Latest Odisha News

BREAKING NEWS

Browsing Category

ଫିଚର

ପାକ୍ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଭାଇ-ଭଉଣୀ ସମ୍ପର୍କକୁ ନେଇ କୁତ୍ସିତ ପ୍ରଶ୍ନ; ସୋସିଆଲ ମିଡିଆରେ ଝଡ

ଇସଲାମବାଦ: ପାକିସ୍ତାନର ଏକ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନ ପତ୍ରୁକୁ ନେଇ ଖୁବ ଚର୍ଚ୍ଚା । ଏହି ପ୍ରଶ୍ନ ଭାଇ ଭଉଣୀର ସମ୍ପର୍କକୁ ନେଇ କରାଯାଇଛି । ଅର୍ଥାତ ଭାଇଭଉଣୀ ସେକ୍ସକୁ ନେଇ ପଚରାଯାଇଛି ପ୍ରଶ୍ନ । ଏପରି ପ୍ରଶ୍ନପତ୍ରକୁ ନେଇ ସୋସିଆଲ ମିଡିଆରେ ଝଡ ବହୁଛି । ଅନେକ…

ପୁଣି ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟା !

ନୂଆଦିଲ୍ଲୀ: ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିବ ଫେସ୍‌ବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ର ମୂଳ କମ୍ପାନୀ ମେଟା। ଏନେଇ ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। କମ୍ପାନୀରେ ଥିବା ନିଯୁକ୍ତି ସମ୍ପର୍କିତ ଅସମାନତା ନିୟନ୍ତ୍ରଣ କରିବା ପାଇଁ ମେଟା ୧୧ ହଜାର କର୍ମଚାରୀ…

ଆମ୍ବୁଲାନ୍ସ ଗାଡ଼ିରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ଅବକାରୀ ବିଭାଗ

ସୁବର୍ଣ୍ଣପୁର : ଆମ୍ବୁଲାନ୍ସ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ  । ମାଡ଼ି ବସିଲା ଅବକାରୀ ବିଭାଗ  ।  ଗଞ୍ଜେଇ ଚୋରାଚାଳଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରି ବିଭାଗ ଧରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୌଦ୍ଧ…

ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ; ଥରିଲା ଚୀନ

ବେଜିଂ: ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପ ତାଣ୍ଡବ ରଚିବା ପରେ ଏସିଆ ମହାଦେଶରେ ବିଭିନ୍ନ ଦେଶରେ ଭୂମିକମ୍ପ ଧାରା ଜାରି ରହିଛି। ଗୁରୁବରା ତାଜିକିସ୍ତାନ ୬.୮ ତୀବ୍ରତାର ଭୂମିକମ୍ପ ହୋଇଛି। ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି। ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ…

ଡୁମୁରୁପୁଟ ଷ୍ଟେସନରେ ଯାତ୍ରୀ ବିଶ୍ରାମାଗାର କକ୍ଷରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ

କୋରାପୁଟ : ଡୁମୁରୁପୁଟ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲନ୍ତା ମୃତ ଦେହ ଠାବ ହୋଇଛି । ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ରସି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି । ଏହା ଆତ୍ମହତ୍ୟା ନା ହତ୍ୟା କରି ଝୁଲାଇ ଦିଆଯାଇଛି ତାହା ତଦନ୍ତ ପରେ ହିଁ ଜଣା ପଡିବ…

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ; ଉତ୍କଳମଣିଙ୍କ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟର କରିବେ ଲୋକାର୍ପଣ

ପୁରୀ:ଚମକୁଛି ସୁଆଣ୍ଡୋ । ଉତ୍କଳର ବରପୁତ୍ର ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ। ଏହି ଗାଁକୁ ଆଜି ମିଳିଛି ବିଶେଷ ସମ୍ମାନ । ପୁରୀ ଜିଲ୍ଲା ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟ ତିଆରି ହୋଇଛି ଯାହାକୁ ଆଜି ଲୋକାର୍ପଣ କରିବେ…

ଝୋଟ ଚାଷୀଙ୍କ ପାଇଁ ଖୁସି ଖବର, ଏଣିକି ଚାଉଳ, ଗହମ, ଚିନି ପ୍ୟାକେଜିଂ ଝୋଟ ବସ୍ତାରେ କରିବାକୁ ବାଧ୍ୟ

ଭୁବନେଶ୍ୱର : ଦେଶୀ ଜିନିଷର ବ୍ୟବହାର କରାଯିବ । ଦେଶର କମ୍ପାନୀ ଲାଭବାନ ହେବେ । ସେଥିପାଇଁ ଝୋଟ ବସ୍ତାରେ ଚାଉଳ, ଗହମ ଏବଂ ଚିନିର ପ୍ୟାକେଜିଂ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ବୈଠକରେ ଏପରିି ପ୍ରସ୍ତାବ ଅନୁମୋଦିତ ହୋଇଛି । ଏହି ନିୟମକୁ କାର୍ଯ୍ୟକାରୀ…

ପୁଟିନ ଆଣବିକ ଚୁକ୍ତି ପ୍ରତ୍ୟାହାର କରିବା ବଡ଼ ଭୁଲ୍ ନିଷ୍ପତ୍ତି: ବାଇଡେନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁଟିନ ଆମେରିକା ସହିତ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି। କହିବାକୁ ଗଲେ ଏକରକମ ବାତିଲ କରିଛନ୍ତି। ଏପରି କରି ପୁଟିନ ସାରା ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ବର୍ତ୍ତମାନ ସେ ୟୁକ୍ରେନ ଯୁଦ୍ଧରେ ଜିତିବା ପାଇଁ ପରମାଣୁ…

ଭାରତ-ଚୀନ ବିବାଦ ଭିତରେ ତିନି ବର୍ଷ ପରେ ବେଜିଂରେ ବସିଲା WMCCର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଚୀନ ସୀମାରେଖାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ବେଜିଂରେ ଭାରତ ଏବଂ ଚୀନ୍ ଏକ ବୈଠକ କରିଛନ୍ତି। ଦୁଇ ଦେଶର ସୀମା ପ୍ରସଙ୍ଗରେ ବିଚାର ବିମର୍ଶ ଏବଂ ସମନ୍ବୟର କାର୍ଯ୍ୟକାରୀ ତନ୍ତ୍ର (WMCC)ର ୨୬ ତମ ବୈଠକ ଅନୁଷ୍ଠିତ ହୋଇଛି। ଖୁବ ଶୀଘ୍ର ୧୮ ତମ ସିନିୟର କମାଣ୍ଡରଙ୍କ ଏକ…