Latest Odisha News

BREAKING NEWS

Browsing Category

ଫିଚର

ଜୀବନର ଶେଷ ଯାଏଁ ମୋ ହାତରେ କଲମ ଥାଉ : ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ। ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ…

ବଡ଼ଦିନ ପାଇଁ ଚଳଚଞ୍ଚଳ ପୁରୀ ସହର ଓ ବେଳାଭୂମି, ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

ପୁରୀ : ବଡ଼ଦିନ ତଥା ଖ୍ରୀଷ୍ଟମାସ ପାଇଁ ଲୋକାରଣ୍ୟ ହୋଇଛି ଜଗନ୍ନାଥଧାମ ପୁରୀ । ସେପଟେ ଆଜି ପୁରୀ  ବେଳାଭୂମିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ମନ ମୋହୁଛି ଖ୍ରୀଷ୍ଟମାସର ବାଲୁକା କଳା । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ  କୁମାର ସାହୁଙ୍କ ହାତର ଯାଦୁ ଦେଖିବା…

ପିଲାଙ୍କ ରୁମ୍‌ ପାଇଁ ବାସ୍ତୁ ଟିପ୍ସ ….

ସାଧରଣତଃ ପିଲାମାନଙ୍କର ସ୍କୁଲ୍‌ରେ ପରୀକ୍ଷା ହୁଏ ପୁଣି ସରିଯାଏ । କିନ୍ତୁ ପିଲାମାନଙ୍କ ପରୀକ୍ଷା ପାଇଁ ମା’ ବାପା ଅଧିକ ଚିନ୍ତିତ ଥାଆନ୍ତି  । ତେବେ ବାସ୍ତୁ ପିଲାମାନଙ୍କ ପାଠପଢ଼ା କ୍ଷେତ୍ରରେ ପ୍ରଭାବ ପକାଇଥାଏ  । ବିଶେଷ କରି ଯେଉଁ ଅଭିଭାବକ ମାନେ ପିଲାଙ୍କ ପାଠ ପଢ଼ା ପ୍ରତି ଅଧିକ…

ରାଜଧାନୀକୁ ଫେରିଲା ପଥୋତ୍ସବ, ଭଳିକି ଭଳି କାର୍ଯ୍ୟକ୍ରମରେ ଜନପଥ ଲୋକାରଣ୍ୟ

ଭୁବନେଶ୍ୱର : ରାଜଧାନୀକୁ ଫେରିଲା ପଥୋତ୍ସବ । ଆଜି ସକାଳୁ ସକାଳୁ ରାଜଧାନୀ ଜନପଥ ହୋଇଥିଲା ଲୋକାରଣ୍ୟ । ବଡ଼ଦିନ ପାଇଁ ଲୋକଙ୍କ ମନରେ ଖୁବ ଉତ୍ସାହ ଭରିଯାଇଛି । ପଥୋତ୍ସବରେ ଭଳି କି ଭଳି କାର୍ଯ୍ୟକ୍ରମ ଲୋକଙ୍କୁ ଆକର୍ଷିତ କରିଛି । କେଉଁଠି ନାଚ ଗୀତ ତ କେଉଁଠି କ୍ରୀଡ଼ା କସରତ । ଚିତ୍ରାଙ୍କନ…

ଉତ୍ତର ଭାରତରେ କାଲୁଆ କରୁଛି ଶୀତ ଲହରୀ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଲହରୀ । ଦିଲ୍ଲୀ ଏନସିଆର୍ ସହିତ ଉତ୍ତର ଭାରତର ତିନୋଟି ରାଜ୍ୟରେ ଶୀତ ଥରାଉଛି । ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଗାଡି ମନ୍ଥର ଗତିରେ ଯାଉଛି । ସକାଳୁ କୁହୁଡି ପାଇଁ ଭିଜିବିଲିଟି ୧୦୦ ମିଟର ରହୁଛି । ଆଇଏମଡି ସୂଚନା ଅନୁସାରେ ପାରଦ ୪…

ଉଷୁମ କ୍ଷୀରରେ ହଳଦୀ ପକାଇ ପିଅନ୍ତୁ….

ହଳଦିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି  ।  ଆମ ଶରୀରର କୌଣସି ସ୍ଥାନ ଖଣ୍ଡିଆ ହୋଇଗଲେ ଆମେ ହଳଦି ପଟି ଲଗାଇଥାଆନ୍ତି । ଫଳରେ ଦରଜ, ବିନ୍ଧାରୁ ଉପଶମ ମିଳିଥାଏ । ଗୁଣକାରୀ ହଳଦି ଆମ ତ୍ବଚାର ସାଥି କହିଲେ ଭୁଲ ହେବନି। ତେବେ ଶୁଦ୍ଧ ହଳଦିରୁ ଅଧ ଚାମଚ ନେଇ ଉଷୁମ ଖିରରେ ମିଶାଇ ପିଇବା ଦେହ…

ଅଭିନେତ୍ରୀ ତିନୁଶା ଶର୍ମା ମୃତ୍ୟୁ ମାମଲାରେ ଶିଜନ ମହମ୍ମଦ ଗିରଫ

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଶନିବାର ଆତ୍ମହତ୍ୟା କରିବା ପରେ ପୁଲିସ ତାଙ୍କ ସହଯୋଗୀ ଅଭିନେତା ଶିଜନ ମହମ୍ମଦ ଖାନଙ୍କୁ ଧାରା 306 (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଆଧାରରେ ଗିରଫ କରିଛି। ତୁନିଶାଙ୍କର ନିକଟରେ ଶିଜନଙ୍କ ସହ ବ୍ରେକ୍ଅପ୍ ହୋଇଥିଲା। ଏହା ପୂର୍ବରୁ ଶିଜନ…

ଜନତାଙ୍କୁ ନେତାଙ୍କ ଆହ୍ୱାନ: ଯେତେ ପାରୁଛ ଲୋନ୍ ନିଅ, କ୍ଷମତାକୁ ଆସିଲେ ସବୁ ମାଫ୍…

ବେଙ୍ଗାଲୁରୁ: ଜେଡିଏସ ନେତା ତଥା କର୍ଣ୍ଣାଟକ ମୁ୍ଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଅନୀତା କୁମାରସ୍ୱାମୀ କର୍ଣ୍ଣାଟକବାସୀଙ୍କୁ ଏକ ଅଜବ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ସେ ଲୋକଙ୍କୁ କହିଛନ୍ତି ଯେ ସେମାନେ ଯେତେ ଚାହିଁବେ ଋଣ ନେଇପାରିବେ, ଯଦି ତାଙ୍କ ସ୍ୱାମୀ କ୍ଷମତାକୁ…

ଆଉ ଜଣେ ଋଷ ପର୍ଯ୍ଯଟକଙ୍କ ମୃତ୍ୟୁ

ରାୟଗଡା: ଭ୍ଲାଦିମିର ବିଦାନାଭଙ୍କ ପରେ ଆଉ ଜଣେ ଋଷ ପର୍ଯ୍ୟଟକ ତଥା ତାଙ୍କ ବାଲ୍ୟବନ୍ଧୁ ଆଣ୍ଟାଭା ପାଭେଲଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ 48 ଘଣ୍ଟାରେ ରାୟଗଡାରେ ମୃତ୍ୟୁ ଘଟିଛି। ପାଭେଲା ଛାତରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହା ହତ୍ୟା…