Latest Odisha News

BREAKING NEWS

Browsing Category

ଫିଚର

ସନ୍ଦେହ ଘେରରେ ଋଷ ପର୍ଯ୍ୟଟକଙ୍କ ଆତ୍ମହତ୍ୟା, ଝିଅର ଅନୁମତି ପରେ ହେବ ଶବ ସତ୍କାର

ରାୟଗଡ଼ା: ୪୮ ଘଣ୍ଟା ମଧ୍ୟରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ପ୍ରଶ୍ନ ଅନେକ, ଉତ୍ତର ଖୋଜୁଛି ପୋଲିସ । ପ୍ରଥମେ ୨୨ ତାରିଖରେ ବ୍ଲାଡିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ବ୍ଲାଡିମିରଙ୍କ ମୃତ୍ୟୁର ଦିନକ ପରେ ଆଖି ବୁଜିଥିଲେ ବନ୍ଧୁ ଆଣ୍ଟୋଭା ପାଭେଲ୍ । ଆଣ୍ଟୋଭା ରହୁଥିବା…

୨୦୨୨ କ୍ରୀଡା: ମହାନ ଖେଳାଳିଙ୍କୁ ମହା ଦାୟିତ୍ୱ ଆଉ ମେସି, ନୀରଜ ରଚିଲେ ଇତିହାସ

ଚଳିତ ବର୍ଷ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ ହୋଇଛି । ତେବେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ବିଶ୍ୱକପ ଫୁଟବଲରେ ଆର୍ଜେଂଟିନା ଚାମ୍ପିୟନ ହେବା ଓ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି ।…

ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ ହେଲେ ନେପାଳ ପ୍ରଧାନମନ୍ତ୍ରୀ, କାଲି ଶପଥ ଗ୍ରହଣ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ । ଅନ୍ୟ ଦଳଙ୍କ ସହ ସମର୍ଥନ ନେଇ ଆଲୋଚନା ପରେ ପ୍ରଚଣ୍ଡ ସରକାର ଗଠନ ନେଇ ଦାବି କରିଥିଲେ । ପ୍ରଚଣ୍ଡଙ୍କ ଦଳ ସିପିଏନ୍-ମାଓବାଦୀ ସେଣ୍ଟର ପ୍ରତିନିଧି ସଭା ନେପାଳ ସଂସଦର ତୃତୀୟ ବଡ଼ ଦଳ ଅଟେ ।…

ଉପନିର୍ବାଚନ ସଙ୍କେତ, ଫମ୍ପା ହେବ କି ଶରତଙ୍କ ୯ରୁ ୯୦ ବାଣ ?

ଭୁବନେଶ୍ୱର:  ୨୦୨୪ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଅଛି । ତା’ପୂର୍ବରୁ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ରାଜନୈତିକ ଗତିବିଧି ଜୋର୍ ଧରିଛି । ବିଜେପି, ବିଜେଡି ଓ କଂଗ୍ରେସ ତିନିଦଳର ନେତା କହୁଛନ୍ତି ୨୦୨୪ରେ ସେମାନେ ସରକାର ଗଢ଼ିବେ ? ତେବେ ୨୦୨୪ରେ ଓଡ଼ିଶାରେ କିଏ ଦଖଲ କରିବ…

ପୁରୀରେ ବିଜେଡିର ବଡ଼ ଆୟୋଜନ, ୨୦୨୪ ପାଇଁ କି ମନ୍ତ୍ର ଦେବେ ନବୀନ ?

ପୁରୀ: ବିଜେଡି ପାଳିବ ୨୬ ତମ ପ୍ରତିଷ୍ଠା ଦିବସ । ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳକୁ ଆସନ୍ତାକାଲି ୨୫ ପୂରି ୨୬ ଚାଲିବ । ଏହି ଅବସରରେ ଦଳ ପୁରୀରେ କରିବ ଶକ୍ତି ପ୍ରଦର୍ଶନ । ପ୍ରତିଷ୍ଠା ଦିବସରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରୁଥିବା ବେଳେ ୨୦୨୪…

ମକର ରାଶିକୁ ଆସିବେ ବୁଧ, ଏହି ଜାତକ ପାଇଁ ଆରମ୍ଭ ହେବ ଶୁଭ ଦିନ

ଗ୍ରହ ଓ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ଜ୍ୟୋତିଷ ଶାସ୍ତ୍ରରେ ବଡ଼ ଘଟଣା ବୋଲି ଧରାଯାଏ । ଯାହାର ଗଭୀର ପ୍ରଭାବ ପ୍ରତିଟି ରାଶିର ଜୀବନ ଉପରେ ପଡ଼ି ଥାଏ । ଚଳିତ ବର୍ଷ ଶେଷରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବୁଧ ଗ୍ରହକୁ ବୁଦ୍ଧି, ଶକ୍ତି ଓ କଳାକୌଶଳର ଗୁରୁ କୁହାଯାଏ ।…

ମହଙ୍ଗା ୨୨, ବର୍ଷ ଆରମ୍ଭରୁ କନ୍ଦାଇଥିଲା ଦରଦାମ

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ବର୍ଷ ଆରମ୍ଭରୁ ଲୋକଙ୍କୁ ଦରଦାମ ହନ୍ତସନ୍ତ କରିଥିବା ବେଳେ ବର୍ଷ ଶେଷକୁ ବି ସେହି ଧାରା ଲାଗି ରହିଥିଲେ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଆସନ୍ତୁ ନଜର ପକାଇ ନେବା ବାଣିଜ୍ୟ ଓ ଆର୍ଥିକ ଦୃଷ୍ଟିରୁ କେମିତି ଥିଲା ୨୦୨୨ ମସିହା । କରୋନାର…

ଗର୍ଭାବସ୍ଥାରେ ମଦ୍ୟପାନ କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ, ଶିଶୁର ମସ୍ତିସ୍କ ଉପରେ ପଡ଼ିପାରେ ପ୍ରଭାବ…

ନୂଆଦିଲ୍ଲୀ : ସମୟ ବଦଳିବା ସହ ଆମ ଜୀବନଶୈଳୀ ମଧ୍ୟ ବଦଳୁଛି । ସହରର ଚାକଚାକ୍ୟରେ ରହି ନିଜ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଛନ୍ତି । ସମୟ ଥିଲା ମଦ୍ୟପାନ କେବଳ ପୁରୁଷ ମାନେ କରୁଥିଲେ କିନ୍ତୁ ଏବେ ମଦ୍ୟପାନ ଅଧିକାଂଶ ମହିଳା ମାନେ କରୁଥିବା ଦେଖିବାକୁ ମିଳିଛି  । ତେବେ ମହିଳା ମାନେ…

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କ ହାତରେ ଗରମ ପାଣି ଢାଳି ବିଷ୍ଠା ଖୁଆଇଲେ

ମାଲକାନଗିରି: ଏକବିଂଶ ଶତାଦ୍ଦୀରେ ବି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ମଣିଷ । ଗୁଣି ଗାରେଡି ସନ୍ଦେହ ମଣିଷ ସମାଜକୁ ଯେମିତି ଜାବୁଡ଼ି ଧରିଛି । କଳାଯାଦୁ ଭୟରେ ଜଣେ ବୃଦ୍ଧାଙ୍କ ଉପରକୁ ଗରମ ପାଣି ମାଡ଼ । ମାଲକାନଗିରିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ବୃଦ୍ଧାଙ୍କ ଡାହାଣ ହାତରେ ଗରମ…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଳନ କରୁଛି ବିଜେପି

ଭୁବନେଶ୍ୱର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମଜୟନ୍ତୀ । ବିଜେପି ପକ୍ଷରୁ ଦିନଟିକୁ ଖୁବ୍ ଧୂମଧାମରେ ପାଳନ କରାଯାଉଛି । ବାଜପେୟୀଙ୍କ ସ୍ମୃତିରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର…