Latest Odisha News

BREAKING NEWS

Browsing Category

ଫିଚର

ଫେବ୍ରୁଆରୀ ୩ ଓ ୧୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଥମେ ଫେବ୍ରୁଆରୀ ୩ ଓ ପରେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମେ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ ସମ୍ମିଳନୀରେ ଯୋଗଦେବେ । ଏହାପରେ ପୁଣି ୧୦ ତାରିଖରେ ମଧ୍ୟ ମୋଦି ଓଡ଼ିଶା…

ଡେଭିସ କପ: ୬୦ ବର୍ଷ ପରେ ଭାରତ ଟିମ ଯିବ ପାକିସ୍ତାନ

ଇସଲାମବାଦ: ଭାରତର ଡେଭିସ କପ ଟେନିସ ଟିମ ୬୦ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ । ପାକିସ୍ତାନ ସରକାର ପକ୍ଷରୁ ଭାରତୀୟ ଖେଳାଳିଙ୍କ ଇତି ମଧ୍ୟରେ ଭିସା ପ୍ରଦାନ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ କପ ୱାର୍ଲ୍ଡ କପ-୧ ମ୍ୟାଚ ଫେବୃୟାରୀ ୩ ଓ ୪ରେ ଖେଳାଯିବ । ପୂର୍ବରୁ…

‘ମନ୍ କି ବାତ୍’ରେ ନାରୀ ଶକ୍ତିକୁ ସଲାମ କଲେ ପିଏମ, କହିଲେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଶକୁ ଏକତା…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି 'ମନ୍ କି ବାତ' କାର୍ଯ୍ୟକ୍ରମର ୧୦୯ ତମ ଏପିସୋଡକୁ ସମ୍ବୋଧିତ କରିଛନ୍ତି । ଚଳିତ ବର୍ଷ 'ମନ୍ କି ବାତ' କାର୍ଯ୍ୟକ୍ରମର ଏହା ପ୍ରଥମ ଏପିସୋଡ ଅଟେ । ଯାହା ମାଧ୍ୟମରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର, ଅଙ୍ଗଦାନ ଏବଂ ଗଣତନ୍ତ୍ର ସମ୍ପର୍କରେ…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ, ଅପରାହ୍ନରେ ୪ଟା ରେ ନେବେ ଶପଥ

ପାଟନା: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଜେଡିୟୁ ମୁଖ୍ୟ । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ।…

ବିବାଦରେ ରାହତ ଫତେ ଅଲ୍ଲୀ ଖାନ୍, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଯେଉଁ ଗାୟକ ଦିନେ ତାଙ୍କ ସୁନ୍ଦର ଗାଇବା ଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିଲେ । ସେ ଆଜି ତାଙ୍କ ନିଜର ଲଜ୍ଜାଜନକ ବ୍ୟବହାର ପ୍ରଦର୍ଶନ ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆମେ କହୁଛୁ ପାକିସ୍ତାନୀ ସିଙ୍ଗର ରାହତ ଫତେ ଅଲି ଖାନଙ୍କ ବିଷୟରେ । ନିକଟରେ ରାହତଙ୍କର ଏକ ଭିଡିଓ…

ଜାଡରେ ଥରୁଛି ସାରା ରାଜ୍ୟ, ୨ଦିନ ପରେ ବଢିପାରେ ରାତି ତାପମାତ୍ରା

ଭୁବନେଶ୍ବର: ଲଗାତାର ତିନି ଦିନ ଧରି ଝିପଝିପ୍ ବର୍ଷା ସାଙ୍ଗକୁ କୋହଲାପାଗ ଓ ଥଣ୍ଡା ପବନ କମିବା ପରେ ଏବେ ଜାଡରେ ଥରହର ସାରା ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସେପଟେ କୁହୁଡି ଯୋଗୁଁ ଦୃଶ୍ୟମାନ…

ନୀତୀଶ କୁମାର: ‘ସୁଶାସନ ବାବୁ’ରୁ ‘ପଲଟୁରାମ’, ଜାଣନ୍ତୁ କେତେଥର କଲେଣି ପଟ ପରିବର୍ତନ

ପାଟନା: ଦିନ ଥିଲା ଯେତବେଳେ ଉତ୍ତମ ଶାସନ ପାଇଁ କମାଇଥିଲେ ନାଁ। ଘରେ ଘରେ 'ସୁଶାସନ ବାବୁ' ଭାବେ କରାଯାଉଥିଲା ବିବେଚନା। କିନ୍ତୁ ଏବେ ବାରମ୍ବାର ପଟ୍ଟ ପରିବର୍ତ୍ତନ ପାଇଁ ପଲଟୁରାମ ନାମରେ ଜାଣୁଛନ୍ତି ଦେଶବାସୀ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଦଳ ଡିଆଁ ରାଜନୀତିର ପୁରୁଣା ପୃଷ୍ଠା…

ବିହାର ରାଜନୀତି: ଯେଉଁଦିନ ଇସ୍ତଫା ସେହିଦିନ ଶପଥ ଗ୍ରହଣ

ପାଟନା: ବିହାର ରାଜନୀତି କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ନୀତୀଶ କୁମାର ରବିବାର ଦିନ ୧୦ଟା ବେଳେ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କୁହାଯାଉଛି। ଆଉ ଅପରାହ୍ନ ୪ଟା ସମୟରେ ଏନଡିଏ ତରଫରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କେବଳ ନୀତୀଶ ବୋଳି ପକାଉଥିଲା…

ରାଜନୈତିକ ଅସ୍ଥିରତା ମଧ୍ୟରେ ଇଡି ସ୍କାନରରେ ଯାଦବ ପରିବାର

ପାଟନା: ଗୋଟେ ପଟେ ରାଜ୍ୟରେ ଚାଲିଛି ରାଜନୈତିକ ଅସ୍ଥିରତା। ଅନ୍ୟ ପଟେ ଇଡି ଦ୍ଵାରା ସମନ୍ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଆଣ୍ଡ କୋ। ତାଙ୍କ ଦଳ ଆରଜେଡି ଓ ଜେଡିୟୁ ମଧ୍ୟରେ ଚାଲିଥିବା ରାଜନୀତିକ ଛକାପଞ୍ଝା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ଜେରା କରିବାକୁ କରିଛି…

ପୁଅ କ୍ରିକେଟ ଷ୍ଟାର ହେବା ସତ୍ୱେ ରିଙ୍କୁଙ୍କ ବାପା ଗ୍ୟାସ ସିଲିଣ୍ଡର ଡେଲିଭରି କାମ ଛାଡୁ ନାହାନ୍ତି

ନୂଆଦିଲ୍ଲୀ: ଷ୍ଟାର କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାନଚାନ୍ଦ ସିଂ ଏବେ ବି ଗ୍ୟାସ ସିଲିଣ୍ଡର ଡେଲିଭରି କାମ କରୁଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏବେ ଏବେ ଭାଇରାଲ ହେବାରେ ଲାଗିଛି । ୨୦୨୩ ଆଇପିଏଲରେ ୧୪ ମ୍ୟାଚରେ ୪୭୪ ରନ କରି ରିଙ୍କୁ ଚୟନ କମିଟିଙ୍କ…