Latest Odisha News

BREAKING NEWS

Browsing Category

ଫିଚର

ଜୟନାରାୟଣଙ୍କ ଅତୀତ କଥା ମନେ ପକାଇ ବିଜେପିକୁ ତୀର ମାରିଲେ ପ୍ରଣବ

ଭୁବନେଶ୍ୱର: ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ରହିଛି । କିନ୍ତୁ ବିରୋଧର ଅର୍ଥ ନୁହେଁ କାହାକୁ ବ୍ୟକ୍ତିଗତ କିମ୍ବା ଶାରିରୀକ ଆଘାତ ପହଞ୍ଚାଇବା । କିନ୍ତୁ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାରମ୍ବାର ଆକ୍ରମଣ କରୁଛନ୍ତି କେବେ ନିଜ ଦଳର ନେତାଙ୍କୁ ତ ଆଉ କେବେ…

ଏଣିକି ଆକାଶରେ ଉଡିବ ଟାକ୍ସି

ବେଙ୍ଗାଲୁର:ଆଉ ସଡକରେ ଚାଲିବନି ଟାକ୍ସି  । ଟ୍ରାଫିକ ଜାମରେ ବି ଫସିବାକୁ ପଡିବନି । ଏଣିକି ଆକାଶରେ ଉଡିବ । ସ୍ୱପ୍ନ ପରି ଲାଗୁଥିବା ଏହି କଥା ଖୁବ ଶୀଘ୍ର ସତ ହେବାକୁ ଯାଉଛି । ଏଣିକି ଟାକ୍ସିରେ ବସି  ଉଡି ଉଡି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ହେବ । ବେଙ୍ଗାଲୁରର ବାହାରେ ଥିବା ୟେଲହଙ୍କା ବାୟୁ…

ସେଲଫି ନେବାକୁ ମନା କରିବାରୁ ପୃଥ୍ୱୀ ଶଙ୍କ କାର ଉପରେ ଆକ୍ରମଣ

ମୁମ୍ବାଇ: ଟିମ ଇଣ୍ଡିଆ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଗୁରୁବାର ବଡ ଧରଣର ଆକ୍ରମଣ ହୋଇଛି । ସେ କାରରେ ତାଙ୍କର ଜଣେ ବନ୍ଧୁ ସହ ବସିଥିବା ବେଳେ କେତେଜଣ ପ୍ରଶଂସକ ସେଲଫି କ୍ଲିକ କରିବାକୁ ଚାହୁଁଥିଲେ । ଶ’ ମନା କରିବାରୁ ସେମାନେ ରାଗି ଯାଇଥିଲେ । ୮ଜଣ ଯୁବକ ତାଙ୍କ କାର ଉପରେ ଆକ୍ରମଣ…

ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କରଣ ଓ ତେଜସ୍ୱୀ

ମୁମ୍ବାଇ : ବଲିଉଡର ସବୁଠୁ କ୍ୟୁଟ୍‌ କପଲ ହେଉଛନ୍ତି କରଣ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶ  । ଏହି କପଲ୍‌ ପ୍ରଶଂସକଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ଏକ ସାକ୍ଷାତକାରରେ କରଣ କୁନ୍ଦ୍ରା ତେଜଶ୍ୱୀଙ୍କ ସହ ବିବାହ ସମ୍ପର୍କରେ ଖୁଲାସା କରିଛନ୍ତି। ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରାଙ୍କ…

ଭାରତ ବିରୋଧୀ ଶକ୍ତି ସୁପ୍ରିମକୋର୍ଟଙ୍କୁ ମାଧ୍ୟମ ଭାବେ ଗ୍ରହଣ କରୁଛନ୍ତି: ପଂଚଜନ୍ୟ

ନୂଆଦିଲ୍ଲୀ: ଭାରତ ବିରୋଧୀ ଶକ୍ତି ସୁପ୍ରିମକୋର୍ଟଙ୍କୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବାକୁ ଉଦ୍ୟମ କରୁଛୁ ବୋଲି ଆରଏସଏସର ସାପ୍ତାହିକ ପତ୍ରିକା ପଂଚଜନ୍ୟରେ ଏକ ଲେଖା ପ୍ରକାଶ ପାଇଛି । ଏ ନେଇ ଏବେ ଆଲୋଡନ ସୃଷ୍ଟି ହୋଇଛି । ବିବିସି ଡକ୍ୟୁମେଂଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର…

ଭାରତରେ ଫେକ ସୋସିଆଲ ମିଡିଆ କ୍ୟାମ୍ପେନ ଚଲାଉଛି ଇସ୍ରାଏଲର ସପ୍ଟଓୟାର କମ୍ପାନୀ!

ଲଣ୍ଡନ: ଇସ୍ରାଏଲର ଏକ ସ୍ପାଇ ଫାର୍ମ ଟିମ ବିଶ୍ୱର ୩୦ରୁ ଅଧିକ ଦେଶର ନିର୍ବାଚନରେ ନାକ ପୁରାଉଥିବା ଅଭିଯୋଗ ହେବା ପରେ ଏବେ ଏହି ଫାର୍ମ ବିରୋଧରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ଏହି ଇସ୍ରାଏଲ ଫାର୍ମ ଏବେ ଏକ ସପ୍ଟଓୟାର କମ୍ପାନୀ ସାହାଯ୍ୟରେ ଭାରତ ସମେତ ଅନେକ ଦେଶରେ ଫେକ ସୋସିଆଲ…

ଜୟ ନାରାୟଣଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର: ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଗତକାଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ପଦରୁ ଜୟନାରାୟଣଙ୍କୁ ହଟାଇବା ପାଇଁ ଦାବି କରିବା ପରେ ବିଜୁ ମହିଳା…

ବାପା ଓ ପୁଅ ବାଇକ୍‌ରେ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଲା ଟ୍ରକ୍; ଦୁଇ ମୃତ

ନୂଆପଡା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ। ବାଇକ୍‌ରେ ଯାଉଥିବା ବେଳେ ପଛରୁ ପିଟିଲା ଟ୍ରକ୍। ନୂଆପଡ଼ା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେରେ ଏଭଳି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା (୩୫) ଓ ତାଙ୍କ ପୁଅ ଦୀପକ୍…

ଆଧ୍ୟାତ୍ମିକ ଭାବନା ସହ ମୃଦଙ୍ଗର ତାଳେ ତାଳେ ୪ ବର୍ଷର ବାଳକ

କାମାକ୍ଷାନଗର : କଥାରେ ଅଛି ମଣିଷ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ । ଅର୍ଥାତ ସବୁ ମଣିଷଙ୍କ ପାଖେ କିଛି ନା କିଛି ଅନ୍ତର୍ନିହିତ ଗୁଣ ରହିଥାଏ । ଯାହାକୁ ଦେଖି ଭଗବାନ ସନ୍ତୋଷ ଲାଭ କରନ୍ତି । ସେଭଳି ଦିବ୍ୟଜ୍ଞାନ ଦେଖିବାକୁ ମିଳିଛି ୪ବର୍ଷର ଶିଶୁପୁତ୍ର ଗୋବିନ୍ଦଙ୍କ ପାଖରେ । ବୟସ ୪…

ଖୁବ ଶୀଘ୍ର ପଦ୍ମପୁରକୁ ମିଳିପାରେ ଜିଲ୍ଲା ମାନ୍ୟତା

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ବିରୋଧୀ ବଳ ଯୋଗାଡୁଥିବାବେଳେ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛନ୍ତି । ଆସନ୍ତ ନିର୍ବାଚନ ପୂର୍ବରୁ ନୀବନ ପଟ୍ଟନାୟକ ବି ତାଙ୍କର ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି    । ପଦ୍ମପୁର…