ପୁଅକୁ ଧରି ତିନି ବର୍ଷ ଘରେ ବନ୍ଦୀ ଥିଲେ ମହିଳା; ସ୍ୱାମୀଙ୍କୁ ବି ଆସିବାକୁ ଦେଇ ନ ଥିଲେ

ନୂଆଦିଲ୍ଲୀ:  ହରିଆଣା ଗୁରୁଗ୍ରାମର ଚକରପୁରରେ ୩୩ ବର୍ଷୀୟ ଜଣେ ମହିଳା ନିଜ ନାବାଳକ ପୁଅ ସହ ନିଜକୁ ତିନି ବର୍ଷ ଧରି ଏକ ଭଡାଘରେ   ବନ୍ଦୀ କରି ରଖିଛନ୍ତି । କରୋନା ମହାମାରୀରୁ ବଞ୍ଚିବା ପାଇଁ ସେ ଏପରି କରିଛନ୍ତି ।  ପୋଲିସର କହିବା ଅନୁଯାୟୀ, ଏହି ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଥିଲା…

ଆଉ ନିର୍ବାଚନ ଲଢିବେନି ସୁର ରାଉତରାୟ; ତାଙ୍କ ଜାଗାରେ ଲଢିବେ ପୁଅ

ଭୁବନେଶ୍ୱର:  ନିର୍ବାଚନରୁ ସନ୍ୟାସ ନେବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ୨୦୨୪ ନିର୍ବାଚନ ଲଢିବେନି ଜଟଣୀ ବିଧାୟକ । ଏକଥା ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଘୋଷଣା କରିଛନ୍ତି ସୁର ରାଉତରାୟ । ନିଜ ବୟସ ହୋଇ ଯାଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ସୁର । ସୁର…

ସଞ୍ଜୟ ରାଉତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ; ଲାଗିଛି ଏକାଧିକ ଦଫା

ମୁମ୍ବାଇ: ଶିବସେନା ୟୁବିଟି(ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ତାଙ୍କୁ ମାରିବାକୁ ସୁପାରୀ କିଲର ଠିକ୍ କରିଥିବା ମିଛ ଅଭିଯୋଗ ଆଣିଥିବାରୁ ତାଙ୍କ…

ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ବାଲେଶ୍ଵର : ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଛି । ପୁରୀ,ବାଲେଶ୍ଵର…

ପାକ୍ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଭାଇ-ଭଉଣୀ ସମ୍ପର୍କକୁ ନେଇ କୁତ୍ସିତ ପ୍ରଶ୍ନ; ସୋସିଆଲ ମିଡିଆରେ ଝଡ

ଇସଲାମବାଦ: ପାକିସ୍ତାନର ଏକ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନ ପତ୍ରୁକୁ ନେଇ ଖୁବ ଚର୍ଚ୍ଚା । ଏହି ପ୍ରଶ୍ନ ଭାଇ ଭଉଣୀର ସମ୍ପର୍କକୁ ନେଇ କରାଯାଇଛି । ଅର୍ଥାତ ଭାଇଭଉଣୀ ସେକ୍ସକୁ ନେଇ ପଚରାଯାଇଛି ପ୍ରଶ୍ନ । ଏପରି ପ୍ରଶ୍ନପତ୍ରକୁ ନେଇ ସୋସିଆଲ ମିଡିଆରେ ଝଡ ବହୁଛି । ଅନେକ…