Latest Odisha News

BREAKING NEWS

Browsing Category

ଫିଚର

ଚିନ୍ତାରେ ବିସିସିଆଇ: ଆଇପିଏଲ ପାଇଁ ୭୪ ଦିନର ୱିଣ୍ଡୋ ମିଳୁନି

ମୁମ୍ବାଇ: ଇଣ୍ଡିଆନ ପ୍ରିମର ଲିଗର ୧୬ତମ ସଂସ୍କରଣ ପାଇଁ ବିସିସିଆଇ ଓ ଆୟୋଜକ କମିଟି ଚିନ୍ତାରେ ପଡିଛନ୍ତି । ଆଇପିଏଲ ପାଇଁ ୭୪ ଦିନର ୱିଣ୍ଡୋ ଖାଲି ନାହିଁ । ରିପୋର୍ଟ ଅନୁସାରେ ଟି୨୦ ଲିଗ ଏକ ଏପ୍ରିଲରୁ ୩୧ ମେ ପର୍ଯ୍ୟନ୍ତ ଆୟୋଜିତ କରିବା ନେଇ ପ୍ରସ୍ତୁତି ଚାଲିଛି । ତେବେ ଏଥିନେଇ ବିଧିବଦ୍ଧ…

୨୫ ବର୍ଷର ଅପରାଜେୟ ରାଜା ‘ନବୀନ’..ଅପରାଜିତ ଦଳ ‘ବିଜେଡି’

ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି) ଆଜି ପାଳୁଛି ତାର ୨୫ ତମ ପ୍ରତିଷ୍ଠା ଦିବସ । ୫ମ ଟର୍ମରେ  ବିଜୟୀ ମୁକୁଟ ପିନ୍ଧି ରାଜୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଞ୍ଚଳିକ ଦଳ ଭାବେ ଖାଲି ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ବି ନିଜର ଦବଦବା ସୃଷ୍ଟି କରିପାରିଛି ବିଜେଡି  । ଜଣେ…

ମାନ୍ଦାବସ୍ଥା ସତ୍ତ୍ୱେ ଦ୍ରୁତ ଅର୍ଥନୀତି ବିକଶିତ ରାଷ୍ଟ୍ର ହୋଇପାରିଛି ଭାରତ

ନୂଆଦିଲ୍ଲୀ: ମାନ୍ଦାବସ୍ଥା ସତ୍ତ୍ୱେ ଅନେକ ବାଧାବିଘ୍ନ ଭିତରେ ବି ଭାରତ ଜାନୁଆରୀରୁ ଜୁଲାଇ ୨୦୨୨ ମଧ୍ୟରେ ବୃହତ୍ ଅର୍ଥନୀତି ଚୀନକୁ ପଛରେ ପକାଇଥିଲା । ପ୍ରଥମେ କରୋନା ମହାମାରୀ ଓ ତାପରେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଆସିଥିବା ବାଧାବିଘ୍ନ ସାରା ବିଶ୍ୱରେ ମହଙ୍ଗାସ୍ଥିତି ଆଣିଥିଲା । ବେକାରୀ…

ତାଳବଣିଆରେ ବିଜେଡିର ଜନ୍ମଉତ୍ସବ, ୨୦୨୪ ପାଇଁ ଗୁରୁମନ୍ତ୍ର ଦେବେ ଦଳ ସୁପ୍ରିମୋ

ପୁରୀ: ବିଜୁ ଜନତା ଦଳକୁ ୨୫ ବର୍ଷ ପୂରିଛି । ୨୬ ବର୍ଷରେ ପାଦ ଦେଇଛି ବିଜେଡି । ରୌପ୍ୟ ଜୟନ୍ତୀ ପାଳନ କରୁଛି ଦଳ । ଶ୍ରୀକ୍ଷେତ୍ର ପୁରୀରୁ ଆଜି ଶଙ୍ଖନାଦ ଦେବ ଶଙ୍ଖ ଦଳ  । ୨୦୨୪ ପାଇଁ ବି ନୂଆ ମନ୍ତ୍ର ଦେବେ ଦଳ ମୁଖିଆ । ତାଳବଣିଆରେ ଦଳର ଜନ୍ମ ଉତ୍ସବ ପାଳନ କରୁଛି ବିଜେଡି । ଦଳ ସଭାପତି…

ଆମେରିକାରେ ବମ୍ ସାଇକ୍ଲୋନର ତାଣ୍ଡବ, ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି

ନ୍ୟୁୟର୍କ: ଆମେରିକାରେ ଭୟଙ୍କର ତୁଷାର ଝଡ଼ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ପୂରା ଆମେରିକାକୁ ଆଚ୍ଛାଦିତ କରିଛି ବମ୍ ସାଇକ୍ଲୋନ  । ଚାରି ଆଡେ ବରଫ ଚାଦର । ଘଣ୍ଟାପ୍ରତି ୭୦ ମାଇଲ ବେଗରେ ବରଫ ଝଡ଼ ଦେଖାଦେଇଛି । ରାସ୍ତାଘାଟରେ ବରଫ ଜମା ହୋଇରହିଛି । ଲୋକେ ଘରୁ ବାହାରି…

ଶୀତଦିନେ ଅଙ୍ଗୁର ଖାଇବା ଦ୍ୱାରା ମିଳିଥାଏ ଏହି ଫାଇଦା…..

ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ । ତେଣୁ ଖାଇବାରେ ଫଳ ସାମିଲ କରିବାକୁ କେବେ ଭୁଲିବେନି  । ଅଙ୍ଗୁରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍‌-ସି ଏବଂ ଭିଟାମିନ୍‌-ଇ ରହିଛି । ତେବେ ଅଙ୍ଗୁର ଖାଇବା ଦ୍ୱାରା ଆମ ପୋଷକ ତତ୍ତ୍ୱ ଉପରେ ପ୍ରଭାବ ପକାଇଥାଏ …

‘ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଗୁଇନ୍ଦା କରୁଛି ପଚରାଉଚରା’

ନୂଆଦିଲ୍ଲୀ: ଭାରତ ଯୋଡ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିବାର ଦିନକ ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଦାବି କରିଛନ୍ତି ଯେ ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଥିବା ବ୍ୟକ୍ତିଙ୍କୁ ଗଇନ୍ଦା ବିଭାଗର ଅଧିକାରୀ ପଚରାଉଚରା କରୁଛନ୍ତି। କଂଗ୍ରେସ ନେତା କହିଛନ୍ତି,…

ସାପ କାମୁଡ଼ିଲା ବୋଲି…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ସାପ କାମୁଡିବା ପରେ ଜଣେ ବ୍ୟକ୍ତି ସାପ ଧରି ମେଡିକାଲରେ ପହଞ୍ଚିଛନ୍ତି। କାଳେ ଡାକ୍ତର ଜାଣିପାରିବେ ନାହିଁ କେଉଁ ସାପ କାମୁଡିଛି ବୋଲି ସାପ କାମୁଡାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସାନ ଭାଇ…

ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ ଓମିକ୍ରନର ସବ୍ ଭାରିଆଣ୍ଟ ଚିହ୍ନଟ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାକୁ ଫେରିଥିବା ଅନ୍ୟ ଜଣେ ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ କରୋନା ଟିହ୍ନଟ ହୋଇଛି। ଯେଉଁ BF.7 ଭାରିଆଣ୍ଟ ପାଇଁ ଚୀନ ଏବେ ଦହଗଞ୍ଜ ହେଉଛି ସେହି ଭାରିଆଣ୍ଟ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ଚିହ୍ନଟ ହୋଇଛି। ତିନି ଦିନ ତଳେ ସେହି ବ୍ଯକ୍ତି ଚୀନ୍ରୁ ଫେରିଥିବା…

କିଏ ହେବେ ରାଜ୍ୟ ବିଜେପିର ନୂଆ ସଭାପତି, ଫାୟାର ବ୍ରାଣ୍ଡ ନେତାଙ୍କୁ ବାଛିବ କି ବିଜେପି?

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ । ଏବେର ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି। ତେଣୁ ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ରାଜ୍ୟ ବିଜେପିର ନେତୃତ୍ବ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଇସାରାରେ ପରିଚାଳିତ…