Latest Odisha News

BREAKING NEWS

Browsing Category

ଫିଚର

ସରିଲା ପ୍ରାଣ ପ୍ରତିଷ୍ଠା, ଆସନ୍ତା କାଲିଠାରୁ ସାଧାରଣ ଦର୍ଶନ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା। ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖନାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଆଜି ଅଯୋଧ୍ୟାରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭଗବାନ ରାମଲାଲା ନିଜର ଭବ୍ୟ…

ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିରର ଏରିୟଲ ଭ୍ୟୁ, ଏହାସହ ଟ୍ବିଟ୍ କରି ପୂଜା ସମୟର ଭିଡିଓ ପୋଷ୍ଟ କଲେ…

ଅଯୋଧ୍ୟା: ଆଜି ଭାରତୀୟଙ୍କ ପାଇଁ ସବୁଠୁ ବଡ ଦିନ ପାଲଟିବ । କାରଣ ଆଜି ରାମଲଲାଙ୍କ ମୂର୍ତ୍ତି ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ । ବର୍ତ୍ତମାନ ସମସ୍ତଙ୍କ ନଜର ଏବେ ରାମ ମନ୍ଦିର ଉପରେ ରହିଛି । ସମସ୍ତ ରାମ ଭକ୍ତମାନେ ସେମାନଙ୍କର ପ୍ରିୟର ଦେବତା ରାମଲଲାଙ୍କୁ ରାମ ମନ୍ଦିରରେ ଅବସ୍ଥାନ…

ଆଜି ଓଡ଼ିଶାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ରାମମନ୍ଦିର, ଉତ୍ସବମୂଖର ରାଜ୍ୟ

ନୟାଗଡ଼: ଆଉ କିଛି ସମୟର ବ୍ୟବଧାନ ପରେ ପ୍ରାଣ ପ୍ରତିଷ୍ଠା ଲାଭ କରିବ ଅଯୋଧ୍ୟା ରାମମନ୍ଦିର। ଏଥିପାଇଁ ତମାମ ଦେଶରେ ରାମମୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଓଡ଼ିଶାରେ ନୟାଗଡ଼ ଜିଲ୍ଲାରେ ବି ପ୍ରତିଷ୍ଠା ହେବାକୁ ଯାଉଛି ଏକ ଭବ୍ୟ ରାମମନ୍ଦିର। ଯାହା ରହିଛି ଭାପୁର ବ୍ଲକ ଫତେଗଡ଼ରେ। ଆଜି…

ପ୍ରାଣ ପ୍ରତିଷ୍ଠା ସମୟରେ ଅଯୋଧ୍ୟାରେ କିପରି ରହିବ ପାଣିପାଗ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ପାଣିପାଗ ବିଭାଗ ଅନୁଯାୟୀ ଆଜି ରାମମନଗରୀ ଅଯୋଧ୍ୟାରେ ସକାଳୁ ସକାଳୁ କୁହୁଡ଼ି ଦେଖିବାକୁ ମିଳିଥିଲା। ତେବେ ଦିନ ତମାମ ହାଲୁକା ଧରଣର କୁହୁଡ଼ି ଦେଖିବାକୁ ମିଳିବ। ଭିଜିବିଲିଟି ୧୦୦ ମିଟର ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିପରି ଅଯୋଧ୍ୟାରେ ୧୫ ରୁ ୧୭ ଡିଗ୍ରୀ…

ପ୍ରାଣପ୍ରତିଷ୍ଠା ପାଇଁ ଆଉ କିଛି ସମୟର ଅପେକ୍ଷା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆଉ କିଛି ସମୟର ବ୍ୟବଧାନ ପରେ ପ୍ରତିଷ୍ଠା ହେବ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର। ଦିନ ପ୍ରାୟ ୧୨.୨୦ ମିନିଟ ସମୟରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ସମାପନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ…

ବାହାନଗା ଟ୍ରେନ ଦୁର୍ଘଟଣା: ଷ୍ଟେସନ ମାଷ୍ଟର ଓ ଟ୍ରାଫିକ ଇନସପେକ୍ଟର ବହିଷ୍କୃତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ ମାଷ୍ଟର ଓ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ୨୦୨୩ରେ ଟ୍ରେନ୍ ଦୁର୍ଘଟଣା ମାମଲାରେ ଭାରତୀୟ ରେଳବାଇ ଚାକିରିରୁ ବହିଷ୍କୃତ କରିଛି। ଜୁନ୍ ୨ ତାରିଖରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୯୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦୦ରୁ ଅଧିକ ଆହତ…

ଭଗବାନ ରାମଙ୍କ ଶୋଭା ଯାତ୍ରା ଉପରେ ପଥର ମାଡ଼; ଲୁହବୁହା ଗ୍ୟାସ ପ୍ରୟୋଗ କରି ୧୫ ଜଣଙ୍କୁ ଅଟକ ରଖିଲା ପୋଲିସ

ଅହମଦାବାଦ: ଗୁଜୁରାଟର ମେହସାନା ଜିଲ୍ଲାରେ ଭଗବାନ ରାମଙ୍କ ଶୋଭାଯାତ୍ରା ଉପରେ ପଥର ମାଡ଼ ହେବା ପରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଖେରାଲୁ ସହରରେ ଏହି ଘଟଣା ଘଟିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୩ଟି…

କେନ୍ଦୁଝରରେ ୭ ଆହତ ସ୍କୁଲ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଏନଏଚଆରସିଙ୍କ ନିର୍ଦ୍ଦେଶ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅର୍ଜୁନବିଲ୍ଲା ପ୍ରାଥମିକ ବିଦ୍ୟାଳୟରେ ଛାତ ଭୁଶୁଡ଼ି ଆହତ ହୋଇଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଛାତ୍ରଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ।…

ନୟାଗଡ଼: ରାମ ମନ୍ଦିର ଅଭିମୁଖେ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବାରୁ ୧୫ ଜଣ ଆହତ

ନୟାଗଡ଼: ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୨୦ ଜଣଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଏକ ସଂକୀର୍ଣ୍ଣ ଓ ଖରାପ ରାସ୍ତାରେ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ନୟାଗଡ ଭାପୁର ଅଞ୍ଚଳର ଫତେଗଡ଼ ଗାଁରେ ଏହି ଘଟଣା ଘଟିଛି। ଯେଉଁଠାରେ ରାମ ମନ୍ଦିର ଏକ ପାହାଡ଼ ଉପରେ ତିଆରି ହୋଇଛି ।…

ପ୍ରବଳ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ। ମିଳିଥିବା ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଙ୍ଗଲ ରାସ୍ତା କାଦୁଅ ହୋଇଯିବାରୁ ବନ ବିଭାଗ ଜାତୀୟ ଉଦ୍ୟାନକୁ ବନ୍ଦ କରିବାକୁ…