Latest Odisha News

BREAKING NEWS

Browsing Category

ଫିଚର

‘ପରୀକ୍ଷା ପେ’ ଚର୍ଚ୍ଚା’: ସୁବର୍ଣ୍ଣପୁରରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଲେ ରାଜ୍ୟପାଳ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ଜିଲ୍ଲାର ହରଡଖୋଲ ସ୍ଥିତ ପଥ ପାର୍ଶ୍ବ ସୁବିଧା କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିଥିଲେ । ପରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ହେଉଥିବା 'ପରୀକ୍ଷା ପେ'…

ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବାଇକ୍, ୨ ମୃତ

ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ଉଫୁଲା ନାରାୟଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟରେ ଏକ ବାଇକ୍ ପିଟିହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କମୀରା ଗାଁର ସମ୍ୱିତ ପ୍ରଧାନ (୨୧) ଏବଂ ବୁଠୀପଦର ଗାଁର ସିପକ ନାଗ (୧୮) ବୋଲି…

ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ଫିଟିପାରିଲାନି ହତ୍ୟାକାଣ୍ଡର ଗୁମର

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବର୍ଷେ ପୁରିଛି । ହେଲେ ନବ ଦାସଙ୍କୁ କାହିଁକି ଓ କେଉଁ କାରଣରୁ ହତ୍ୟା କରାଗଲା ତାହା ଏବେ ବି ରହସ୍ୟ ଘେରରେ ରହିଛି । ଇତିମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ଝାରସୁଗୁଡ଼ା ଜିଲ୍ଲା ଦୌରା…

ଆଜି ଓଡିଶା ଆସିବେ ଖଡଗେ, ‘ଓଡ଼ିଶା ବଞ୍ଚାଅ ସମାବେଶ’ କୁ ସମ୍ବୋଧନ କରିବେ

ଭୁବନେଶ୍ବର: ୨୦୨୪ ନିର୍ବାଚନକୁ ନେଇ ଗରମାଗରମ ହୋଇପଡିଛି ରାଜ୍ୟ ରାଜନୀତି । ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ । ଭୁବନେଶ୍ବରରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ କର୍ମୀଙ୍କୁ ମନ୍ତ୍ର ଦେବେ ଖଡଗେ । ଏହି ସାଧାରଣ ସଭାକୁ କଂଗ୍ରେସ ‘ଓଡ଼ିଶା ବଞ୍ଚାଅ ସମାବେଶ’…

୬୪ ଘର ଚାଲର ରାଜକୁମାରୀ ପଦ୍ମିନୀ କଲେ ବିବାହ

ଭୁବନେଶ୍ୱର: ଓଡିଶାର ଆନ୍ତର୍ଜାତୀୟ ଚେସ ଖେଳାଳି ପଦ୍ମିନୀ ରାଉତ ରବିବାର ମୁମ୍ବାଇର ଜୟକିଶନ ମନକାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପଦ୍ମିନୀ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ସମ୍ପୂର୍ଣ୍ଣ ବୈଦିକ ରୀତି ନୀତିରେ ପଟିଆର ଏକ ହୋଟେଲରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ…

ମୋନାଲିସା ଚିତ୍ର ଉପରକୁ ସୁପ ଫିଙ୍ଗିଲେ ପ୍ରଦର୍ଶନକାରୀ

ପ୍ୟାରିସ: ଫ୍ରାନ୍ସରେ ଭଲ ସ୍ୱାସ୍ଥ୍ୟ ପାଇଁ ପୌଷ୍ଟିକ ଭୋଜନର ଅଧିକାର ଜରୁରୀ ବୋଲି ଦାବୀ କରି ପ୍ରଦର୍ଶନକାରୀମାନେ ପ୍ରଦର୍ଶନ କରି ଆସୁଥିଲେ । ରବିବାର ସେମାନେ ବିଶ୍ୱ ପ୍ରସିଦ୍ଧ ମୋନାଲିସାଙ୍କ ଚିତ୍ର ଉପରକୁ ସୁପ ଫିଙ୍ଗିଛନ୍ତି । ମଧ୍ୟ ପ୍ୟାରିସର ଲୌବରରେ ୧୬ଶ ଶତାବ୍ଦୀର ଲିୟୋନାର୍ଡ ଦା…

ବ୍ୟକ୍ତିର ମୃତ୍ୟୁ ପରେ କ’ଣ ହୁଏ ଆଧାର, ପାନ ଓ ଅନ୍ୟ ଡକ୍ୟୁମେଣ୍ଟ?

ନୂଆଦିଲ୍ଲୀ: ଆଜିକାଲି ଯେକୌଣସି ବ୍ୟକ୍ତିଙ୍କ ଫୋନ ନମ୍ୱର ବା କାଗଜପତ୍ର ମାଧ୍ୟମରେ ଠକେଇ ହେବା ସାଧାରଣ କଥା। କେତେବେଳେ ଓଟିପି ଦେଇ ଠକେଇ ହେଉଛି ତ ଆଉ କେତେବେଳେ ବିନା ଓଟିପିରେ ଠକେଇ କରାଯାଉଛି। ଏନେଇ ଅନେକ ଖବର ସାମନାକୁ ଆସୁଛି। ତେବେ ମଣିଷର ମୃତ୍ୟୁ ପରେ ସେ ବ୍ୟବହାର କରୁଥିବା…

ଇଟାଲୀର ସିନର ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟଲ

ମେଲବୋର୍ଣ୍ଣ: ଇଟାଲୀର ଯୁବ ଖେଳାଳି ୟାନିକ ସିନର ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ୨୨ ବର୍ଷୀୟ ସିନର ଫାଇନାଲରେ ରୁଷିଆର ଡାନିଏଲ ମେଡଭେଡେବଙ୍କୁ ୩-୬, ୩-୬, ୬-୪, ୬-୪ ଓ ୬-୩ ସେଟରେ ପରାସ୍ତ କରିଥିଲେ । ସିନରଙ୍କ ଏହା କ୍ୟାରିୟରର ପ୍ରଥମ…

ଏହି ମନ୍ଦିରକୁ ଗଲେ ମୃତ୍ୟୁ ନିଶ୍ଚିତ

ନୂଆଦିଲ୍ଲୀ: ରହସ୍ୟରେ ଭରା ଆମ ଦୁନିଆ । ଏବେ ବି ପୃଥିବୀରେ ଏ ଭଳି ସ୍ଥାନ ରହିଛି ଯାହା ବିଷୟରେ ଶୁଣିଲେ ଲୋକଙ୍କୁ ବିଶ୍ୱାସ ହୁଏନି । ତୁର୍କୀର ପ୍ରାଚୀନ ସହର ହେରାପଲିସରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାକୁ ଗଲେ ଫେରିବା ପ୍ରାୟତଃ ଅସମ୍ଭବ ମନେ ହୁଏ । ଏଠାରେ ଅନେକ ଲୋକଙ୍କ ରହସ୍ୟମୟ ଢ଼ଙ୍ଗରେ…

ମୃତ୍ୟୁଯନ୍ତା ପାଲଟିଛି ଦ୍ୱାରଶୁଣି ଘାଟି: ଟ୍ରକ ଓଲଟି ଡ୍ରାଇଭର ମୃତ, ପିଆଜ ବୋହିନେଲେ ଲୋକ

ବାରିପଦା: ମୟୂରଭଞ୍ଜ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । କିଛି ଦିନ ତଳେ ଏକ ଯାତ୍ରା ପାର୍ଟିର ଟ୍ରକ ଓଲଟି ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଛି । ଯେଉଁଥିରେ ଟ୍ରକ ଚାଳକଙ୍କର ମୃତ୍ୟୁ ଘଟିଛି । ସୂଚନା…