Latest Odisha News

BREAKING NEWS

Browsing Category

ଫିଚର

କାହା ପକ୍ଷରେ ରାଜ୍ୟପାଳ? ରଘୁବରଙ୍କ ମୁଁହରେ ସରକାରଙ୍କ ଗୁଣଗାନ, ବିରୋଧି ଅସନ୍ତୋଷ

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ପ୍ରଥମ ଦିନରୁ ହାଇ ଡ୍ରାମା ମଧ୍ୟରେ ଆରମ୍ଭ ହୋଇଥିଲା ଅଧିବେଶନ। ଗୋଟେ ପଟେ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୁଚାଇ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ…

କୋବି ମଂଚୁରିଆନ ଗୋଆରେ ଏବେ ମନା

ପାଣାଜି: ଗୋଆରେ କୋବି ମଂଚୁରିଆନ ବିକ୍ରି ଉପରେ କଟକଣା ଲଗାଯାଇଛି । ସେଠାକାର ପାର୍ଷଦ ତାରକ ଆରୋଲକର ଅଭିଯୋଗ କରିଥିଲେ ଯେ, ଏହି ମଂଚୁରିଆନରେ ସିନ୍ଥେଟିକ ରଙ୍ଗର ବ୍ୟବହାର କରାଯାଉଛି ଯାହା କି ସ୍ୱାସ୍ଥ୍ୟ ପକ୍ଷେ ଖରାପ । ଏହା ବ୍ୟତୀତ ବିକ୍ରେତାମାନେ ମଧ୍ୟ ପରିସ୍କାର ପରିଚ୍ଛନ୍ନ ପ୍ରତି…

ଇଂଲଣ୍ଡ ବିପକ୍ଷରେ ରେକର୍ଡ କଲେ ଅଶ୍ୱୀନ, ଡବ୍ଲ୍ୟୁଟିସିରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ବିଶାଖପଟନମ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୧୦୬ ରନରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିଛି । ଭାରତ ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଟିମ ଇଣ୍ଡିଆ ଏହା ପୂର୍ବରୁ ୫ମ…

ଡକ୍ଟର ବି ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ 

ଭୁବନେଶ୍ବର: ଭାରତୀୟ ସମ୍ବିଧାନର ଜନକଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ। ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡାର ବସଷ୍ଟାଣ୍ଡ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି…

ଗଣତନ୍ତ୍ରର ହତ୍ୟା ହୋଇଛି, କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ​​ବାଲାଟ ପେପରକୁ ଟାମ୍ପରିଂ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୋମବାର ଏହି ମାମଲାର ଶୁଣାଣି ବେଳେ ଶୀର୍ଷ ଅଦାଲତ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ନିର୍ବାଚନ ଅଧିକାରୀ ବାଲାଟ ପେପରରେ ଜାଲିଆତି କରିଛନ୍ତି।…

ବଜେଟ୍ ଅଧିବେଶନ: ରାଜ୍ୟ ସରକାରଙ୍କ ଉପଲବ୍ଧି ଉପସ୍ଥାପନା କଲେ ରାଜ୍ୟପାଳ 

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆରମ୍ଭରୁ ହିଁ ବେଶ୍ ସରଗରମ ହୋଇଛି ଗୃହ। ଅଧିବେସନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ ରଘୁବର ଦାସ। ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ…

ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର, ୪୭ ଖଣ୍ଡ ଭୋଟରେ ଜିତିଲେ ଚମ୍ପେଇ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର । ବହୁମତ ପ୍ରମାଣିତ କଲେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍‌ । ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପେଇ । ସେପଟେ ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ୍ ହୋଇଥିଲେ ପୂର୍ବତନ…

ଗୁମର ଖୋଲିଲେ ଥରୁର, କହିଲେ ରାମ ମନ୍ଦିର ପ୍ରତିଷ୍ଠା ବେଳେ କାହିଁକି କଂଗ୍ରେସ ହୋଇନଥିଲା ସାମିଲ୍ 

ନୂଆଦିଲ୍ଲୀ:ବଡ଼ ଧୂମଧାମରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା। ଦେଶର ବଡ଼ ବଡ଼ ତାରକା ତଥା ଅନେକ ଲୋକ ଏଥିରେ ଯୋଗଦାନ କଲେ। କିନ୍ତୁ ଏହି ଉତ୍ସବରେ ସାମିଲ୍ ହୋଇନଥିଲା କଂଗ୍ରେସ ଦଳ। ଯାହାକୁ ନେଇ ଏହାର କାରଣ କଣ ଥିଲା ଏବେ ସେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଶଶି ଥରୁର। କଂଗ୍ରେସ…

ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ, ଗୃହ କାର୍ଯ୍ୟ ପୂର୍ବରୁ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ । ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଥମେ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସହିଦ ଯବାନ ମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି…

୨୦୨୬ ବିଶ୍ୱକପ ଫୁଟବଲ ଫାଇନାଲ ମ୍ୟାଚ ନ୍ୟୁଜର୍ସିରେ ହେବ

ନୂଆଦିଲ୍ଲୀ: ୨୦୨୬ ବିଶ୍ୱକପ ଫୁଟବଲର ଫାଇନାଲ ମ୍ୟାଚ ନ୍ୟୁଜର୍ସିର ମେଟଲାଇଫ ଷ୍ଟାଡିୟମରେ ଖେଳାଯିବ ବୋଲି ଫିଫା ଓ ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଏହି ଷ୍ଟାଡିୟମରେ ୮୨,୫୦୦ ଦର୍ଶକ ଏକତ୍ର ମ୍ୟାଚକୁ ଉପଭୋଗ କରିପାରିବେ । ଏହି ବିଶ୍ୱକପରେ ୪୮ଟି ଟିମ ଖେଳିବେ । ଆମେରିକା, କାନାଡା ଓ…