Latest Odisha News

BREAKING NEWS

Browsing Category

ଫିଚର

ପଠାନ ପରେ ଶାହାରୁଖ-ସଲମାନଙ୍କୁ ନେଇ ଆକ୍ସନ ଫିଲ୍ମ କରିବେ ୟଶରାଜ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମର ସଫଳତା ପରେ ୟଶରାଜ ଫିଲ୍ମସ ଏବେ ଟାଇଗର ୩ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଠାନ ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ହୋଇସାରିଛି । ୟଶରାଜ ଫିଲ୍ମସର ସ୍ପାଏ ୟୁନିଭର୍ସରେ ଟାଇଗର ଓ ୱାର ପରେ ଏବେ ପଠାନ ସାମିଲ ହୋଇଛି ।…

ନାରାରେ ନାରୀ, ଆନ୍ତରିକତା ଅଛି ତ ?

ଭୁବନେଶ୍ୱର: ରାଜନୈତିକ ରୂପ ନେଉଛି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପୋଲିସ ଉପରେ ଆକ୍ରମଣ ପ୍ରସଙ୍ଗ। ଶାସକ ବିଜେଡି ଏ ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କରିବା ସହ ରାଜରାସ୍ତାକୁ ଓଲ୍ହାଇଛି। ବିଜେଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ନେତାଙ୍କ ଅସଲ ରୂପ ପଦାରେ…

ଉପାସନାଙ୍କ ‘ବିଜୟ’ ଗଣିତ, କେତେ ହେବ ସଫଳ ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନର ରୂପରେଖ କଣ ହେବ। ଯେଉଁମାନେ ପ୍ରମୁଖ ଦଳର ଆଗ ଧାଡ଼ିର ନେତା ସେମାନେ କଣ ସେହି ଦଳରେ ରହି ନିର୍ବାଚନ ଲଢ଼ିବେ ? ନା ଚିତ୍ର କିଛି ଅଲଗା ହେବ। ଏଭଳି କିଛି କଳ୍ପନା କଳ୍ପନା ଏବେ ମୁଣ୍ଡ ଟେକିଛି। ରାଜ୍ୟରେ ବିଆରଏସର ଏଣ୍ଟ୍ରି ଓ ଏଥିରେ ବିଜୟ ମହାପାତ୍ରଙ୍କ…

ମୋର ବାପାଙ୍କ ସମସ୍ତ କାମକୁ ପୂରଣ କରିବି: ନବ ଦାସଙ୍କ ଝିଅ

ଝାରସୁଗୁଡା (କେ ରୋଶନ ପୃଷ୍ଟି): ମନ୍ତ୍ରୀ ନବ ଦାସଙ୍କ କର୍ମ ପରେ ପ୍ରଥମ ଥର ପାଇଁ ଏକ ସାଧାରଣ ସଭାରେ ଯୋଗ ଦେଇ ତାଙ୍କ ଝିଅ ଦୀପାଳି ଦାସ କହିଛନ୍ତି, ସେ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିବେ। ନରସିଂହ ବିଷ୍ଣୁପ୍ରିୟା ଚେରିଟେବୁଲ ଟ୍ରଷ୍ଟର ଆମ୍ବୁଲେନ୍ସ ସେବାର ଉଦଘାଟନ କରିବା ଅବସରରେ…

ରଣଜୀ ଟ୍ରଫି ଫାଇନାଲ: ବେଙ୍ଗଲ ୧୭୪, ସୌରାଷ୍ଟ ୮୧/୨

କୋଲକାତା: ଇଡେନଗାର୍ଡେନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ପ୍ରଥମ ଦିବସରେ ୧୨ଟି ୱିକେଟର ପତନ ଘଟିଛି । ବେଙ୍ଗଲକୁ ୧୭୪ ରନରେ ଅଲଆଉଟ କରିବା ପରେ ଷ୍ଟମ୍ପସ ଅପସାରଣ ବେଳକୁ ସୌରାଷ୍ଟ୍ର ୨ଟି ୱିକେଟ ହରାଇ ୮୧ ରନ କରିଛି । ହାର୍ଭିକ ଦେଶାଇ ୩୮ ଓ ଚେତନ ଶାକାରିୟା ୨ ରନ କରି ଅପରାଜିତ…

୨୦୨୪ ନିର୍ବାଚନରେ ବିଜେଡି, ବିଜେପିକୁ ଭାରି ପଡ଼ିବେ କି ଏସବୁ ନେତା ?

ଭୁବନେଶ୍ୱର: ସମ୍ବଲପୁରରେ ବିରୋଧୀ ଦଳ ନେତା ଓ ପୋଲିସ ହାତାହାତିକୁ ନେଇ ରାଜନୀତି ତେଜୁଛି । ଶାସକ ବିଜେଡି, ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେପି କହିଛି, ସରକାର ନିଜ ମନ୍ତ୍ରୀ ଓ ବିଧାୟକଙ୍କୁ ପରଖନ୍ତୁ । ତେବେ ବିଜେପି ହେଉ ଅବା ବିଜେଡି ନେତା । ଅନେକଙ୍କ…

ବିବାହ କଲେ ବିବାଦୀୟ ବଲିଉଡ ଅଭିନେତ୍ରୀ ସ୍ୱରା

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ସମାଜବାଦୀ ୟୁଥ ୱିଙ୍ଗର ମହାରାଷ୍ଟ୍ର ପ୍ରଦେଶ ଅଧ୍ୟକ୍ଷ ଫହାଦ ଅହମ୍ମଦଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ଜାନୁୟାରୀ ୬ରେ ସେ ବିବାହ କରିଥିଲେ ମଧ୍ୟ ଆଜି ସୋସିଆଲ ମିଡିଆ ମାଧ୍ୟମରେ…

ବିଜେଡି ଷଡ଼ଯନ୍ତ୍ର କରି ହତ୍ୟା କରିବାକୁ ଯୋଜନା କରୁଛି: ଜୟନାରାୟଣ

ଭୁବନେଶ୍ୱର: ସମ୍ବଲପୁର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳକୁ ନେଇ ଓଡିଶାରେ ଏବେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଏହି ବିବାଦ ମଧ୍ୟରେ ଗୁରୁବାର ଦିନ ବିଜେପିର ବରିଷ୍ଠ ନେତା ଏକ ଚାଞ୍ଚଲ୍ୟକର…

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କଥା କହି ବିଜେଡି ଉପରେ ବର୍ଷିଲା କଂଗ୍ରେସ

ଯାଜପୁର: ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାରେ ବ୍ୟାପକ ଅନିୟମିତତା ଦର୍ଶାଇ ଯାଜପୁର ବଡଚଣାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପଦଯାତ୍ରା ହୋଇଛି। କଂଗ୍ରେସ ନେତା ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ପଦଯାତ୍ରା ପରେ ସମର୍ଥକମାନେ ବଡଚଣା…

କେତେ ମାସର ଘରଭଡ଼ା ଦେଲେ ଭୁବନେଶ୍ୱରରେ କିଣି ପାରିବେ ଘର ?

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର । ରାଜଧାନୀରେ ରହିବା ଓ ଘରଟିଏ କିଣିବା ସମସ୍ତଙ୍କ ସ୍ୱପ୍ନ । ଅନେକ ଏଇ ସ୍ୱପ୍ନ ଦେଖି ରାଜଧାନୀକୁ ନିଜର କରି ନିଅନ୍ତି । ବ୍ୟତିବ୍ୟସ୍ତ ହୋଇ ଅହରହ ଦୌଡ଼ୁଥିବା ସହର ଏବେ ସାମର୍ଥ୍ୟ ବାହାରକୁ ପଳାଇଲାଣି । ମନିକଣ୍ଟ୍ରୋଲର ରିପୋର୍ଟ ଅନୁସାରେ, ଭାଇଜାଗ ପରେ…