Latest Odisha News

BREAKING NEWS

Browsing Category

ଫିଚର

ଦୃଷ୍ଟିହୀନ ଟି୨୦ ବିଶ୍ୱକପ: ଭାରତକୁ କ୍ରମାଗତ ତୃତୀୟ ଟାଇଟଲ

ବାଙ୍ଗାଲୋର: ଏଠାରେ ଅନୁଷ୍ଠିତ ଦୃଷ୍ଟହୀନ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଫାଇନାଲରେ ବାଂଲାଦେଶକୁ ୧୨୦ ରନରେ ହରାଇ ଚାମ୍ପିୟନ ହୋଇଛି । ଭାରତର ଏହା କ୍ରମାଗତ ତୃତୀୟ ଟାଇଟଲ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୭୭ ରନର ବିଶାଳ ସ୍କୋର କରିଥିଲା । ପ୍ରଥମ ୨ଟି ୱିକେଟ ମାତ୍ର ୨୯ ରନରେ…

୧୨କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସବସିଡି ହେରଫେର୍ ମାମଲାରେ ୩ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କୃଷି ଉପକରଣ ସବସିଡି ବାବଦକୁ ୧୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେରଫେର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲା ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ । ରାଜଧାନୀ, ଦଶପଲ୍ଲା ଓ ବ୍ରହ୍ମପୁରରେ ଗତକାଲିଠାରୁ ଚଢାଉ କରି ଇଓଡବ୍ଲ୍ୟୁ ୩ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ପ୍ରଦୀପ କୁମାର…

ବିକୁଥିଲେ ନିମ୍ନମାନର ସୁନା; ଦୋକାନରେ ପଶିଲା ଜିଏସଟି ଭିଜିଲାନ୍ସ

ରାୟଗଡ଼ା: ଚଢା ଦାମ ନେଇ ବିକୁଥିଲେ ନିମ୍ନମାନର ସୁନା । ଖବର ପାଇ ମାଡି ବସିଲା ବାଣିଜ୍ୟ କର ବିଭାଗ ।  ରାୟଗଡ଼ା ଜିଲ୍ଲା ସଦର ମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ଜିଏସଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି ।  ରାଜ୍ୟ ବାଣିଜ୍ୟ କର ବିଭାଗ ଅତିରିକ୍ତ…

୨୦୨୩ ଦିନିକିଆ ବିଶ୍ୱକପ: ଭାରତ ହାତରୁ ଖସିଯିବ କି ଆୟୋଜକ ଅଧିକାର !

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜନ ହେବ । ବିସିସିଆଇ ଓ ସରକାର ମଧ୍ୟରେ ଚାଲିଥିବା ଟ୍ୟାକ୍ସ ବିବାଦ ଯୋଗୁ ଭାରତ ହାତରୁ ଆୟୋଜନ ଅଧିକାର ଖସିଯାଇପାରେ । ଆଇସିସି ସ୍ପଷ୍ଟ ଭାବେ ବିସିସିଆଇକୁ ଏହି ବିବାଦର ସମାଧାନ କରିବା ପାଇଁ ଜଣାଇବା ପରେ ଉପରୋକ୍ତ ଆଶଙ୍କା ସୃଷ୍ଟି…

ବିଚ୍‌ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ପିଟିଲେ ଯୁବକ, ୩ ଗିରଫ

ଯାଜପୁର : ସର୍ବସମ୍ମୁଖରେ ପୂର୍ବତନ ସରପଞ୍ଚଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ ଯୁବକ । ପ୍ରଥମେ ଗାଳି ତା’ ପରେ ବେଲ୍ଟରେ ମାଡ଼। । ଜଣେ ନୁହେଁ ଏକାଧିକ ବ୍ୟକ୍ତିଙ୍କ ଦ୍ଵାରା ଚାଲିଛି ଆକ୍ରମଣ । ମନ ଇଚ୍ଛା ପିଟିଦେଇଗଲେ ସୋଶିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ । ଭିଡିଓଟି ଯାଜପୁରର ହୋଇଥିବା…

ଛାତ୍ର ବେକରୁ ବାହାରିଲା ଜାଭେଲିନ, ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର : ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ । ଏବେ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ।  ଆଗଲପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପଢନ୍ତି ସଦାନନ୍ଦ ମେହେର । ସ୍କୁଲ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଚାଲିଥିବାବେଳେ ଆଉ ଜଣେ ଛାତ୍ରଙ୍କ ଜାଭେଲିନ ତାଙ୍କ ବେକରେ ଗଳିଯାଇଥିଲା । ବଲାଙ୍ଗୀର ଭୀମ…

ଆଧାର କାର୍ଡ ନଦେଖାଇବାରୁ WEO ପରୀକ୍ଷା ଦେଇପାରିଲେନି ୯ ଜଣ, ଜିଲ୍ଲାପାଳଙ୍କୁ ଗୁହାରୀ

ନବରଙ୍ଗପୁର: ଆଇଡି ପ୍ରୁଫ୍ ଅଛି, ଠିକ୍ ସମୟରେ ବି ପରୀକ୍ଷାକେନ୍ଦ୍ରରେ ପହଞ୍ଚିଥିଲେ । ଆଧାର କାର୍ଡ ନଥିବାରୁ ପରୀକ୍ଷା ଦେଇପାରିଲେନି WEO ଆଶାୟୀ । ଆଜି ଏହି ପରୀକ୍ଷା ପାଇଁ OSSC ପକ୍ଷରୁ ନବରଙ୍ଗପୁର ପଲିଟେକନିକ୍ କଲେଜରେ ସେଣ୍ଟର ହୋଇଥିଲା । କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ମାତ୍ରାଧିକ…

ଭୂତ ନେଇଗଲା ଘର, ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କାମାକ୍ଷାନଗର : ଲୋକଙ୍କ ପାଇଁ ସରକାର କରିଛନ୍ତି ମାଳମାଳ ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ପାଉନାହାଁନ୍ତି ଘର ଭୂତ ହଡ଼ପ କରୁଛି ଘର । ଏଭଳି ଘଟଣା କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁରେ ଘଟିଛି  । ଜଣେ ଦଳିତ ବସ୍ତିର ଲୋକଙ୍କ ଘର ହଡ଼ପ ହୋଇଥିବା ଅଭିଯୋଗ ହୋଇଛି  । ପଞ୍ଚାୟତ…

ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ: ଗୋଟିଏ ଦିନରେ ମାଡ କଲା ୭୦ ମିସାଇଲ

କୀଭ: ୟୁକ୍ରେନ ଉପରେ ରୁଷ ସବୁଠାରୁ ବଡ ଆକ୍ରମଣ ଶୁକ୍ରବାର କରିଛି । ରିପୋର୍ଟ ମୁତାବକ ରୁଷ ପକ୍ଷରୁ ୭୦ ମିସାଇଲ ମାଡ କରାଯାଇଛି । ଏଥିଯୋଗୁ ୩ଟି ସହର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ଏକ ପ୍ରକାର ବ୍ଲାକଆଉଟ ପରିସ୍ଥିତି…

ପାଚେରୀ ନିର୍ମାଣକୁ ନେଇ ଆର୍ସେଲର ସହ ମୁହାଁମୁହିଁ ଗ୍ରାମବାସୀ

ପାରାଦୀପ: ପୁଣି ଥରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ସହ ମୁହାଁମୁହିଁ ହାଣ୍ଡିଆ ଗ୍ରାମବାସୀ । କମ୍ପାନୀର ପାଚେରୀ ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ । ୧୫ବର୍ଷରୁ ଏସାର କମ୍ପାନୀ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ କରିବା ସମୟରେ ଗ୍ରାମବାସୀ ଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରି ନ…