Latest Odisha News
Browsing Category

ଫିଚର

ବ୍ୟକ୍ତିର ମୃତ୍ୟୁ ପରେ କ’ଣ ହୁଏ ଆଧାର, ପାନ ଓ ଅନ୍ୟ ଡକ୍ୟୁମେଣ୍ଟ?

ନୂଆଦିଲ୍ଲୀ: ଆଜିକାଲି ଯେକୌଣସି ବ୍ୟକ୍ତିଙ୍କ ଫୋନ ନମ୍ୱର ବା କାଗଜପତ୍ର ମାଧ୍ୟମରେ ଠକେଇ ହେବା ସାଧାରଣ କଥା। କେତେବେଳେ ଓଟିପି ଦେଇ ଠକେଇ ହେଉଛି ତ ଆଉ କେତେବେଳେ ବିନା ଓଟିପିରେ ଠକେଇ କରାଯାଉଛି। ଏନେଇ ଅନେକ ଖବର ସାମନାକୁ ଆସୁଛି। ତେବେ ମଣିଷର ମୃତ୍ୟୁ ପରେ ସେ ବ୍ୟବହାର କରୁଥିବା…

ଇଟାଲୀର ସିନର ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟଲ

ମେଲବୋର୍ଣ୍ଣ: ଇଟାଲୀର ଯୁବ ଖେଳାଳି ୟାନିକ ସିନର ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ୨୨ ବର୍ଷୀୟ ସିନର ଫାଇନାଲରେ ରୁଷିଆର ଡାନିଏଲ ମେଡଭେଡେବଙ୍କୁ ୩-୬, ୩-୬, ୬-୪, ୬-୪ ଓ ୬-୩ ସେଟରେ ପରାସ୍ତ କରିଥିଲେ । ସିନରଙ୍କ ଏହା କ୍ୟାରିୟରର ପ୍ରଥମ…

ଏହି ମନ୍ଦିରକୁ ଗଲେ ମୃତ୍ୟୁ ନିଶ୍ଚିତ

ନୂଆଦିଲ୍ଲୀ: ରହସ୍ୟରେ ଭରା ଆମ ଦୁନିଆ । ଏବେ ବି ପୃଥିବୀରେ ଏ ଭଳି ସ୍ଥାନ ରହିଛି ଯାହା ବିଷୟରେ ଶୁଣିଲେ ଲୋକଙ୍କୁ ବିଶ୍ୱାସ ହୁଏନି । ତୁର୍କୀର ପ୍ରାଚୀନ ସହର ହେରାପଲିସରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାକୁ ଗଲେ ଫେରିବା ପ୍ରାୟତଃ ଅସମ୍ଭବ ମନେ ହୁଏ । ଏଠାରେ ଅନେକ ଲୋକଙ୍କ ରହସ୍ୟମୟ ଢ଼ଙ୍ଗରେ…

ମୃତ୍ୟୁଯନ୍ତା ପାଲଟିଛି ଦ୍ୱାରଶୁଣି ଘାଟି: ଟ୍ରକ ଓଲଟି ଡ୍ରାଇଭର ମୃତ, ପିଆଜ ବୋହିନେଲେ ଲୋକ

ବାରିପଦା: ମୟୂରଭଞ୍ଜ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । କିଛି ଦିନ ତଳେ ଏକ ଯାତ୍ରା ପାର୍ଟିର ଟ୍ରକ ଓଲଟି ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଛି । ଯେଉଁଥିରେ ଟ୍ରକ ଚାଳକଙ୍କର ମୃତ୍ୟୁ ଘଟିଛି । ସୂଚନା…

BSKY ନବୀନ କାର୍ଡ; ଫେବ୍ରୁଆରୀ ୮ଯାଏଁ ଅନଲାଇନ୍ ପଞ୍ଜିକରଣ ବୃଦ୍ଧି

ଭୁବନେଶ୍ୱର: BSKY ନବୀନ କାର୍ଡ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଛି । ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ଅନଲାଇନ୍ ପଞ୍ଜିକରଣ ବୃଦ୍ଧି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି । ପୂର୍ବରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ…

ଭାରତ-ମିଆଁମାର ସୀମା ସିଲକୁ ବିରୋଧ କରିବ ମଣିପୁରର ଆଦିବାସୀ ସଂଗଠନ

ଇମ୍ଫାଲ୍: ଭାରତ-ମିଆଁମାର ସୀମାରେ ତାରବାଡ଼ ଘେରାଉ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ନିଷ୍ପତ୍ତିକୁ ବିରୋଧ କରିବ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ଏକ ଆଦିବାସୀ ସଂଗଠନ । ଆଇଟିଏଲଏଫ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଭାରତ-ମିଆଁମାର ସୀମାରେ ତାରବାଡ ଏବଂ…

ଗୁଜରାଟରେ ଭୂକମ୍ପ ଝଟକା, ଲୋକେ ଭୟଭୀତ

ଗାନ୍ଧିନଗର: ଗୁଜରାଟରେ ଭୂକମ୍ପ ଝଟକା। ଗୁଜରାଟର କଚ୍ଛ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ…

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା, ୬ମୃତ

ଚେନ୍ନାଇ: ସିମେଣ୍ଟ ବୋଝେଇ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଛି।ଦକ୍ଷିଣ ତାମିଲନାଡୁର ସିଙ୍ଗିଲିପାଟ୍ଟି ଏବଂ ପୁନ୍ନୟାପୁରମ୍ ମଝିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଛି।ମୃତକମାନେ ହେଲେ କାର୍ତ୍ତିକ, ଭେଲ…

୨୭ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ମାଟିରେ ହରାଇଲା ୱେଷ୍ଟଇଣ୍ଡିଜ

ବ୍ରିସବେନ: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ଆଜି ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆକୁ ୮ ରନରେ ହରାଇ ସିରିଜକୁ ୧-୧ରେ ବରାବର କରିଛି । ୨୭ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ମାଟିରେ ହରାଇବାରେ ୱେଷ୍ଟଇଣ୍ଡିଜ ସଫଳ ହୋଇଛି । ୧୯୯୭ରେ ୱେଷ୍ଟଇଣ୍ଡିଜ ଶେଷ…

ରାଷ୍ଟ୍ରୀୟ ସମ୍ମାନ ସହ ପଞ୍ଚଭୂତରେ ଲୀନ ହେଲେ ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ

ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ 102 ବର୍ଷ ହୋଇଥିଲା । ଶତାୟୁଙ୍କ ପାର୍ଥିବ ଶରୀର…